Odia News Portal

ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍ ଓ ପରେ ଦକ୍ଷିଣ ସିନେମାରେ ଅଭିନୟ ନେଇ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଏମି ଜ୍ୟାକସନ୍ ଅନ୍ତସତ୍ତ୍ୱା ଅଛନ୍ତି ଏବଂ ସେ ନିଜେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କ ସହିତ ସେୟାର ବି କରିଛନ୍ତି। ଏମି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଫଟୋ ସେୟାର କରିଛନ୍ତି।…

ଚାରିଦିନ ଧରି କାଳବୈଶାଖୀ ବର୍ଷା ସମ୍ଭାବନା

ଆଜିଠାରୁ ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଆଜି ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର,…

ବିଜେପିର ଫୋକସରେ ଓଡିଶା

୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେପି ଫୋକସରେ ରହିଛି ଓଡିଶା । ନିକଟରେ ଓଡିଶା ଗସ୍ତରେ ଆସିଥିବା ଦଳର ମୁଖିଆ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ରହିଥିବା ଆକ୍ରମଣାତ୍ମକ ମନୋଭାବରୁ ସ୍ପଷ୍ଟ ବାରିହୋଇଯାଉଥାଏ କି ବିଜେପିର ଫୋକସରେ…

୩ଟି ଲୋକସଭା ଏବଂ ୧୧ଟି ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା, ପାଟକୁରାରୁ ଲଢ଼ିଵେ ବିଜୟ ମହାପାତ୍ର

ଭୁବନେଶ୍ବର : ୩ଟି ଲୋକସଭା  ଏବଂ ୧୧ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନିକଟରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସାଂସଦ ଅର୍ଜ୍ଜନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଯାଜପୁରରୁ ଅମିୟ ମଲ୍ଲିକଙ୍କୁ…

ରାସ୍ତାରେ କ’ଣ ପାଇଁ ହୋଇଥାଏ ଧଳା-ହଳଦିଆ ଲାଇନ୍ : ଜାଣନ୍ତୁ କାରଣ

ଆମେ ଯେବେ ରାସ୍ତାରେ ଯାଇଥାଉ ଆମକୁ ରାସ୍ତାରେ ଧଳା-ହଳଦିଆ ଲାଇନ୍ ଦେଖାଯାଏ। ଏହି ଲାଇନ୍ ଭିନ୍ନ ଭିନ୍ନ ରଙ୍ଗର ହେବା ସହ ଭିନ୍ନ ଡିଜାଇନର ମଧ୍ୟ ହୋଇଥାଏ। ବମେ ଏହାକୁ ସବୁଦିନ ଦେଖିଥାଉ କିନ୍ତୁ ଏହାର କାରଣ ଆପଣଙ୍କୁ ଜଣା କି? ଅଧିକାଂଶ ଲୋକଙ୍କୁ ଏହାର ଅର୍ଥ ଜଣା ନଥିବ। ଆଜି ଆମେ ଏହାର କାରଣ…

ମାହାଙ୍ଗାରେ ବିଜେଡିର ‘ହକ୍‌ ମାଗୁଛି’ ଓଡ଼ିଶା କାର୍ଯ୍ୟକ୍ରମ : ଯୋଗ ଦେଲେ ପ୍ରତାପ ଜେନା ଓ ଅନୁଭବ

ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ‘ହକ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି l ଏହା ସହିତ…

ରାଜସ୍ଥାନକୁ ୮ ରନ୍‌ରେ ହରାଇ ଚେନ୍ନାଇର ହାଟ୍ରିକ ବିଜୟ

ଆଇପିଏଲ୍‌ରେ ଧୋନୀ ଧମାକା । ଚେନ୍ନାଇର ହାଟ୍ରିକ୍‌ ବିଜୟ । ଗତକାଲି ରାଜସ୍ଥାନ ବିରୋଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଧୋନୀ ଖେଳିଥିଲେ ୭୫ ରନ୍‌ର ଇନିଂସ । ଯେଉଁଥିରେ ଥିଲା ୪ଟି ଛକ୍କା ଓ ୪ଟି ଚୌକା । ଧୋନୀଙ୍କ ବ୍ୟତୀତ ସୁରେଶ ରୈନା ୩୬…

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର : ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏକ ସ୍ୱତନ୍ତ୍ର ବିମାନରେ ଆସି ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ତାଙ୍କୁ ସ୍ୱାଗତ…

ଶେଷ ହେଲା ବିଧାନସଭା ସଚିବଙ୍କ କାର୍ୟ୍ୟକାଳ

ବିଧାନସଭା ସଚିବ ପଦରୁ ଅବସର ନେଲେ ଅମିୟ କୁମାର ଷଡ଼ଙ୍ଗୀ । ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁଙ୍କୁ କାମଚଳା ବିଧାନସଭା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ପୂର୍ବରୁ ଅମିୟଙ୍କ କାର୍ୟ୍ୟକାଳ ୪ଥର ବୃଦ୍ଧି କରାଯାଇଥିଲା ।

ବିଜେଡିର ୯ ପ୍ରାର୍ଥୀ ତାଲିକା ଘୋଷଣା ,ପୁଣି ପିପିଲିରୁ ମହାରଥୀ

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଜଗତ୍ସିଂହପୁରରୁ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ, ନିମାପଡାରୁ ସମୀର ରଞ୍ଜନ ଦାସ, ନିଆଳିରୁ ଡାକ୍ତର ପ୍ରାମୋଦ ମଲ୍ଲିକ, ପିପିଲିରୁ ପ୍ରଦୀପ ମହାରଥୀ,…