Odia News Portal

ବିଜେପି ନେତାଙ୍କ ବର୍ବରତା

ଉତ୍ତର ପ୍ରଦେଶ ର ସମ୍ଭଳରେ ବିଜେପି ନେତାଙ୍କ ଏକ ଆଶ୍ଚର୍ୟ୍ୟକର ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଅମରାହୋର ବିଜେପି ନେତା ଜଣେ ଦିବ୍ୟାଙ୍ଗଙ୍କ ମୁହଁରେ ବାଡି ପୁରାଉଥିବା ନଜର ଆସୁଛନ୍ତି । ଅଭିଯୋଗ ଅନୁସାରେ, ଦିବ୍ୟାଙ୍ଗ ବ୍ୟକ୍ତି ମଦ ନିଶାରେ ଅଖିଳେଶ ଯାଦବଙ୍କୁ ଭୋଟ ଦେବାର ନାରା…

ବଡଦିନରେ ଉସ୍ôବମୁଖର ରାଜଧାନୀ

ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି। ସୁନ୍ଦର ଆଲୋକମାଳାରେ…

ଜାତୀୟ ସିନିୟର ଟେନିସ ବଲ କ୍ରିକେଟ : ରୈାପ୍ୟ ପଦକ ସହ ଓଡ଼ିଶା ରନର୍ସଅଫ୍

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ୨୯ ତମ ସିନିୟର୍ ଚମ୍ପିୟାନସିପରେ ପରାଜୟ ସହ ୫ ଥର ପାଇଁ ରନର୍ସଅଫ୍ ହୋଇଛି ଓଡିଶା । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚର ଶକ୍ତିଶାଳୀ ଉତ୍ତରପ୍ରଦେଶ ଠାରୁ ୭ ଓ୍ବିକେଟ୍ ରେ ପରାସ୍ତ ହୋଇ ଓଡ଼ିଶା ରନର୍ସଅଫ୍ ହେବା ସହ ରୈାପ୍ୟ ପଦକ ହାସଲ କରିଛି ।…

ସ୍ତ୍ରୀକୁ ସନ୍ଦେହ କରି ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ବାପା

ନିଜ ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ଜଣେ ୪୨ ବର୍ଷୀୟ ବ୍ୟକ୍ତି ନିଜର ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଏହି ମାମଲାରେ ନ୍ୟାୟାଳୟ ଉକ୍ତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଛଅ ବର୍ଷର ନାବାଳିକା ଅଭିଯୁକ୍ତର ଜନ୍ମିତ ଝିଅ ନୁହେଁ ବୋଲି…

ଥରୁଛି ରାଜଧାନୀ

ଭୁବନେଶ୍ବର ସମେତ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି। ମିଳିଥିବା ତଥ୍ୟ ଅନୁସାରେ, ଶନିବାର ରାତିରେ ଏଠାରେ ତାପମାତ୍ରା ୧୧.୧ ଡିଗ୍ରି ଥିବାବେଳେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରିରେ ପହଞ୍ଚିଥିଲା। ଜାଡ଼ରେ ଥରିଥିଲେ ଲୋକେ। ସନ୍ଧ୍ୟା ହେବା…

ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ, ଜାଣନ୍ତୁ…

କଥାରେ ରହିଛି ନା ଯେଉଁଠି ଝଗଡ଼ା ସେଇଠି ପ୍ରେମ। କିନ୍ତୁ ବେଳେବେଳେ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଏ କି ତାହା ବିନାଶର କାରଣ ପାଲଟିଯାଏ। ସେହିପରି ଅଧିକ ପ୍ରେମ ମଧ୍ୟ ସଂପର୍କକୁ ପିତା କରିଥାଏ। ଏଣୁ ସଂପର୍କକୁ ମଜବୁତ ରଖିବା ପାଇଁ ଛୋଟ ମୋଟ ଝଗଡ଼ା ନିହାତି ଜରୁରୀ । ଆଜି ଆମେ ଆପଣଙ୍କୁ ସେହିଭଳି…

ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ

ଭାରତୀୟ କ୍ରିକେଟ ଦଳର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳ ଘୋଷଣା ହୋଇଛି । ଜାନୁୟାରୀ ୨୩ରେ ଆରମ୍ଭ ହେବାକୁ ଥିବା ଏହି ଗସ୍ତ ପାଇଁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମରେ ରଖାଯାଇଛି । ଜାନୁୟାରୀମାସରେ ଅଷ୍ଟ୍ରେଲିଆ ସହିତ ହେବାକୁ ଥିବା ଏକଦିବସୀୟ ସିରିଜରେ ମଧ୍ୟ…

ନୂଆ ଗୀତ ସହ ନୂଆ ଲୁକରେ ହନି ସିଂ, ଦେଖନ୍ତୁ…

ସିଙ୍ଗର ୟୋ ୟୋ ହନି ସିଂ ଲମ୍ବା ସମୟର ବ୍ୟବଧାନ ପରେ ନିଜର ଗୀତ “ମଖନା” ସହ ମ୍ୟୁଜିକ ଦୁନିଆକୁ ପୁଣି ଫେରିଛନ୍ତି । ଗୀତଟି ରିଲିଜ ହେବାର ଚାରି ଦିନ ମଧ୍ୟରେ ୟୁଟ୍ୟୁବରେ ପ୍ରାୟ ତିନି କୋଟିରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଲେଣି। ହନି ସିଂଙ୍କର ଏହି ଗୀତକୁ ପ୍ରାୟ ୩ କୋଟି ୪୧ଲକ୍ଷ ଦର୍ଶକ…

ପ୍ରଧାନମନ୍ତ୍ରୀଙ୍କ ସଭାରୁ ଫେରୁଥିବା ବେଳେ ଦୁର୍ଘଟଣା ୧୯ ଆହତ

ପ୍ରଧାନମନ୍ତ୍ରୀଙ୍କ ସଭା ଦେଖି ଫେରୁଥିବା ବେଳେ ସିରିଜ ଦୁର୍ଘଟଣା ଘଟି ବହୁଲୋକ ଆହତ ହୋଇଛନ୍ତି । ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ନିକଟରେ ପ୍ରଧାନମନ୍ତ୍ରୀଙ୍କ ସଭାରୁ ଲୋକଙ୍କୁ ନେଇ ଯାଉଥିବା ବସ୍ ଓଲଟିପଡିବା ଫଳରେ ୧୫ ଜଣ ଲୋକ ଆହତ ହୋଇଛନ୍ତି । ସେହିପରି ମଳିପଡା ନିକଟରେ ଅନ୍ୟଏକ ଦୁର୍ଘଟଣାରେ…

ମମତାଙ୍କୁ ଭେଟିଲେ କେସିଆର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଆଜି ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃତୀୟ ସାମୁଖ୍ୟ ଗଠନ ଅଭିଯାନରେ ବାହାରିଥିବା କେସିଆର ଆଜି ଏସମ୍ପର୍କରେ…