ମଧୁର ପାଣି ପାଇଁ ‘ବସୁଧା’ ଉଦ୍ଘାଟିତ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ପାଇଁ ଯୋଜନା । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ…