Odia News Portal

ଏହି ଅଭିନେତ୍ରୀଙ୍କୁ ଧକ୍କା ମାରି ଘରୁ ତଡ଼ି ଦେଇଥିଲେ ତାଙ୍କ ଶାଶୁ

ବଲିଉଡ ଜଗତରେ ବିବାହ ଏବଂ ବିଚ୍ଛେଦ ଲାଗି ରହିଥାଏ । ଆଉ ଏହି ବିବାହ ଏବଂ ବିଚ୍ଛେଦକୁ ନେଇ କଳାକାର ମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।ତେବେ ଅସନ୍ତୁ ଜାଣିବା ଅଭିନେତ୍ରୀ ରେଖାଙ୍କ ବିବାହ ଏବଂ ବିଚ୍ଛେଦ ବିଷୟରେ । ଅଭିନେତ୍ରୀ ରେଖା ଅଭିନେତା ବିନୋଦ ମେହେରାଙ୍କୁ କଲିକତାରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ () ବିବାହ ବନ୍ଧନରେ ବାନ୍ଧି ହେବେକୁ ଯାଉଛନ୍ତି ଅଭିନେତା ଆଦିତ୍ୟ ରୟ କପୁର। ଗର୍ଲଫ୍ରେଣ୍ଡ୍ ଦିଭା ଧାଓ୍ବନଙ୍କ ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ । ଉଭୟଙ୍କ ବିବାହ ୨୦୨୦ ଆରମ୍ଭରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦିଭା ଜଣେ ଫ୍ୟାଶନ୍ ଡିଜାଇନର୍। ସେ…

ଏଣିକି ରାଜ୍ୟରେ ଯେକୌଣସି ସ୍ଥାନରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ

ଭୁବନେଶ୍ବର () ରାସନକାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ବ୍ୟବସ୍ଥାକୁ ରାଜ୍ୟ ସରକାର ମଧ୍ୟ ଲାଗୁ କରିବେ । ଫଳରେ ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ । ଖୁବଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ଗୋଟିଏ…

ଅସୁସ୍ଥ ଅଛନ୍ତି ବିଗ ବି

ମୁମ୍ବାଇ ()  ପ୍ରତିଦିନ ଫିଟ୍ ଏବଂ ଆକ୍ଟିଭ ଦେଖାଯାଉଥିବା ଅମିତାଭଙ୍କ ୭୫ ପ୍ରତିଶତ ଯକୃତ ଖରାପ ହୋଇଯାଇଛି । ସେ ଏବେ ୨୫ ପ୍ରତିଶତ ଠିକ୍ ଥିବା ଯକୃତ ସାହାଯ୍ୟରେ ବଞ୍ଚିଛନ୍ତି । ଏକ କାର୍ୟ୍ୟକ୍ରମ ସମୟରେ ବିଗ୍ ବି ନିଜେ ଏହି ସତ୍ୟତାର ପର୍ଦ୍ଦାଫାସ୍ କରିଛନ୍ତି । ବିଗ୍ ବି କହିଥିଲେ କି,…

କୋର୍ଟକୁ ଟଣାହେବେ ପପୁ

ଭୁବନେଶ୍ୱର()  ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପୋଷ୍ଟରରେ ବିବାଦୀୟ ହୋଇପଡିଥିବା ପପୁ ପମପମ ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଫସିବାରେ ଲାଗିଛନ୍ତି । ପୋଲିସ ତଦନ୍ତର ସମ୍ମୁଖିନ ହେବାକୁ ଯାଉଥିବା ପପୁ ପମପମ ଏବେ ପୁଣି ଆଥଲେଟ ଦୂତି ଚାନ୍ଦଙ୍କ ପକ୍ଷରୁ ଏକ ମାନହାନି ମକଦମାର ମଧ୍ୟ ସମ୍ମୁଖୀନ…

ବାତ୍ୟା ଫନି ପାଇଁ ୩,୩୩୮ କୋଟି

ଓଡିଶାକୁ ଫନି ସହାୟତ ଦେଲେ କେନ୍ଦ୍ର ସରକାର । ଓଡିଶାକୁ ୩୩୩୭ କୋଟିର ମିଳିବ ସହାୟତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ୟ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା…

ଇମ୍ରାନଙ୍କ ଦକ୍ଷତା ଓ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପତ୍ନୀ

କାଶ୍ମୀରରେ ନିକଟେ ଘଟିଥିବା ଘଟଣା କ୍ରମ ପାଇଁ ଇମ୍ରାନ ଖାନଙ୍କଠାରେ ନିଷ୍ପତ୍ତି ନେବା ଦକ୍ଷତାର ଅଭାବ ଦାୟୀ ବୋଲି ି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ ଅଭିଯୋଗ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ କେବଳ ଇମ୍ରାନ ଉଦ୍ୟମ…

୫ ଦିନରେ ୧୦୦ କୋଟି

ମୁମ୍ବାଇ ()   ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ମିଶନ ମଙ୍ଗଲ’।ଇତିହାସ ଫର୍ଦ୍ଧରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା,…

ଗୁରୁବାରରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ କ୍ରିଷନ

ପୁରୀ (): ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ଗୁରୁବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ ମହାପାତ୍ରଙ୍କ ସ୍ଥାନରେ କ୍ରିଷନ କୁମାରଙ୍କୁ ଗତ ୧୫ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ଦିନ…

ଷ୍ଟେସନରୁ ଉଦ୍ଧାର ହେଲା ଫ୍ଲାଇଙ୍ଗ୍‌ ସ୍ନେକ୍ ବା ଉଡନ୍ତା ସାପ

ଭୁବନେଶ୍ବର : ଭୁବନେଶ୍ବର ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ଫ୍ଲାଇଙ୍ଗ୍‌ ସ୍ନେକ୍ ବା ଉଡନ୍ତା ସାପ । ପଶ୍ଚିମବଙ୍ଗରୁ ଜଣେ ଯୁବକ ସାପଟିକୁ ଆଣି ରେଲୱେ ଷ୍ଟେସନରେ ଲୋକଙ୍କୁ ଦେଖାଇ ମନୋରଞ୍ଜନ କରୁଥିଲା । ଖବର ପାଇ ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ…