Odia News Portal

ମା’ ହେବାକୁ ଯାଉଛନ୍ତି ଦୀପିକା !

ମୁମ୍ବାଇ ()  ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ସୂଚନା ଅନୁସାରେ ନିକଟରେ ରଣବୀର ସିଂହ ନିଜର ଇନ୍ଷ୍ଟା ଆକାଉଣ୍ଟରେ ଏକ ଲାଇଭ୍ ସେଶନ୍ ରଖିଥିଲେ। ଏଥିରେ ପ୍ରଶଂସକଙ୍କ ସହ ଦୀପିକା ମଧ୍ୟ କମେଣ୍ଟ ଦେଇ ‘ହାଏ ଡାଡି’ ବୋଲି କହିଥିଲେ। ଏହାପରେ ଅର୍ଜୁନ କପୁର କମେଣ୍ଟରେ…

୫ ପ୍ରକଳ୍ପକୁ କ୍ଲିୟରାନ୍ସ କମିଟିର ମଂଜୁରୀ

ଭୁବନେଶ୍ୱର () ଆଜି ଭୁବନେଶ୍ୱର ଖାରବେଳ ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ହାଇଲେବୁଲ କ୍ଲିୟରାନ୍ସ କମିଟିର ବୈଠକ ଅନୁÂିତ ହୋଇ ୨ ଲକ୍ଷ ୪୭୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ପତ୍ୟକ୍ଷ ଭାବେ ୩୦ ହଜାର ଲୋକ…

ଦୁଇ ନୂଆ ରେଳ ଚଳାଚଳ ଘୋଷଣା

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଉ ଦୁଇଟି ନୂଆ ରେଳ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଘୋଷଣା କରିଛନ୍ତି । ଏହି ରେଳ ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡ ଚାଲିବ । ଗତ ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର…

ବିବାହକୁ ନେଇ ମୁହଁ ଖୋଲିଲେ ପ୍ରଭାସ

ମୁମ୍ବାଇ ()  ବିବାହକୁ ନେଇ ମୁହଁ ଖୋଲିଛନ୍ତି ବାହୁବଲୀ ଷ୍ଟାର ପ୍ରଭାସ । ସାହୋ ଫିଲ୍ମର ପ୍ରମୋସନ ସମୟରେ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି । ବିବାହକୁ ନେଇ ପ୍ରଭାସ କହିଛନ୍ତି , ଯେତେବେଳେ ମୋର ବିବାହ ହେବ, ସେତେବେଳେ ହେବ । ସମସ୍ତେ ଜାଣିବେ । ହୋଇପାରେ କି ମୁଁ…

 ରାଜ୍ୟରେ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର()  ରାଜ୍ୟରେ ୧୦ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼,…

ବିଦ୍ୟୁତ ଶୁଳ୍କ ପାଇଁ ପ୍ରିପେଡ଼ ବ୍ୟବସ୍ଥା

ଖୁବ ଶୀଘ୍ର ସାରା ରାଜ୍ୟରେ ସ୍ମାର୍ଟମିଟର ବ୍ୟବସ୍ଥା ଲାଗୁ ହେବାକୁ ଯାଉଅଛି । ବିଦ୍ୟୁତ ଚୋରି ରୋକିବାକୁ ପ୍ରିପେଡ଼ ଓ ସ୍ମାର୍ଟ ମିଟର ଲଗାଯିବା ବୋଲି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଚାହିଁଲେବି କୌଣସି ବ୍ୟକ୍ତି ବିଦ୍ୟୁତ ଚୋରି କରିପାରିବ ନାହିଁ । ସ୍ମାର୍ଟମିଟର…

୧୦ କୋଟିର ବିଜ୍ଞାପନକୁ ନାଁ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟ୍ନେସ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଫିଟ୍ନେସ୍ କ୍ଷେତ୍ରରେ ସେ କୌଣସି କମ୍ପ୍ରୋମାଇଜ୍ କରୁ ନଥିବା ବେଳେ ଏନେଇ ସେ ଲୋକଙ୍କୁ ବି ବିଭ୍ରାନ୍ତ କରିବା ପାଇଁ ଚାହାନ୍ତି ନାହିଁ। ଖାସ୍ ସେଥିପାଇଁ ତ ସେ ନିକଟରେ ଏକ ୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍କୁ…

ସୈଫଙ୍କ ପତ୍ନୀଙ୍କ ସହ ସମ୍ପର୍କରେ ଥିଲେ ଇଣ୍ଡିଆ ଟିମର କୋଚ

୮୦ ଦଶକରେ ଅନେକ ଯୁବତୀ ଥିଲେ ଯେଉଁମାନେ ଆଜିର ଟିମ୍ ଇଣ୍ଡିଆ କ୍ରିକେଟ କୋଚ୍ ରବି ଶାସ୍ତ୍ରୀଙ୍କ ଲାଗି ପାଗଳ ହୋଇ ଉଠୁଥିଲେ। ହେଲେ ରବି ଶାସ୍ତ୍ରୀ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ପଛରେ ପାଗଳ ଥିଲେ । ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ସମ୍ପର୍କ…

ତୃତୀୟ ଦିନରେ ୫୦ କୋଟି

ସ୍ବାଧୀନତା ଦିବସରେ ରିଲିଜ୍ ହୋଇଥିବା ଫିଲ୍ମ ‘ମିଶନ ମଙ୍ଗଲ’ ପ୍ରଥମ ଦିନରୁ ହିଁ କମାଲ ଦେଖାଇଛି । ପ୍ରଥମ ୨ ଦିନରେ ପାଖାପାଖି ୪୦ କୋଟି ଟଙ୍କା ବ୍ୟବସାୟ କରିଥିଲା ‘ମିଶନ ମଙ୍ଗଲ’। ଆଉ ତୃତୀୟ ଦିନରେ ଏହା ପ୍ରାୟ ୫୦ କୋଟି ଆୟ କରି ରେକର୍ଡ କରିଛି। ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ କରିବ ବୋଲି…

ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର । ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“ଯେ…