Odia News Portal

ପଦାରେ ପଡିଲା କୋରାପୁଟ କଂଗ୍ରେସ କନ୍ଦଳ

କୋରାପୁଟ() ଜାତୀୟ ସ୍ତରରେ କଂଗ୍ରେସ ଦଳ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଓଡିଶା କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନି । ରାଜ୍ୟ ସ୍ତରରୁ ଆମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ କଂଗ୍ରେସ ଦଳ ଭାଗଭାଗ ହେବାରେ ଲାଗିଛି । କଂଗ୍ରେସର ଦୁର୍ଗ କୁହାଯାଉଥିବା କୋରାପୁଟ ଜିଲ୍ଲାରେ…

ରିଲିଫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ,୩ ମୃତ

ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକ୍ୟାପ୍ଟର ଦେହରାଦୁନ୍ ରୁ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ମୋଲଡିରୁ ଅରାକୋଟ୍ ଯାଉଥିଲା । ଏଥିରେ ପାଇଲଟ ରାଜପାଲ, ସହଯୋଗୀ ପାଇଲଟ କପତଲ ଲାଲ ଓ କିରମେଶ ସାବର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଥିଲେ ।…

ଚିଦାମ୍ବରମ ନିଖୋଜ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ କୁଆଡେ ଗଲେ ତାଙ୍କ ପତା ଏପର୍ଯ୍ୟନ୍ତ ମତଳିବାକୁ ନାହିଁ । ସିବିଆଇ ଓ ଇଡି ପକ୍ଷରୁ ଗତକାଲି ତାଙ୍କ ଘର ଆଗରେ ଲୁକଆଉଟ ନୋଟିସ ମରାଯିବା ପରେ ଚିଦାମ୍ବରମଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ସିବିଆଇ ଓ ଇଡି ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ…

ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର

ପାରାଦୀପ :  ଗତ ୧୭ରେ ପାରାଦୀପ ଲକପଡାରୁ ଚୋରି ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଅପହରଣ ଅଭିଯୋଗରେ ଘରର ମହିଳା ସହାୟିକା ମାନିନୀ ସାହୁ ଗିରଫ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗାଁର ଶତ୍ରୁଘ୍ନ ସାମଲ ପରିବାର ସହ…

ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଂଜାମ : ଦିଗପହଣ୍ଡି ବ୍ଲକ ତୁରୁବୁଡ଼ୀରେ ଜିଲ୍ଲା ସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଝିଅମାନେ ସବୁ କ୍ଷେତ୍ରରେ ଆଗୁଆ ତେଣୁ ଝିଅକୁ ପରିବାରରେ ଅତି ସ୍ନେହର ସହିତ ବଢାଇବା ପାଇଁ ଅନୁରୋଧ କରିଥିଲେ । ଗଂଜାମ ଜିଲ୍ଲାରେ ଏହି…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦମନ ପ୍ରସାଦ ମିଶ୍ର ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗିର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ କାଗଜପତ୍ର କରାଇ…

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍‌ ଗୌରଙ୍କ ପରଲୋକ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବାବୁଲାଲ୍‌ ଗୌରଙ୍କ ପରଲୋକ । ଆଜି ସକାଳେ ଭୋପାଳ ଠାରେ  ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ଅସୁସ୍ଥ ଥିବା ଗୌର ଭୋପାଳସ୍ଥିତ ନର୍ମଦା ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ…

ପାଣି, ବ୍ରିଜ୍ ଓ ଚାଷୀ ମାନଙ୍କ ସମସ୍ୟା ବୁଝିଲେ ଜଳସମ୍ବଦ ମନ୍ତ୍ରୀ

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଣି, ବ୍ରିଜ୍ ଓ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବୁଝିଛନ୍ତି ଜଳସମ୍ବଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପଞ୍ଚାୟତରେ ଥିବା ଜଳସମ୍ପଦ ବିଭାଗ ଅନ୍ତର୍ଭୁକ୍ତ ଲିଙ୍ଗିପୁର, କେନାଲ ଉପରେ ଥିବା ସମସ୍ତ…

ମିକାଙ୍କ ପରେ ସଲମାନ ହୋଇପାରନ୍ତି ବ୍ୟାନ

ମିକା ସିଂହଙ୍କ ପରେ ଏବେ ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରାଯାଇପାରେ। ପାକିସ୍ତାନରେ ବଲିଉଡ ଗାୟକ ମିକା ସିଂ ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ୍ (ଇଓଉଡଇ) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (ୠଡଓଉଋ) ବ୍ୟାନ୍…

ଫେରାର ହେଲେ ପି.ଚିଦାମ୍ୱରମ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦା୍ବରଙ୍କୁ ଖୋଜୁଛି ସିବିଆଇ । ସନ୍ଧ୍ୟା ସମୟରେ ସିବିଆଇର ଟିମ୍ ଚିଦାମ୍ବରଙ୍କ ବାସଭବନରେ ପହଞ୍ଚିଥିଲେ । ହେଲେ ଚିଦାମ୍ବରମ ସେଠାରେ ଉପସ୍ଥିତ ନଥିଲେ । ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ୱରମଙ୍କୁ ଗିରଫ…