ଅର୍ଜୁନଙ୍କ ସହ ଅନ୍ତରଙ୍ଗ ସିନ୍ରେ ଶ୍ରୁତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରୁତି ସେଠ୍ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଡିସେମ୍ବର ୧୮ରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟପରଦାରେ ସରାରତ୍ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହାପରେ ସେ କ୍ୟୁଁ ପ୍ୟାର ହୋତା ହୈ, ଦେଶ୍ ମେଁ ନିକଲା ହୋଗା ଚାନ୍ଦ୍ ଆଦି ସିରିଏଲ୍ରେ ଭଲ…