Odia News Portal

ରଘୁଙ୍କ ପ୍ରେମରେ ସ୍ବରା

ମୁମ୍ବାଇ ()  ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଜୀବନରେ ନୂଆ ମଣିଷଙ୍କ ଏଣ୍ଟ୍ରି ହୋଇଛି, ଯାହାକୁ ନେଇ ସ୍ବରା ବେଶ୍ ଖୁସୀ।ଅଭିନେତା ଗିରିଶ କର୍ନାଡଙ୍କ ପୁଅ ରଘୁଙ୍କୁ ଡେଟ୍ କରୁଛନ୍ତି ସ୍ବରା। ନିକଟରେ ଉଭୟଙ୍କୁ ଏକ ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ଅବସରରେ ଏକସଙ୍ଗରେ ଦେଖାଯାଇଥିଲା।…

ଆରମ୍ଭ ହେଲା ‘ମୋ ପଂଚାୟତ’ କାର୍ଯ୍ୟକ୍ରମ

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ ତୃଣମୂଳ ସ୍ତରରେ ତ୍ବରାନ୍ବିତ କରିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ପଂଚାୟତ’ କାର୍ଯ୍ୟକ୍ରମ । ସ୍ଥାନୀୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ସହ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା…

ଘରେ କୁକୁର ବିଲେଇ ପାଳିଲେ ଏହି ରୋଗର ଶିକାର ହେବେ

ଅଧିକାଂଶ ଲୋକ କୁକୁର ବିଲେଇ ପାଳିବାକୁ ଭଲ ପାଆନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏକ ଗବେଷଣା ଦ୍ବାରା ଜଣା ପଡିଛି ଯେ, “ପେଟ୍ ବା ପୋଷା ଜନ୍ତୁ” ରଖୁଥିବା ଲୋକେ ଅନ୍ତ ନଳୀ ଜଡିତ ଇରିଟେବଲ୍ ବାଉଲ ସିଣ୍ଡ୍ରୋମ ନାମକ ଏକ ରୋଗର ଶିକାର ହୁଅନ୍ତି। ଏହି ରୋଗ ହେଲେ ମଣିଷ…

ଦୁନିଆର ୪ ନମ୍ବର ଧନୀ ହିରୋ ଅକ୍ଷୟ

ମୁମ୍ବାଇ()  ଅକ୍ଷୟ ଫୋବର୍ସ ଦ୍ୱାରା ପ୍ରକାଶ ପାଇଥିବା ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାର ୪ ନମ୍ବରରେ ରହିଛନ୍ତି ଅକ୍ଷୟ କୁମାର । ଏଥିରେ ଅନ୍ୟ କୌଣସି ବଲିଉଡ଼୍ ଅଭିନେତାଙ୍କର ନାମ ନାହିଁ । ୨୦୧୮ ଜୁନ୍‌ ପହିଲାରୁ ୨୦୧୯ ଜୁନ ପହିଲା ଯାଏଁ ଅକ୍ଷୟଙ୍କ ରୋଜଗାର ୬୫…

ଜେଲରେ ପାଞ୍ଚ ଦିନ ରହିବେ ଚିଦାମ୍ୱରମ

ନୂଆଦିଲ୍ଲୀ() ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ୨୬ ଅଗଷ୍ଟ ପର୍ୟ୍ୟନ୍ତ ପର୍ୟ୍ୟନ୍ତ ରିମାଣ୍ଡରେ ନେଇଛି । ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦାମ୍ବରମଙ୍କର ଶୁଣାଣି ହୋଇଥିଲା । ସିବିଆଇ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତରେ ଆବେଦନ କରିଥିଲା । ସିବିଆଇ ପକ୍ଷରୁ…

ତୃତୀୟ ଥର ବିବାହ କରିବେ ଏହି ଅଭିନେତ୍ରୀ

ଚର୍ଚ୍ଚାରେ ସ୍ନେହା ବାଘ । ସ୍ନେହା ଟେଲେଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍ ସୋରେ ଅଭିନୟ କରିଛନ୍ତି। ତାଙ୍କ କାମକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରିରେ ଖୁବ ପ୍ରଶଂସା କରିଥାଏ। ହେଲେ ଆଜିକାଲି ତାଙ୍କ ତୃତୀୟ ବିବାହ ଏବେ ହଟ୍ ଟପିକ୍ ହୋଇଛି।…

ବାହା ହେବେ ଅଭିନେତା ବରୁଣ ଧଓ୍ବନ

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ନାୟକ ବରୁଣ ଧଓ୍ବନ । ସେ ତାଙ୍କର ଗର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।ବେଶ୍ କିଛିଦିନ ହେବ ଏମାନଙ୍କ ରିଲେଶନସିପକୁ ନେଇ ଆଲୋଚନା ହେଉଥିବା ବେଳେ ଏମାନେ ଆସନ୍ତା ୨୦୨୦ରେ ବିବାହ କରିବେ ବୋଲି…

୨୫ ବର୍ଷ ପରେ ଏକାଠି ହେବେ ଏହି ଦୁଇ ଅଭିନେତା

ମୁମ୍ବାଇ()  ୨୫ ବର୍ଷ ପରେ ପରଦାରେ ଏକାଠି କାମ କରିବାକୁ ଯାଉଛନ୍ତି ବଲିଉଡ୍ର ସୁପରଷ୍ଟାର ଯୋଡ଼ି ସଲମାନ ଖାନ ଏବଂ ଅମୀର ଖାନ । ୧୯୯୪ରେ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପ୍ନା- ଅପ୍ନା’ରର ପାର୍ଟ ୨ ନିର୍ମାଣ ହେବ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି। ପ୍ରଥମେ କୁହାଯାଉଥିଲା ରଣବୀର କପୁର, ବରୁଣ…

କୋର୍ଟରେ ହାଜର ହେଲେ ପୂର୍ବତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ()  କୋର୍ଟରେ ହାଜର ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ । କୋର୍ଟରେ ପହଞ୍ଚିବା ପରେ ଚିଦାମ୍ୱରମ ପ୍ରଥମେ ନିଜର ଓକିଲ ବିବେକ ଖନ୍ନା, କପିଲ ସିବ୍ବଲ, ଏବଂ ଅଭିଷେକ ମନୁ ସିଙ୍ଗଭୀଙ୍କୁ ଭେଟିଥିଲେ । ଆଇଏନକ୍ସ ମିଡିଆ ଦୁର୍ନିତୀ ମାମଲାରେ ଚିଦାମ୍ବରମଙ୍କୁ ଗରଫ କରିଛି ସିବିଆଇ…

୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର ()  ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଓଡ଼ିଶା ଉପରେ ଏକ ଟ୍ରଫ୍ ଲାଇନ୍ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏଥିପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ…