Odia News Portal

ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ଏତଲା

ସୁନ୍ଦରଗଡ : ପୋଲିସ ଅଧିକାରୀଙ୍କ ନାଁରେ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ। ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ଏତଲା। ଏସପିଙ୍କ ମାଡ଼ରେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ହେମଗିରି ଥାନାରେ ଏସପିଙ୍କ ନାଁରେ…

ଶାଶୁ ଶ୍ୱଶୁରଙ୍କୁ ଘରୁ ତଡିଦେଲା ବୋହୁ

କେନ୍ଦ୍ରାପଡା : ବଡପୁଅର ମୃତ୍ୟୁ ହୋଇଯିବା ପରେ ବୃଦ୍ଧ ଶଶୁର ଓ ବୃଦ୍ଧା ଶାଶୁଙ୍କୁ ବୋହୁ ଘରୁ ତଡି ଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମର ୮୬ବର୍ଷର ବୃଦ୍ଧ ଦୋଳଗୋବିନ୍ଦ ପରିଡା ଓ ତାଙ୍କ ପତ୍ନୀ ୮୦ବର୍ଷର ବୃଦ୍ଧା…

ଓଡ଼ିଆ ପୁଅ ପ୍ରମୋଦ ପାଇବେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଆ ପୁଅ ତଥା  ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଶନିବାର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅର୍ଜୁନଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଲରାଣ୍ଡର ରବୀନ୍ଦ୍ର ଜାଡେଜା, ମହିଳା କ୍ରିକେଟର ପୁନମ ଯାଦବ, ଟ୍ରାକ ଏଣ୍ଡ ଫିଲଡ ଷ୍ଟାର ତେଜିନ୍ଦର ପାଲ…

ଜାଣନ୍ତୁ କେଉଁ ବାରରେ କି ଭୋଗ କଲେ ମିଳେ ଶୁଭଫଳ

ଭୁବନେଶ୍ବର : ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ସ୍ୱତନ୍ତ୍ର ବିଧି । ନିୟମିତ ମିଶ୍ରି ,ଫଳ ଆଦି ଭୋଗ ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ ଏହାର ବିଶେଷ କୃପା ଓ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ।…

ପୁଲିସ୍‍କୁ କାଠଗଡାକୁ ଟାଣିଲେଣି ଡ୍ରଗ୍ସ କାରବାରରେ ଗିରଫ ବ୍ୟକ୍ତିଙ୍କ ସମ୍ପର୍କୀୟ

ସତ୍ୟପାଠ ସହିତ ଭିଡିଓ କ୍ଲିପିଙ୍ଗ ବି ଦାଖଲ ଭୁବନେଶ୍ୱର : ବ୍ରାଉନସୁଗାର ବେପାରୀଙ୍କୁ ଧରି ପୁଲିସ୍‍ ବାହାବା ନେଇଥିବାବେଳେ ଏବେ ଧରାହୋଇଥିବା ବ୍ୟକ୍ତିଙ୍କ ପରିବାର ଅସଲ ଘଟଣା ପଦାକୁ ଆଣିବା ସହିତ ପୁଲିସ୍‍କୁ କାଠଗଡାକୁ ଟାଣିବା ଆରମ୍ଭ କରିଛନ୍ତି । ପୁଲିସ୍‍ ଗିରଫ କରିଥିବା ଦୁଇଜଣଙ୍କ…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ଗ୍ରହଣ

ଭୁବନେଶ୍ବର () ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର 15ଜଣ ଅଧିକାରୀଙ୍କୁ…

ନିଜ ପୁଅକୁ ଘୃଣା କରନ୍ତି ମହେଶ ଭଟ୍ଟ,ପଢନ୍ତୁ …

ମୁମ୍ବାଇ ()  ଅନେକ ସମୟରେ ମହେଶ ଭଟ୍ଟ ପୋଷ୍ଟ କରୁଥିବା ଫଟୋ ଗୁଡିକରେ ତାଙ୍କ ମା, ବାପା,ପତ୍ନୀ, ଝିଅ ଓ ଭଉଣୀ ନଜର ଆସନ୍ତି। ହେଲେ ମହେଶଙ୍କ ପୁଅ କୌଣସି ପୋଷ୍ଟରେ ନଥାନ୍ତି । ମହେଶଙ୍କ ରାହୁଲ ଭଟ୍ଟ ନାମକ ଜଣେ ପୁଅ ମଧ୍ୟ ଅଛନ୍ତି। ମହେଶ ଭଟ୍ଟ ୨ ଥର ବିବାହ କରିଥିଲେ। ପ୍ରଥମେ ସେ ଲୋରେନ୍…

୨୨ବର୍ଷ ସାନ ଯୁବତୀଙ୍କୁ ଡେଟ କରୁଛନ୍ତି ଏହି ଅଭିନେତା

ଅଭିନେତା ଓ ପ୍ରଯୋଜକ ଅରବାଜ ଖାନ ନିଜ କ୍ୟାରିଅର ଅଭିନୟ କରି ଆରମ୍ଭ କରିଥିଲେ। ଦରାର ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିଲେ ଅରବାଜ। ନିଜ ପ୍ରଥମ ଫିଲ୍ମ ପାଇଁ ଫିଲ୍ମଫେୟାର ତାଙ୍କୁ ବେଷ୍ଟ ନେଗେଟିଭ ରୋଲ୍ର ଆୱାର୍ଡ ମଧ୍ୟ ଦେଇଥିଲା। ୧୯୯୮ ମସିହାରେ ମଲାଇକା ଅରୋଡା ଓ ଅରବାଜ ବିବାହ…

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ଲାଲ ଲଙ୍କା

ଖୁସି ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ଲାଲ୍ଲ ଲଙ୍କା । ଲାଲ୍ ଲଙ୍କାରେ କ୍ୟାପ୍ସେସିନ୍ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା ମସ୍ତିଷ୍କରେ ଡୋରଫିନ୍ ହରମୋନ୍ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଫଳରେ ମନରେ ଖୁସି ଜାତ ହୋଇ ମାନସିକ ଚାପ କମ୍ ହୋଇଥାଏ…

‘ସାହୋ’ ପାଇଁ ୭ କୋଟି

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଗୋଟେ ଫିଲ୍ମ ପାଇଁ ୨କୋଟି ଟଙ୍କା ଡିମାଣ୍ଡ କରୁଥିବା ବେଳେ ‘ସାହୋ’ ପାଇଁ ତାଙ୍କୁ ୭କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି। ଅଗଷ୍ଟ ୩୦ରେ ଫିଲ୍ମ ‘ସାହୋ’ ରିଲିଜ୍ ହେବାକୁ ଥିବା ବେଳେ ଏହି ଫିଲ୍ମ ଜରିଆରେ ସାଉଥ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ…