ସେକ୍ସ ରାକେଟ ଠାବ, ଯୁବତୀ ଯୁବକ ଗିରଫ
ଅନୁଗୋଳ : ରେଲୱେ ଷ୍ଟେସନ ନିକଟସ୍ଥ ହୋଟେଲ କ୍ରିଷ୍ଣାରେ ଚାଲିଥିବା ସେକ୍ସ ରାକେଟ ଠାବ ହୋଇଛି । ୩ଜଣ ଯୁବତୀଙ୍କ ସହ ୩ ଯୁବକ ଗିରଫ ହୋଇଛନ୍ତି । ଏହା ସହିତ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ଅନୁଗୋଳ ପୋଲିସ ।
ଗିରଫ ଯୁବକ ମାନେ ହେଲେ ଝିଣ୍ଟି ପାଳ ଗ୍ରାମର ପପୁନ ବେହେରା,…
