ବଢ଼ିଚାଲିଛି ଅଟା, ଡାଲି, ତେଲ ଦର; ସନ୍ତୁଳି ହେଉଛନ୍ତି ସାଧାରଣ ଖାଉଟି
ଖାଇବା ଥାଳି ଉପରେ ଜୋରଦାର ମହଙ୍ଗାମାଡ଼। ଚାଉଳ, ଡାଲି ଓ ତେଲଠୁ ଆରମ୍ଭ କରି ଅଟା, ମଇଦା ଓ ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଗତ କିଛି ଦିନ ଭିତରେ ଆଶାତୀତ ବୃଦ୍ଧି ପାଇବା ପରେ, ଚିନ୍ତାରେ ଖାଉଟି। ତେବେ ଏହି ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନମୁଖୀ!-->…
