Odia News Portal

ଆସନ୍ତାକାଲି ପ୍ରଚାର ଜୋରଦାର କରିବେ ଅମିତ୍ ଶାହ, ହିମନ୍ତ ବିଶ୍ୱଶର୍ମା ଓ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଶେଷପର୍ଯ୍ୟାୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ ଆସନ୍ତାକାଲି ବିଜେପି ନିଜର ହେଭିୱେଟ୍ ନେତାମାନଙ୍କୁ ମଇଦାନକୁ ଓହ୍ଲାଇବ । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,

ଆଜି ଆସିବେ ଶାହ, କରିବେ ଜୋରଦାର ପ୍ରଚାର

ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ବାକି ଅଛି। ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରଚାର ନିମନ୍ତେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ। ବିଜେପି ପକ୍ଷରୁ ପ୍ରଚାରକୁ

 ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ଭି କେ ପାଣ୍ଡିଆନ୍ 

ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । କହିଛନ୍ତି , ‘ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି ବିଜେପି । ବିଜେପିର ମାନିଫେଷ୍ଟୋକୁ ନେଇ ଲୋକମାନେ ବୁଝି ସାରିଛନ୍ତି । ତେଣୁ ଏହି ମାନିଫେଷ୍ଟରେ ବିଜେପିର ୯ ଟି ସେଲ୍ଫ ଗୋଲ ଖୋଦ୍ ବିଜେପି ପାଇଁ ସମସ୍ୟା

ମୋଦିଙ୍କ ବଡ଼ ବୟାନ; ଓଡ଼ିଶାରେ ବଦଳିବାକୁ ଯାଉଛି ସରକାର

ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ। ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି

ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ‘X’ରେ ନିଜ ଅସୁସ୍ଥତା ବାବଦରେ ସୂଚନା ଦେଲେ ସୁଦର୍ଶନ।

ମୁଖ୍ୟମନ୍ତ୍ରୀ ତାମିଲନାଡୁରୁ ନେତା ଭଡ଼ାରେ ଆଣିଛନ୍ତି: ଧର୍ମେନ୍ଦ୍ର

ସଭା ଓ ସମିତି ପାଇଁ ମାଇକ୍‌ ଭଡ଼ାରେ ଆସେ। ହେଲେ ମୁଖ୍ୟମନ୍ତ୍ରୀ ନେତା ଭଡ଼ାରେ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ତାମିଲ୍‌ନାଡୁରୁ ନେତା ଭଡ଼ାରେ ଆଣିଛନ୍ତି। ଆମେ କଣ ଏହାକୁ ସ୍ୱୀକାର କରିବା କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପ୍ରଚାର ପାଇଁ ଶ୍ରୀ

ନବୀନ ସରକାର କୃଷକ ବିରୋଧୀ, ବିଜେପି ସରକାର ଆସିଲେ ଚାଷୀଙ୍କ ଆୟକୁ ଦୁଇଗୁଣା ହେବ: ପ୍ରଦୀପ ପୁରୋହିତ

ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ। ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ। ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଆଜି ରାଜ୍ୟ କାର୍ଯ୍ୟାଳୟରେ

ବର୍ଷେ ତଳେ ଗଢ଼ିଥିଲେ ସଂସାର, ରୁମ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଘରର କାନ୍ଥରେ ଏବେ ବି ରହିଛି ମନୋଜ weds ସସ୍ମିତା। ବର୍ଷେ ତଳେ ହୋଇଥିଲା ବିବାହ। ଘରକୁ ଆସିଥିଲା ନୂଆ ବୋହୂ। ଆଉ ହସଖୁସିରେ ଚାଲିଥିଲା ସଂସାର। ହେଲେ ହଠାତ୍‌ ସବୁ କିଛି ଛାରଖାର ହୋଇଗଲା। କାନ୍ଥରେ ଏବେ ବି ଉଭୟଙ୍କ ନାଁ ମଳିନ ପଡ଼ି ନ ଥିବା ବେଳେ ଉଭୟଙ୍କ ଜୀବନ ଯବନିକାରେ କିନ୍ତୁ

ଲାଞ୍ଚ ନେଉଥିଲେ ପିଇଓ; ମାଡ଼ି ବସିଲା ଭିଜିଲାନ୍ସ

ଗାଁ ସାଥୀଙ୍କଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଲାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। ପୁଲିସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ

ରାଜଧାନୀରେ ଫୁଟିଲା ବୋମା

ରାଜଧାନୀରେ ଫୁଟିଲା ବୋମା। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