Odia News Portal

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଗତକାଲି ସନ୍ଧ୍ୟାରେ ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ରେଳ ଲାଇନ୍ ପାର୍ଶ୍ୱରୁ ତାଙ୍କ ରକ୍ତାକ୍ତ ମୃତଦେହକୁ ଜିଆରପି ପୁଲିସ୍ ଉଦ୍ଧାର କରିଥିଲା। ସେ ଟ୍ରେନ୍ରେ ବଇଣ୍ଡା…

ବାସି ଖାଦ୍ୟ ଖାଇ ୪୦ ଅସୁସ୍ଥ ୫ ଗୁରୁତର

କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ…

କାନାଡ଼ାକୁ ଧମକାଇଲା ଚୀନ !

ବେଜିଂ: ହୁୱେଇ ଟେକ୍ନୋଲୋଜିଜ୍ କମ୍ପାନି ଲିମିଟେଡର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ‌ମେଙ୍ଗ୍‌ ୱାଙ୍ଗଝୁଙ୍କୁ ତୁରନ୍ତ ମୁକୁଳାଇବା ପାଇଁ ଚୀନ କାନାଡ଼ାକୁ ଧମକାଇଛି। ଏହା ନକଲେ ପରିଣତି ଭୋଗିବ ବୋଲି କହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧ ତାରିଖରେ ୱାଙ୍ଗଝୁଙ୍କୁ କାନାଡ଼ାରେ ଗିରଫ…

ଆଡିଲେଡରେ ରୋମାଞ୍ଚକର ମ୍ୟାଚରେ ୩୧ ରନରେ ଜିତିଲା ବିରାଟ ବାହିନୀ

ଆଡିଲେଡ : ଏଠାରେ ଅନୁଷ୍ଠିତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରି ପୂଜାରାଙ୍କ ଶତକ ବଲରେ ୨୫୦ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ହେଡଙ୍କ ଅର୍ଦ୍ଧଶତକ ବଳରେ ୨୩୫ରନ୍ କରି ସମସ୍ତ ଉଇକେଟ୍…

ଜାନୁଆରୀ ୧୧ ରୁ ମାଲ୍ୟବନ୍ତ ମହୋତ୍ସବ ।

ମାଲକାନଗିରିର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନ କୁ ନେଇ ଗତ କିଛି ଦିନ ହେଲା ଲାଗିରହିଥିବା ବିବାଦ ଆଜି ତୁଟି ଯାଇଛି । ପାଣ୍ଡୁମ ବଦଳରେ ପୁର୍ବ ନାମ ମାଲ୍ୟବନ୍ତ ମହୋତ୍ସବ ରହି ଜାନୁଆରୀ ମାସ ୧୧ତାରିଖ ଠାରୁ ଏହା ଆରମ୍ଭ ହେବବୋଲି ସର୍ବସମ୍ମତୀ କ୍ରମେ ଏହି ବୈଠକରେ ନିସ୍ପତି…

ଛାଡ଼ପତ୍ର ଦେବେ ରାଜକୁମାରୀ !

ଜୟପୁରର ରାଜକୁମାରୀ ତଥା ବିଜେପି ବିଧାୟିକା ଦିୟା କୁମାରୀ ନିଜ ବିବାହର ୨୧ ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ ହିନ୍ଦୁ ବିବାହ ଆଇନର ଧାରା ୧୩ ବି ଅଧୀନରେ ଗାନ୍ଧୀ ନଗର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରାଯାଇଛି। ରିପୋର୍ଟ ଅନୁଯାୟୀ ଗତ କିଛି ମାସ ହେବ ଏହି ଦମ୍ପତି ଅଲଗା…

ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ୪ ଗିରଫ

ମୟୂରଭଞ୍ଜ:  ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଉଦଳା କୋର୍ଟରେ ସେମାନଙ୍କୁ ହାଜର କରାଯିବା ପରେ ଦୁଇଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବଜ୍ରକାପ୍ତା ଚାଲାଣ ପଛରେ କାହାର ହାତ ରହିଛି ଓ …

ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ଯାଚ

ଭୁବନେଶ୍ବର: ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌ । ସରିଯାଇଛି ଗ୍ରୁପ ପର‌୍ୟ୍ୟାୟ ମ୍ୟାଚ୍‌ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍‌ । ଆଜି କ୍ରସ୍‌ ଓଭରରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ…

ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଯାତ୍ରୀ ଆହତ

ବାଲେଶ୍ୱର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌ । ଦୁର୍ଘଟଣା ଯୋଗୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ବାଲେଶ୍ୱରରୁ ଅନୁଗୁଳ ଆସୁଥିବା ବେଳେ ପରଜଙ୍ଗ ଥାନା ଖଇରାମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ଅନୁଗୁଳ…

ଶାନ ଓ ଜୁନଙ୍କ ସଙ୍ଗୀତର ଯାଦୁରେ ଝୁମିଲେ ଦର୍ଶକ

ଭୁବନେଶ୍ୱର () ବଲିଉଡର ଯାଦୁକାରୀ ସିଙ୍ଗରଙ୍କ ସଂଗୀତରେ ଦୁଲୁକୁଥିବା ପ୍ରଦର୍ଶନୀ ପଡିଆ ଆଜି ଦର୍ଶକଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି । ଶାନଙ୍କ ସମ୍ମୋହନକାରୀ ସଙ୍ଗୀତ ସାଙ୍ଗକୁ ବେଙ୍ଗଳୀ ଗାୟିକା ଜୁନ ବାନାର୍ଜୀଙ୍କ ଲୋକପ୍ରିୟ ସଙ୍ଗୀତ ତମା ତମା ଏବଂ ୟେ ଦିଲ ହେଁ ମୁସ୍କିଲ ଉପସ୍ଥିତ…