Odia News Portal

ମେଘାଳୟ ଖଣିରେ ଓଡ଼ିଶା ଅଗ୍ନିଶମ ବାହିନୀର ସଫଳତା

ମେଘାଳୟ ଖଣିରେ ଓଡ଼ିଶା ଅଗ୍ନିଶମ ବାହିନୀର ସଫଳତା, ୫ ଦିନର ପରିଶ୍ରମ ପରେ ଖଣିରୁ ସମ୍ପୂର୍ଣ୍ଣ ଭାବେ ପାଣି ଶୁଖାଇଲେ, ଡିସେମ୍ବର ୧୩ରୁ ଖଣିରେ ଫସି ରହିଛନ୍ତି ୧୫ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଯାଇଛି ଓଡ଼ିଶା ଟିମ୍

ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା । ଟି-୨୦ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିପାରିଲେନି ଉଭୟ…

ନୂଆବର୍ଷ ୨୦୧୯ର ପ୍ରଥମ ଦିନରେ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଆଗାମୀ ବର୍ଷ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପର ସୁପର-୧୨ ଟିମ ମଧ୍ୟରେ ସ୍ଥାନ ବଜାୟ ରଖିବା ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି ଉଭୟ ଦଳ । ଅଥାର୍ତ ୨୦୨୦ ବିଶ୍ୱକପ…

ନୂଆବର୍ଷରେ କମିଲା ଗ୍ୟାସ୍‌ ସିଲିଣ୍ଡର ଦର

ଦିଲ୍ଲୀ: ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର । କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌ । ସବସିଡି ଗ୍ୟାସ୍‌ ସିଲିଣ୍ଡର ୫ ଟଙ୍କା ୯୧ ପଇସା ହ୍ରାସ ପାଇଥିବା ବେଳେ ଅଣ-ସବସିଡି ଗ୍ୟାସ୍‌ ସିଲିଣ୍ଡର ଦାମ ୧୨୦ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆ ଦର ।…

୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ବର: ୧୧ ବର୍ଷରେ ପାଦ ଥାପିଲା କମିଶନରେଟ୍‌ ପୋଲିସ। ଏହି ୧୦ ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ଅନେକ ସଫଳତା ମଧ୍ୟ ହାସଲ କରିଛି। ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ। ବିଶେଷକରି ଫୋକସ୍‌ରେ ରହିଛନ୍ତି ବସ୍ତିର ଯୁବପିଢୀ ଓ ସ୍କୁଲ କାର‌୍ୟ୍ୟକ୍ରମ। କମିଶନରେଟ୍‌ ପୋଲିସ…

ପରିବାର ଓ ଏମସ୍‌ କର୍ମଚାରୀଙ୍କ ସହ ନୂଆବର୍ଷ ପାଳନ

ଦିଲ୍ଲୀ: ହାପି ନ୍ୟୁ ଇୟର କହିଲା ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା । ପରିବାରବର୍ଗଙ୍କ ସହିତ, ଏମସ୍‌ କର୍ମଚାରୀ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛି ଜଗା । ପୁରୁଣା ବର୍ଷ ୨୦୧୮କୁ ବିଦାୟ ଦେଇଛି। ୨୦୧୮ ମସିହା ଉଭୟ ଜଗା-କାଳିଆଙ୍କ ପାଇଁ ଗରୁତ୍ୱପୂର୍ଣ୍ଣ ଥିଲା । ଜଗା ଏବେ…

ଲୋକଙ୍କୁ ଫ୍ରିରେ ମିଳିବ ଜିଓ ସିମ୍ ଏବଂ ୯୯ ଟଙ୍କାରେ ଅସୀମିତ ମଜା !

ଯଦି ଆପଣ ମଧ୍ୟ ରେଲୱେରେ ନିଜର ସେବା ଦେଉଛନ୍ତି, ଆପଣଙ୍କ ପାଇଁ ନବବର୍ଷର ବହୁତ ବଡ ଖୁସି ଖବର, କାରଣ ୧ ଜାନୁୟାରୀ ୨୦୧୯ରୁ ଆପଣଙ୍କୁ ରିଲାଏନ୍ସ ଜିଓର ସେବା ମିଳିବ। ଏବେ ଭାରତୀୟ ରେଲୱେର ସବୁ କର୍ମଚାରୀ ମାନଙ୍କୁ ଜିଓର କନେକସନ ମିଳିବ। ଜିଓ ସହିତ ରେଲୱେର ବୁଝାମଣାର ଫାଇଦା ଏହା ହେବ ଯେ…

ସିବିଆଇସି ଅଧ୍ୟକ୍ଷ: ଆଜି ବରିଷ୍ଠ ଓଡିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ନେଲେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ବର୍ହିଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଭାବେ ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅର୍ଥନୀତିରେ ସ୍ନାତୋକୋତର, ଏମଫିଲ ଏବଂ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଦାସ ୧.୧.୨୦୧୯, ମଙ୍ଗଳବାର ଦିନ ଏହି…

ନୂଆ ବର୍ଷରେ କରନ୍ତୁ ଏହି ୧୦ କାମ, ସଫଳତା ଛୁଇଁବ ଆପଣଙ୍କ ପାଦ

ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ପୁରୁଣା ବର୍ଷକୁ ବିଦାୟ ଦେବେ, ନୂଆ ବର୍ଷକୁ ସ୍ୱାଗତ କରିବେ ସମସ୍ତେ । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଲୋକଙ୍କ ମଧ୍ୟରେ ନୂଆବର୍ଷକୁ ନେଇ ବେଶ୍ ଉତ୍ସାହ । କିପରି ନୂଆବର୍ଷକୁ ପାଳିବେ ସେନେଇ ସମସ୍ତେ ପ୍ଲାନିଂ ମଧ୍ୟ କରିଛନ୍ତି । କିନ୍ତୁ କଣ…

୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ନିର୍ବାହୀ ଅଧିକାରୀ

ଭଦ୍ରକ : ଲାଞ୍ଚ ନେଇ ଗିରଫ ହେଲେ ନିର୍ବାହୀ ଅଧିକାରୀ । ଏକ ଡ୍ରେନ କାମର ବକେୟା ବିଲ୍‌ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଭଦ୍ରକ ଦୋବଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ବୈଦେହୀ ମୁଣ୍ଡା । ଏହି ପଞ୍ଚାୟତ ସୋଧ ଗାଁରେ ୨ଲକ୍ଷ ଟଙ୍କାର ଏକ ଡ୍ରେନ କାମ ପାଇଁ ବକେୟା ୪୦ ହଜାର ଟଙ୍କାର ବିଲ୍‌…

କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷ କାର୍ଯ୍ୟରେ ସହାୟତା ଓ ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ  ଏହା ଏକ ଯୁଗାନ୍ତକାରୀ…