Odia News Portal

ଆଡିଦାସ ତାଲିକାରେ ମନପ୍ରୀତ

ଭୁବନେଶ୍ବର () :  ବିଶ୍ବର ଅଗ୍ରଣୀ କ୍ରୀଡ଼ା ବ୍ରାଣ୍ଡ୍ ଆଡିଦାସର ବର୍ଦ୍ଧିତ ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ତଥା ହକି ଖେଳାଳୀ ମନପ୍ରୀତ ସିଂହ ପାୱାର । ଆଦିଦାସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ସେ ହେଉଛନ୍ତି ଭାରତୀୟ ପୁରୁଷ ହକି ଟିମର…

ଲଂଚ ହେଲା ଟାଟା ମୋଟର୍ସର ଏଲ୍ପିଟି ୪୦୭ ଟ୍ରକ

ଟାଟା ମୋଟର୍ସ ପକ୍ଷରୁ ଲଘୁ ବାଣିଜ୍ୟିକ ଯାନ (ଏଲ୍ସିଭି) ଏଲ୍ପିଟି ୪୦୭ ଇଏକ୍ସ ଏଫ୍ଇକୁ ଉନ୍ମୋଚନ କରାଯାଇଛି। ଏହାର ପ୍ରଦର୍ଶନ ଉଚ୍ଚ ସ୍ତରରେ ହୋଇଥିବା ବେଳେ ପରିଚାଳନା ଖର୍ଚ କମ୍ ରହିବ। ଏହା ହେଉଛି ଷ୍ଟାଇଲ୍, ଆରାମ ଓ ସୁରକ୍ଷାର ସମିଶ୍ରଣ। ଏଥିରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ…

ଏହିସବୁ ଅଭ୍ୟାସ ଥିଲେ ସଫଳତା ମିଳେନି

ସବୁ ବ୍ୟକ୍ତି ଚାହିଁଥାନ୍ତି ସଫଳତା ପାଇବା ପାଇଁ । କିଛି ବ୍ୟକ୍ତି ମଧ୍ୟ ସଫଳତା ପାଇଯାଇଥାନ୍ତି କିନ୍ତୁ କିଛି ଖରାପ ଅଭ୍ୟାସ ପାଇଁ ଏହି ସଫଳତା ବହୁତ ଦିନ ଯାଏ ରହିପାରେ ନାହେଁ । ନିତି ଶାସ୍ତ୍ର ଅନୁସାରେ ଏହିପରି ୫ଟି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି ଯାହା କାହାକୁ ବି ବରବାଦ୍ କରିଦେବ ।…

ମହିଳାମାନେ ବି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ, କେମିତି ଜାଣନ୍ତୁ

ବିବାହ ପରେ ଘର ଏବଂ ପରିବାରର ଦାୟିତ୍ବ ଆସିଯିବାରୁ ନିଜର କ୍ୟାରିୟର ବିଷୟରେ ଭାବିବା ଏକ ବଡ ଟାସ୍କ ହୋଇଥାଏ। କିନ୍ତୁ କଣ କେବେ ଭାବିଛନ୍ତି ଏହି ଦାୟିତ୍ବ ସହିତ ଆପଣ ନିଜର କ୍ୟାରିୟରକୁ ଏକ ନୂଆ ରୂପରେ ଗଢ଼ି ପାରିବେ। ଆଜିର ଦୁନିଆରେ ମାର୍କେଟରେ ଏମିତି କିଛି ବିକଳ୍ପ ଅଛି ଯାହା ମାଧ୍ୟମରେ ଆପଣ…

ପଶ୍ଚିମବଙ୍ଗରେ ଓଡିଆ ଆଇଏଏସଙ୍କୁ ପୋଲିସ ନିର୍ଯାତନା

ପଶ୍ଚିମବଙ୍ଗରେ ଜଣେ ଓଡିଆ ଆଇଏଏସ ଅଫିସରଙ୍କୁ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଆଇଏଏସ ଅଫିିସର ଜଣଙ୍କ ହେଉଛନ୍ତି ସ୍ମୁତିରଂଜନ ମହାନ୍ତି । ସ୍ମୁତିରଂଜନ ସବଡିଭିଜ୍ନାଲ ମାଜିଷ୍ଟେ୍ରଟ ଭାବେ ବୀରଭୁମି ଜିଲ୍ଲା ରାମପୁୁର ହାଟ ଥାନା ଯାଂଚ କରୁଥିବା ବେଳେ ପୋଲିସ ଏସଡିପିଓ…

