ରେହମାନଙ୍କ ଜାମିନ ଆବେଦନକୁ କୋର୍ଟଙ୍କ ଖାରଜ
ଢେଙ୍କାନାଳ: ବହୁ ଚର୍ଚ୍ଚିତ ସେଲ୍ଟର ହୋମ ଯୌନ ନିର୍ଯାତନା ମାମଲା । ସେଲଟର୍ ହୋମ୍ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ଗଢ଼ିଉଠିଥିବା ଏହି ସେଲ୍ଟର ହୋମ…