ବେଲ୍ ବ୍ୟାଲଟ୍ ପେପର୍ରେ ଭୋଟ ଦେବେ ଦୃଷ୍ଟିହୀନ ଭୋଟର୍
ଭୁବନେଶ୍ୱର: ଦୃଷ୍ଟିହୀନ ଭୋଟରଙ୍କ ପାଇଁ ଖୁସି ଖବର। ଏଣିକି ଭୋଟ ଦେବା ସମୟରେ ସେମାନେ ଆଉ ପ୍ରିଜାଇଡିଂ ଅଫିସର ବା ଅନ୍ୟ କାହାର ସହାୟତା ନେବେନି। ଏବେ ବ୍ରେଲ୍ ବ୍ୟାଲଟ୍ ପେପର ବ୍ୟବହାର କରାଯିବ। ଯାହାଫଳରେ ସେମାନେ ମନ ପସନ୍ଦର ପ୍ରାର୍ଥୀଙ୍କୁ ନିଜେ ଭୋଟ୍ ଦେଇପାରିବେ। ନିର୍ବାଚନରେ…