Odia News Portal

କେଉଁ ରାଶିର ଝିଅ ପୁଅମାନଙ୍କ ଠାରୁ ଆଗରେ ରୁହନ୍ତି ?

ଆମ ପୁରୁଷ ପ୍ରଧାନ ସମାଜରେ ପୁଅମାନେ ସବୁବେଳେ ଆଗରେ ଝିଅମାନେ ସବୁବେଳେ ପଛରେ ଏ ଧାରଣା ବହୁ କାଳରୁ ଚଳିଆସିଛି । କିନ୍ତୁ ପ୍ରକୃତରେ ଯେ ଝିଅମାନେ ପୁଅମାନଙ୍କ ଠାରୁ ଅନେକ କ୍ଷେତ୍ରରେ ଆଗରେ ଥାନ୍ତି ଏକଥା ହୁଏତ ବହୁତ ଲୋକ ଜାଣିନଥାନ୍ତି । କିନ୍ତୁ ଏମିତି ରାଶିର କିଛି ଝିଅ ଅଛନ୍ତି ଯେଉଁମାନେ…

ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ ଓ ସେଲଫି

ଭୁବନେଶ୍ବର () ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ବରରେ ପହଁଚିଲେ ବିଶିଷ୍ଟ ବଲିଉଡ ସିଙ୍ଗର ଏ.ଆର. ରେହମାନ ।  ବିମାନବନ୍ଦରରୁ ସିଧାସଳଖ ନବୀନ ନିବାସ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ହକି ଇଣ୍ଡିଆର ଗୀତର ରିଲିଜ କରିଥିଲେ । ଏଥିସହିତ…

ନଈରେ ଭାସିଗଲେ ଦୁଇ ନାବାଳକ

ସୁବର୍ଣୃୂରେଖା ନଦୀରେ ୨ଜଣ ନାବାଳକ ଭାସି ଯାଇଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବେଲିଦାରୁବୁଡି ଘାଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘାଟରେ ଭାସୁଥିବା ଡଙ୍ଗାରୁ ପଇସା ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ୨ନାବାଳକ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉଦ୍ଧାର…

ଦାମଙ୍କର ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’

ବିଜେଡିରୁ ବହିଷ୍କୃତ ନେତା ତଥା ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଶେଷରେ ନିଜର ନୂଆ ଦଳ ଗଠନ କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ ଏହି ଘୋଷଣା କରିଛନ୍ତି । ଏହି ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ଡାକ୍ତର…

ଖଣିରେ ଭୟଙ୍କର ବିସ୍ପୋରଣ

ଏମସିଏଲ କୁଲଡା ଓପନ କାଷ୍ଟ ଖଣିରେ ଭୟଙ୍କର ବିସ୍ପୋରଣ ଘଟି ଡ୍ରାଇଭର ସହ ଟିପର ଓଡିଯାଇଛି । ବିସ୍ପୋରଣ ଏତେ ଭୟଙ୍କରଥିଲା ଯେ ଏଥି ସହିତ ଆଉ ୨ଟି ଟିପର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏ ବିସ୍ପୋରଣର କାରଣ ଜଣାପଡିନାହିଁ । ଏଭଳି କାଣ୍ଡ ଘଟିଛି ସୁନ୍ଦରଗଡର କୁଲଡା ଓପନକାଷ୍ଟ ଖଣିରେ । ଘଟଣା…

ଅପରାଜିତାଙ୍କ ମିଶ୍ରଣ ଦିଲ୍ଲୀ ବିଜେପି ଅଫିସରେ

ବିଜେପିରେ ଯୋଗଦେବେ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ୨୭ରେ ଦିଲ୍ଲୀରେ ବିଜେପିରେ ଯୋଗଦେବେ । ସେହିପରି ଆସନ୍ତା ୨୮ରେ ଓଡିଶା ଅପରାଜିତା ଆସିବେ । ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଗତ ସେପ୍ଟେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ…

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଚଳିତବର୍ଷ ପ୍ରଥମ ଥର ଦଶଦିନ ଧରି ଚାଲିବ । ଆଜି ସଂଧ୍ୟାରେ ବୈଷ୍ଣବ ପାଣି ମଂଚରୁ ବାଲିଯାତ୍ରା କଟକ ଉତ୍ସବ-୨୦୧୮ ଉଦଘାଟନ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ…

ଉଡାଣ ଯୋଜନାରୁ ବାଦ ପଡିଲା ଏୟାର ଓଡିଶା

ଭୁବନେଶ୍ବର () ଅନିଶ୍ଚିତତାରେ ଝାରସୁଗୁଡା ବିମାନ ବନ୍ଦରର ଭାଗ୍ୟ । ଉଡାଣ ଯୋଜନାରେ ଏହି ବିମାନ ବନ୍ଦରରୁ ବିମାନ ଉଡାଣ ପାଇଁ ଏୟାର ଓଡିଶାକୁ ଦିଆଯାଇଥିବା ଲାଇସେନସକୁ ବାତିଲ କରିଦିଆଯାଇଛି ।   ଏୟାର ଓଡ଼ିଶାର ଲାଇସେନସକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି । ବିଭିନ୍ନ…

ପଦ୍ମ ଧରିବେ ଆପରାଜିତା

ଭୁବନେଶ୍ଵର (): କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆସନ୍ତା 27 ତାରିଖରେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ । ଦଳର ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ଏଥିପାଇଁ ଏକ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଡିସେମ୍ବର ୧ ତାରିଖରେ…

ପୁରୀରେ ଅନୁପ ଜଲୋଟା

ଜସଲିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଭଜନ ସମ୍ରାଟ ଅନୁପ ଜଲୋଟା ପୁରୀରେ ଭଜନ ପରିବେଷଣ କରିବା ପାଇଁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ଅନୁପ ଜଲୋଟାଙ୍କ ସାଥିରେ ଅଛନ୍ତି ଗାୟିକା ନତାସା । କାର୍ତିକ ପୂର୍ଣ୍ଣମୀ ଅବସରରେ ଉଭୟ ସିଂହଦ୍ୱାର ସମ୍ମୁଖରେ ଭଜନ ପରିବେଷଣ…