Odia News Portal

ସରିଲା ରିମାଣ୍ଡ ଜେଲ୍‌ ଫେରିଲେ ଗୋ‌ଲ୍ଡେନ୍‌ ବାବା

ଭୁବନେଶ୍ବର: ଦୁଇ ଦିନିଆ କମିସନ୍‌ରେଟ୍‌ ପୁଲିସ ରିମାଣ୍ଡରେ ଯାଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ଆଜି ଝାରପଡ଼ା ଜେଲ୍‌ ଫେରିଛି। ଆଜି ତାକୁ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ବେଳେ ସେ ପୁଲିସକୁ ଭୁଆଁ ଭୁଲାଇବା ପାଇଁ…

ଉମରକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବିଜେଡ଼ି ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଉମରକୋଟ ବିଜେଡ଼ି ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ସକାଳୁ ସକାଳୁ ରାଇଘର ଲାଲପାରା ପାଖରେ ଏକ ବାଇକ୍ କୁ ପିଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଗଲା ବିଧାୟକଙ୍କ କାର୍ । ଏହା ଫଳରେ…

କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। …

କନ୍ଧମାଳ ଟିକିରିପଡ଼ାରେ ମାତିଲେ ଲାଲ୍‌ବାହିନୀ

କନ୍ଧମାଳ: ପୁଣି ମାତିଲେ ଲାଲ୍‌ବାହିନୀ। କନ୍ଧମାଳ ସୁଡ୍ରୁକୁମ୍ପା ଟିକିରିପଡ଼ାରେ ମାତିଲେ ଲାଲ୍‌ତାଣ୍ଡବ। ପାତିଆମ୍ବାରେ ରାସ୍ତାକାମକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି। ଠିକା କ୍ୟାମ୍ପ ସହ ୨ ଟ୍ରାକ୍ଟର ଓ ପିକଅପ ଭ୍ୟାନ୍‌ ଜାଳିଲେ। ବିଳମ୍ବିତ ରାତିରେ ୧୦-୧୨ ମାଓବାଦୀ ଆସି ଏହି ଲଙ୍କାକାଣ୍ଡ…

ବିଜେପି ସାଂସଦ, ସିପିଏମ୍‌ ବିଧାୟକଙ୍କ ବାସଭବନକୁ ବୋମା ମାଡ଼

ଥିରୁବନନ୍ତପୁରମ୍‌: କେରଳର ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ହିଂସା ଉପୁଜିଛି ତାହା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ୪୦ ବର୍ଷରୁ କମ୍‌ ବୟସର ଦୁଇ ମହିଳାଙ୍କ ମନ୍ଦିର ପ୍ରବେଶ ପରେ ରାଜ୍ୟରେ ଜାରି ରହିଥିବା ହିଂସା…

ମୋଦୀ ହଟାଅ, ଦେଶ ବଞ୍ଚାଅ’: ୮ ଓ ୯ ତାରିଖ ଧର୍ମଘଟକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମର୍ଥନ

ଭୁବନେଶ୍ବର : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଚଳିତ ମାସ ୮ ଓ ୯ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରାକୁ ବିଭିନ୍ନ ସ୍ତରରୁ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ସିପିଆଇ ସମର୍ଥନ ପ୍ରଦାନ କରିଥିବା ବେଳେ ଆଜି ସମର୍ଥନର ହାତ ବଢ଼ାଇଛି ବିଜୁ ଶ୍ରମିକ ସ‌ାମ୍ମୁଖ୍ୟ। ଆଜି କେନ୍ଦ୍ରୀୟ ଶ୍ରମିକ…

ସୋମବାର ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତା ୭ ତାରିଖ(ସୋମବାର)ରେ ପଡ଼ୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏହା ଭୋର ୫ଟା ୪ ମିନିଟ୍‌ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା…

ବର୍ଷା ଯୋଗୁଁ ବନ୍ଦ ହେଲା ୪ର୍ଥ ଟେଷ୍ଟ୍‍ର ୪ର୍ଥ ଦିନର ସକାଳ ସେସନ: ୨ୟ ସେସନ୍‌ ଆରମ୍ଭ

ନୂଆଦିଲ୍ଲୀ: ସିଡ୍‌ନିସ୍ଥିତ ଏସ୍‌ସିଜି ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ ଚତୁର୍ଥ ଦିବସର ସକାଳ ସେସନ ଖେଳ ଝିପିଝିପି ବର୍ଷା ଏବଂ କାଉଁଳିଆ ପାଗ ଯୋଗୁଁ ଖେଳାଯାଇ ପାରି ନାହିଁ। ନିର୍ଦ୍ଧାରିତ ସମୟ ଠାରୁ ଅଧ ଘଣ୍ଟାଏ ପୂର୍ବରୁ ଆରମ୍ଭ…

ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ

ନୟାଗଡ଼:  ଶ୍ରୀ ଶ୍ରୀ ଲଡୁ ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀର ସ୍ଵଚ୍ଛତା କାର୍ଯ୍ୟକ୍ରମରେ ପୋଖରୀର ଚାରି ପାର୍ଶ୍ଵରେ ଥିବା ପାଚେରୀକୁ ରଙ୍ଗ କରାଗଲା। "ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ" ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଉପଜିଲ୍ଲାପାଳ ଙ୍କୁ…

ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୧୭ ଆହତ

ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରେ ଗୋଟାଏ ପିକନିକ୍ ବସ୍ ଦୁର୍ଘଟନାଗ୍ରସ୍ତ ହେବାରୁ ୧୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଜୟ ହନୁମାନ ନାମକ ଏକ ଘରୋଇ ବସରେ କେତେକ ବ୍ୟକ୍ତି ବଣଭୋଜି କରିବାକୁ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ରାତି ପ୍ରାୟ…