Odia News Portal

ପୁଣି କଂଗ୍ରେସ ଭବନରେ ଝୁଲିଲା ତାଲା

ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି । ଆଜି ରାଜ୍ୟ କଂଗ୍ରେସର କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳାମାନେ ଖାସ୍ କରି ଟିକଟ ଦାବି କରିଛନ୍ତି । ମହିଳାଙ୍କୁ ଟିକଟ ଦେବାକୁ ଦାବି କରି ଫାଟକରେ ତାଲା ପକାଇ ଧାରଣାରେ…

କାଳିଆ ବାଟରେ ବିଜେପି କଣ୍ଟା

ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ବିଜେପିର ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ , ଗତକାଲି ବିଜେପି ରାଜ୍ୟ…

ଆଜିଠୁ ୫ ଦିନ ପର୍ୟ୍ୟନ୍ତ କାଳବୈଶାଖୀ

ରାଜ୍ୟରେ ଘଡଘଡି ସହ କାଳବୈଶାଖୀ ସମ୍ଭାବନା ଅଛି । ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ସୁନ୍ଦରଗଡ, ମୟୁରଭଂଜ ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପାଣିପାଗ ବିଭାଗ । ଏପଟେ ଅସମ୍ଭାଳ ହେଉଛି…

ପୁରୀରେ ଚଳିବନି ଧର୍ମ ରାଜନୀତି : ମହେଶ୍ୱର

ହାତରେ ଜଗନ୍ନାଥ ବିଗ୍ରହଙ୍କୁ ଧରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନୀ ପ୍ରଚାର କରିବା ପ୍ରସଙ୍ଗ ନେଇ ତେଜିଲା ବିବାଦ । ଏନେଇ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି…

ହଲିଉଡରେ ଆକର୍ଷକ ଫିଗର ପାଇଁ ପରିଚିତ ଏହି ଅଭିନେତ୍ରୀ,ଜାଣନ୍ତି କିଏ ?

ହଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ନିଜ ଫିଗର ଓ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ ଜାଣନ୍ତୁ ଏମିତି ଏକ ଅଭିନେତ୍ରୀ ବିଷୟରେ ଯିଏ ନିଜ ଫିଗର ଓ ଫିଟନେସ ପାଇଁ ପୁରା ବିଶ୍ୱରେ ଫେମସ। ଏହି ଅଭିନେତ୍ରୀ ଦେଖିବା ପାଇଁ ମଧ୍ୟ ଖୁବ୍ ସୁନ୍ଦର। ଏରିଅଲ ୱିଣ୍ଟର ନାମକ ଏହି…

ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି

ଭୁବନେଶ୍ବର () ଏଥର ପୁଣି ଥରେ ଘସିପୁରାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ହେବ । ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ଘସିପୁରାରୁ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛନ୍ତି । ତେବେ ଦଳ ଚାହିଁଲେ ସେ ଘସିପୁରାରୁ…

ଧାରା ୩୭୦କୁ ହଟାଇଲେ ଭାରତ ସହ ଜମ୍ମ-କାଶ୍ମୀରର ସର୍ମ୍ପକ ଶେଷ : ମେହବୁବା

ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫତି ଅନୁଚ୍ଛେଦ ୩୭୦କୁ ନେଇ ବଡ ବୟାନ ଦେଇଛନ୍ତି । ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମସ୍ତ ସର୍ମ୍ପକ ଶେଷ ହୋଇଯିବ । ଧାରା ୩୭୦ ଅନୁଯାୟୀ ଜମ୍ମୁ-କାଶ୍ମୀର…

ଖାରଜ ହେଲା ନିରବ ମୋଦିଙ୍କ ଜାମିନ ଆବେଦନ

ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହୋଇଥିବା ଶୁଣାଣିରେ ନୀରବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ମାଜିଷ୍ଟ୍ରେଟ । ଏହାସହ ନିରବ ଭାରତକୁ ପ୍ରତ୍ୟର୍ପଣ ହେବାର ଆଶା ଉଜ୍ୱଳ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ସ୍ଥିର ହୋଇଛି। ଶୁଣାଣି ବେଳେ…

ପଦ୍ମ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିର ଯୋଗ ଦେଇଛନ୍ତି ଅର୍ଜୁନ । କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଯୋଗଦେଲେ । ଭଦ୍ରକ ଲୋକସଭା ଆସନରୁ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।…

ରବିବାର ଖୋଲାରହିବ ବ୍ୟାଙ୍କ

ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲା । ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ଶେଷ ଦିନ ହେଇଥିବାରୁ ବ୍ୟାଙ୍କ ଖୋଲା…