Odia News Portal

ରିଲାକ୍ସ ମୁଡରେ ରାଜଧାନୀ: ଜମୁଛି ପଥୋତ୍ସବ

ଭୁବନେଶ୍ବର: ରିଲାକ୍ସ ମୁଡରେ ରାଜଧାନୀ । କିଏ ନିଜେ ତୁଳି ମାଧ୍ୟମରେ ଚିତ୍ର ଆଙ୍କୁଛି, ତ ଆଉ କିଏ ଗୀତର ତାଳେ ତାଳେ ନାଚି ଉଠୁଛି । କି ପିଲା, କି ବୁଢା ଶୀତୁଆ ସକାଳରେ ଟିକିଏ ଆମୋଦ ପ୍ରମୋଦ ହେବାକୁ ଯେମିତି ଲୋକରାଣ୍ୟ ହୋଇଯାଇଛି ରାଜଧାନୀ ରାଜରାସ୍ତା । ଖାଲି ଏତିକି ନୁହଁ ପଥୋତ୍ସବରେ…

ଜରପଡା ଥାନାର କତଡା ଠାରେ ମର୍ମନ୍ତୁଦ ଦୁର୍ଘଟଣା

ଅନଗୋଳ: ପଶ୍ଚିମ ଓଡିଶା ତ୍ରୀର୍ଥ ଯାତ୍ରା କରିଯାଇଥିବା ଯାତ୍ରୀବାହୀ ଟାଟା ଉଇଁଗର ଫେରିବା ସମୟରେ ଜରପଡା ଥାନା ର କତଡା ଠାରେ ରାତ୍ରୀ ପ୍ରାୟ ୧୨.୩୦ଟା ସମୟରେ ରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ ୪ଜଣ ମୃତ ୧୦ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ୨ଜଣ ବଲାସିଙ୍ଗା…

ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ: ପୁଣି ମାରିଲେ ବ୍ୟାନର ଓ ପୋଷ୍ଟର

ମିଟର ପରିତ୍ୟକ୍ତ ପମ୍ପହାଉସରେ ଏହା ଲାଗିଛିା ସକାଳୁ ସକାଳୁ ଏହା ଦେଖିବା ପରେ ଲେଶକଙ୍କ ମନରେ ଭୟ ସୃଷ୍ଟି ହୋଇଛିା ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଜାହିର ହେବା ସହ ଲୋକଙ୍କ ମଧ୍ୟରେ ଭୟ ଆତଙ୍କ ଦେଖାଯାଇଛି। ଏଭଳି ଗୁରୁବାର ଦିନ ମଧ୍ୟ କିରିକୁଟି ଏବଂ ପାଟାଙ୍ଗିଠାରେ ମଧ୍ୟ ମାଓବାଦୀମାନେ…

ଦଉଡ଼ି ଦେଇ ଅବସରପ୍ରାପ୍ତ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଆତ୍ମହତ୍ୟା

ଶନିବାର ରାତିରେ ନବରଙ୍ଗପୁର ସହରରେ ଗୋଟିଏ ଗଛରେ ଦଉଡ଼ି ଦେଇ ଜଣେ ଅବସରପ୍ରାପ୍ତ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଆତ୍ମହତ୍ୟା କରିଛନ୍ତି ମୃତ ଏସ୍‌ଆଇ ହେଉଛନ୍ତି ୬୨ ବର୍ଷିୟ ପ୍ରେମ ଚନ୍ଦ୍ର ବାଗ ଓ ସେ ସେନାପତି ସାହିର ବାସିନ୍ଦା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ନବରଙ୍ଗପୁର ସହରର…

ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଗାଏବ : ସାଇବର ବିଭାଗକୁ ମାମଲା ହସ୍ତାନ୍ତର

ବରଗଡ: ଅତବିରାରେ ଅଭିନବ ଠକେଇ । ଏହି ଅଂଚଳର ଆଲୋକ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ  ବ୍ୟାଙ୍କ ଆକାଂଉଟରୁ  ୧୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେ ବରଗଡ ଏସପିଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅତାବିରା ଡିସିବି ବ୍ୟାଙ୍କରେ ଆଲୋକଙ୍କ ଆକାଉଂଟ ରହିଛି ।  ଗତ…

ଆସିକା ଥାନା ଅଧିକାରୀଙ୍କ ବିରୋଧରେ ଅପରାଧୀଙ୍କ ଗୋପନ ବ୍ଲୁ-ପ୍ରିଣ୍ଟ ! ଟ୍ରକ୍ ଚାପି, ଟିଫିନ୍‌ ବୋମା ବିସ୍ଫୋରଣ…

ଆସିକା : ଅପରେସନ୍ ‘କ୍ରିମିନାଲ୍ କ୍ଲିନ୍’ ମାଧ୍ୟମରେ ଅପରାଧୀ ଦମନ ଅଭିଯାନ ଓ ୫୦ ପାଖାପାଖି ଏନ୍‌କାଉଣ୍ଟର୍ କରି ସାରିଥିବା ଗଞ୍ଜାମ ପୁଲିସର କିଛି ବଛା ବଛା ଅଫିସର୍ ଏବେ ଅପରାଧୀଙ୍କ ଟାର୍ଗେଟ୍‌ରେ। କିଛି ବର୍ଷ ତଳେ ଅପରାଧୀଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଥିବା ଶେରଗଡ଼ ଥାନା ଓଆଇସିଙ୍କୁ…

ଭାରତର ମାନୁଷୀ ଛିଲ୍ଲର ଭେନେସାଙ୍କୁ ମିସ୍ ୱାର୍ଲଡ ମୁକୁଟ

ମେକ୍ସିକୋର ଭେନେସା ପୋନ୍ସ ଡି ଲିୟନ୍ ୨୦୧୮ ମସିହାର ମିସ୍ ୱାର୍ଲଡ ହୋଇଛନ୍ତି। ଚୀନର ସାନ୍ୟାଠାରେ ଅନୁଷ୍ଠିତ ୬୮ତମ ମିସ୍ ୱାର୍ଲଡ୍ ପ୍ରତିଯୋଗିତାରେ ଭେନେସାଙ୍କୁ ବିଜୟିନୀ ଘୋଷଣା କରାଯାଇଛି। ଗତବର୍ଷର ମିସ୍ ୱାର୍ଲଡ ଭାରତର ମାନୁଷୀ ଛିଲ୍ଲର ଭେନେସାଙ୍କୁ ମିସ୍ ୱାର୍ଲଡ ମୁକୁଟ…

ଖାଲି ସୌନ୍ଦର୍ଯ୍ୟ ନୁହେଁ ବିଭିନ୍ନ ରୋଗ ମଧ୍ୟ ଦୂର କରେ ଘିକୁଆଁରୀ : ଜାଣନ୍ତୁ ଏହାର ଔଷଧୀୟ ଗୁଣ

ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧୀୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଏହା ଯେ ଖାଲି ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରେ । ଆଲୋବେରା ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ସଦୃଶ…

୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ । ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ

ଜଣେ ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ। ଶନିବାର ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍‌…

ବିଦ୍ୟୁତ୍ ତାର ଲାଗି ଚାଷୀ ମୃତ୍ୟୁ

ଯାଜପୁର: କୋରେଇ ଥାନା ତୁଳତୀ ଅଞ୍ଚଳରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରେହେମାନପୁର ଗାଁର ଚାଷୀ ରବିନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ, ବିଦ୍ୟୁତ ତାର ଛିଡ଼ିବାରୁ ଜଳିଗଲା ଧାନ ଫସଲ