ବାଙ୍ଗାଲୁରରେ ଶେଷ ହେଲା ଦୀପବୀରଙ୍କ ରିସେପସନ

ବଲିଉଡର ନାମୀ ଷ୍ଟାର୍ ଦୀପିକା ପାଦୁକୋନ୍ ଏବଂ ରଣବୀର୍ ସିଂହଙ୍କ ବିବାହ ଇଟାଲୀରେ ସଂପନ୍ନ ହେବା ପରେ ଦୁହେଁ ଭାରତ ଫେରି ପ୍ରଥମେ ଶାଶୁଘର ଏବଂ ପରେ ବାପଘର ବାଙ୍ଗାଲୁର ଯାଇଥିଲେ । ଦୀପିକାଙ୍କ ପରିବାର ପକ୍ଷରୁ ଷ୍ଟାର ହୋଟେଲ ଲୀଲା ପ୍ୟାଲେସରେ ଏକ ରିସେପ୍ସନ ପାର୍ଟି ରଖାଯାଇଥିଲା। ଉଭୟଙ୍କୁ…

ନୂଆ ଟିମ ସହ ଆସିବେ ଦାମ

ଭୁବନେଶ୍ବର () ଆସନ୍ତାକାଲି ସମତାକ୍ରାନ୍ତି ଦଳ ସହ ମିଶି ନୂଆ ଦଳ ଘୋଷଣା କରିବେ ବିଜେଡିରୁ ବହିଷ୍କୃତ ବିଧାୟକ ଡାକ୍ତର ଦାମୋଦର ରାଉତ । ଏହି ସାମ୍ବାଦିକ ସମ୍ମିଳନୀରେ ଦାମଙ୍କ ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ଦଳର ସଭାପତି ପ୍ରଶାନ୍ତ…

ବୟଫ୍ରେଣ୍ଡଙ୍କ ମାଂସରେ ବିରିୟାନି ପରସିଲେ ପ୍ରେମିକା

ୟୁଏଇରେ ରହୁଥିବା ମରକ୍କୋର ଜଣେ ମହିଳାଙ୍କ ଅଜବ କାରନାମା ଏବେ ସାମ୍ନାକୁ ଆସିଛି। ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡଙ୍କୁ ହତ୍ୟା କରିବା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ଏହାପରେ ଏହାକୁ ଭାତରେ ମିଶାଇ ବିରିୟାନୀ ପ୍ରସ୍ତୁତ କରିଥିଲେ। ଏହି ଖାଦ୍ୟକୁ ପାକିସ୍ତାନରୁ ଆସି ୟୁଏଇରେ…

ମହାନଦୀ ପୋଲ ଦୁର୍ଘଟଣା ତଦନ୍ତ

କଟକ-ଗତ ୨୦ ସନ୍ଧ୍ୟାରେ କଟକ ଜଗତପୁର ମହାନଦୀ ପୋଲ ତଳକୁ ବସ ଖସିପଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଏଥି ପାଇଁ ଦାୟୀ କିଏ, ତାର କାରଣ ଖୋଜୁଛି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ଏହି କମିଟି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ଏହି କମିଟିରେ…

କଟିକଟା ଗୁଳିକାଣ୍ଡରେ ଆଉଜଣଙ୍କ ମୃତୁ୍ୟ

ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଗତକାଲି ରାତିରେ ମେଲୋଡି ଚାଲିଥିବା ବେଳେ ଗୁଳିମାଡ଼ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିତ୍ୟାନନ୍ଦ ମଲ୍ଲିକ। ତାଙ୍କ ପେଟରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ…