Odia News Portal

ମଧ୍ୟପ୍ରଦେଶ ଡ୍ରାମା ସରିଲା। ଏବେ ରାଜସ୍ଥାନ ଓ ଛତିଶଗଡ଼ ଚିନ୍ତାରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଦିନ ତମାମ ହାଇଡ୍ରାମା କରିବା ପରେ ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ତେବେ ଏଯାଏ ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେକଥା ଦଳର ହାଇକମାଣ୍ଡ ସ୍ଥିର କରିପାରିନାହାନ୍ତି। ଯାହା…

ରାସ୍ତା କଡ଼କୁ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ଉଦଳା: ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ଏହି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ।ଆମ୍ୱୁଲାନ୍ସଟି ଖୁଣ୍ଟାରୁ ଉଦଳାକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ପଥରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା…

ସମ୍ବଲପୁର ରାଜରାସ୍ତାରେ ହାତୀ ପଲ, ଲୋକେ ଆତଙ୍କିତ

ରାଜରାସ୍ତାରେ ହାତୀ ପଲ । ଲୋକେ ଆତଙ୍କିତ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ରାସନପୁର ଏବଂ ଭୋଇପାଲି ରାସ୍ତାରେ । ଏକ ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟକୁ କଏଦ କରିଥିଲା କ୍ୟାମେରା । ଏହି ହାତୀ ପଲରେ ପ୍ରାୟ ୯ଟି ହାତୀ ଥିବା…

ଗୁପ୍‌ଚୁପ୍‌ ବିକିସାରି ଘରକୁ ଫେରୁଥିବା ବେଳେ ଆକ୍ରମଣ

ଭୁବନେଶ୍ବର: ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଗୁଳିକାଣ୍ଡ ଘଟିଛି। ୩ ଜଣ ଦୁର୍ବୃତ୍ତ ଜଣେ ଗୁପଚୁପ୍ ବେପାରୀଙ୍କୁ ଲୁଟିବାକୁ ଯାଇ ଗୁଳି ଚଳାଇଛନ୍ତି। ମାତ୍ର ସୌଭାଗ୍ୟକୁ ଗୁଳିଟି ଖଟା ପାଣି ହାଣ୍ଡିରେ ବାଜିବାରୁ ବେପାରୀ ଜଣଙ୍କ ବର୍ତି…

ନିର୍ବାଚନରେ ଠିକଣା ଜବାବ ଦିଆଯିବ: ଗ୍ରାମବାସୀ

ସୁନ୍ଦରଗଡ: ରାଜଗାଙ୍ଗପୁର ବ୍ଲକ ଜରେଇକେଲା ପଞ୍ଚାୟତରେ ୧ବର୍ଷ ରୁ ଉର୍ଦ୍ଧ ହେବ ବିଦ୍ଯୁତ୍ ବିଭାଗର ଖୁଣ୍ଟି, ଟ୍ରାନ୍ସଫର୍ମର ଓ ତାର ଟଣା ଯାଇ ସମସ୍ତ କାର୍ଯ୍ୟ ସରିଯାଇଛି । ହେଲେ ଲୋକମାନେ ଆଜିଯାଏ ଅନ୍ଧକାରରେ ଜୀବନ ବିତାଉଛନ୍ତି । ସବୁ ଦେଖି ବିଦ୍ଯୁତ୍ ବିଭାଗ ରାଜନେତା ଓ ପ୍ରଶାସନ…

ସଡ଼କ ଦୁର୍ଘଟଣାରେ ୨ଜଣ ମୃତ୍ୟୁ

ପାରାଦ୍ବୀପ: ଟର୍ମିନାଲ ରୋଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦଶରଥ ସିଂ ଓ ସୋନୁ ଯାଦବ । ଉଭୟଙ୍କ ଘର ବିହାରର ପାଟନା ବୋଲି ଜଣାପଡିଛି। ଉଭୟ ଇଫକୋ ସାରକାରଖାନାରେ ନିୟମିତ କର୍ମଚାରୀ । କୌଣସି କାର୍ଯ୍ୟରେ ସେମାନେ ଏକ ମୋଟର ସାଇକେଲରେ ଇଫକୋ…

ଚିକିତ୍ସା ସମ୍ପର୍କରେ ଗଣ ସଚେତନତା ଶିବିର

ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ ଧନୁହର ବେଲାରି ଓ ମରିଚିପୁର ଗ୍ରାମରେ ଓଡ଼ିଶା ରେଡ଼କ୍ରସ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ଆୟୋଜିତ କରାଯାଇଥିଲା । ରେଡ଼କ୍ରସ ବିଭାଗର କାର୍ଯ୍ୟକ୍ରମ ସଂଯୋଜକ ଗୁଲସନ ଦାସ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଏହାର ଉପଯୋଗ…

ଯୁବକଙ୍କୁ ମାରି ପୋଡ଼ି ଦେବା ଘଟଣାର ପର୍ଦ୍ଦାଫାଶ୍: ମୁଖ୍ୟ ଅଭିଯୁକ୍ତକୁ ଗିରଫ

ମୟୁରଭଞ୍ଜ: ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗାଁ ନିକଟରେ ଏନ୍‌ଏଚ୍‌-୨୨୦ କଡ଼ରେ ଜଣେ ଯୁବକଙ୍କୁ ମାରି ପୋଡ଼ି ଦେବା ଘଟଣାର ପର୍ଦ୍ଦାଫାଶ୍ କରିଛି ପୁଲିସ୍। ମୃତକଙ୍କ ପରିଚୟ ମିଳିଥିବା ବେଳେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ମୃତ ଯୁବକଙ୍କ ନାଁ କୃଷ୍ଣା…

ଶନିବାର ଦିନ ଶପଥ ଗ୍ରହଣ ଉତ୍ସବ

ପ୍ରଥମ ଥର ପାଇଁ ଖ୍ରିଷ୍ଟୀୟ ପ୍ରଥା ଅନୁଯାୟୀ ଶନିବାର ଦିନ ମିଜୋ ନେସ୍‌ନାଲ୍‌ ଫ୍ରଣ୍ଟ୍‌ ଶପଥ ଗ୍ରହଣ କରି ସରକାର ଗଢ଼ିବାକୁ ଯାଉଛି। ବାଇବଲୀୟ ପଙ୍‌କ୍ତି ସହ ଶପଥ ଗ୍ରହଣ ଉତ୍ସବରେ ହାଣ୍ଡେଲ୍‌ଙ୍କ ପ୍ରସିଦ୍ଧ ‘ହାଲ୍ଲେଲୁଜା କୋରସ୍‌’ ମଧ୍ୟ ଗାନ କରାଯିବ। ନବ ନିର୍ବାଚିତ ଏମ୍‌ଏନ୍‌ଏଫ୍‌ ବିଧାୟକ…

ବେସରକାରୀ କଲେଜ ଶିକ୍ଷକ କର୍ମଚାରୀଙ୍କ ୨୩ରେ ରାଜ୍ୟ ସମ୍ମିଳନୀ

ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ବ୍ରହ୍ମପୁରସ୍ଥିତ ଡାଏମଣ୍ଡ ଜୁବ୍‌ଲି ହଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ କଲେଜ୍‌ରୁ ହଜାରରୁ ଊର୍ଦ୍ଧ୍ବ ଅଧ୍ୟାପକ ଓ କର୍ମଚାରୀ ଯୋଗଦେବାର…