ବିବାହ ପରେ ଭାରତ ଫେରିଲେ ବାଜିରାଓ-ମସ୍ତାନୀ
ଦୀପିକା ଓ ରଣବୀରଙ୍କ ବିବାହକୁ ଦୁଇ ଦିନ ବିତିଯାଇଛି । ଏବେ ଏହି ନବ ଦମ୍ପତି ଇଟାଲୀରୁ ଭାରତକୁ ଫେରି ଆସିଛନ୍ତି । ଆଜି ସକାଳ ୮ଟା ରେ ମୁମ୍ବାଇ ଏୟାରପୋର୍ଟରେ ପହଂଚିଥିଲେ । ନବ ଦମ୍ପତିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ମିଡିଆ ସହିତ ପ୍ରଶଂସକଙ୍କ ଭିଡ ଲାଗିରହିଥିଲା । ଉଭୟ ଏକା ଭଳି ଡ୍ରେସ…