ଚାହିଁଲେ ବି ୫-ଟି ରୁ ଖସିପାରୁ ନାହାନ୍ତି ବାବୁ ମାନେ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୫-ଟି ଏବେ ତାହାର ରଙ୍ଗ ଦେଖାଇବା ଆରମ୍ଭ କରିଛି । ଇତି ମଧ୍ୟରେ ୧୫ କର୍ମଚାରୀ ଚାକିରିରୁ ବିଦା ହେବା ସହିତ ୨ଜଣଙ୍କ ପେନ୍ସନ ବନ୍ଦ ହେଲାଣି । ତେବେ ଏହାକୁ ନେଇ
ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଭୟଭୀତ ତାହାଠାରୁ ଅଧିକ ଭୟ…
