Odia News Portal

ପ୍ରୟାଗରାଜରୁ ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ

ଆମ ଆଦମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ସଦସ୍ୟ ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା…

ବିଜେପି ହିଂଜିଳି ପ୍ରାର୍ଥୀଙ୍କ ନାଁରେ ମାମଲା

ବିଜେପିର ହିଂଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ୟ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କଲା ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଂଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ୟ୍ୟ , ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା ଅଭିଯୋଗ ହୋଇଥିଲା…

ମହାନଦୀ ଜଳବିବାଦ ମାମଲାରେ କଣ ଶୁଣାଣି ଦେଲା ଟ୍ରିବ୍ୟୁନାଲ, ଜାଣନ୍ତୁ

ମହାନଦୀ ଜଳବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଆଉ ଥରେ ଆଲୋଚନା ପାଇଁ ଉଭୟ ଓଡିଶା ଏବଂ ଛତିଶଗଡକୁ ନିର୍ଦ୍ଦେଶ ଦିଆଯାଇଛି । ଆପୋସ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି ।…

କିଶୋରଙ୍କ ପାର୍ଥିତ୍ୱ ପାଇଁ ନବୀନଙ୍କ ନିକଟରେ ଦାବି କଲେ ସମର୍ଥକ

ଭୁବନେଶ୍ୱର () କେନ୍ଦ୍ରାପଡାର ବିଧାୟକ କିଶୋର ତରାଇଙ୍କ ସମର୍ଥନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନିଜ ପ୍ରିୟ ନେତା କିଶୋରଙ୍କୁ ପୁଣି ଥରେ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେବାପାଇଁ ଲୋକେ ନିଜର…

ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ

ନିର୍ବାଚନରେ ସ୍ୱଚ୍ଛତା ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟ୍ରମାନେ ସବୁ ତଥ୍ୟ ଜାଣିବା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେହି ବି ଖାତିର କରୁନାହାନ୍ତି। ଏଭଳି କହି ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ କମିଶନ ଓ…

ପୁଣି ଥରେ ମାଆ ହେବେ ଐଶ୍ଚର୍ୟ୍ୟା

ବଲିଉଡ ଅଭିନେତ୍ରୀ ଐଶ୍ଚର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ସ୍ବାମୀ ଅଭିଷେକଙ୍କ ସହ ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୋଆର ଏକ ସି ବିଚର। ଏଠାରେ ଦୁହେଁ ଛୁଟି କାଟିବାକୁ ଯାଇଥିଲେ। ଭାଇରାଲ ହୋଇଥିବା ଏହି ଫଟୋରୁ ଖବର ମିଳିଛି ଯେ ଐଶ୍ଚର୍ୟ୍ୟା ରାୟ ପୁଣିଥରେ ମାଆ…

୧୮ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୧୮ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ପୁରୁଣା ନେତାଙ୍କୁ ପ୍ରାର୍ଥୀ କରାଯାଇଛି । ଟିକେଟ୍ କାଟିବା ଦ୍ବାରା ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ସବୁଠୁ…

ବିଡ଼ିଓଙ୍କୁ ଉଠେଇନେଲେ

ବଲାଙ୍ଗୀର ପୁଇଁତଳା ବିଡ଼ିଓଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଆସି ବିଡ଼ିଓ ସରୋଜ କୁମାର ମିଶ୍ର । ଅଭିଯୋଗ ପରେ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ପୋଲିସ୍ । ସିସିଟିଭି ଆଧାରରେ ଯାଂଚ କରୁଛି ପୋଲିସ୍ । ଅପରାହ୍ନ ୪ରୁ ସାଢ଼େ ୪ଟା ମଧ୍ୟରେ ହୋଇଛି…

ଚୌକିଦାରକୁ ମୌକା ଦିଅ: ମୋଦି

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ଜୟପୁରରେ ମୋଦିଙ୍କ ନିର୍ବାଚନ ପ୍ରଚାର । ଜୟ ଜଗନ୍ନାଥ କହି ମୋଦି ଆରମ୍ଭ କଲେ ଅଭିଭାଷଣ । ଆମ ସରକାରର ସଫଳତାର ହକଦାର ଭାରତର ଜନତା । ମୋ ସରକାରର ୫ବର୍ଷର ସଫଳତାର ଶ୍ରେୟ ଦେଶବାସୀଙ୍କର । ପଦ୍ମ ପୁରସ୍କାର…

ବିଜେପି ପ୍ରାର୍ଥୀ ବିଜେଡିରେ

ବିଜେଡିରେ ଯୋଗଦେଲେ ଭାଗିରଥୀ ସେଠୀ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡି ଦଳରେ ଯୋଗଦେଇଛନ୍ତି । ତେବେ ଭାଗିରଥୀ ଆନନ୍ଦପୁରରୁ ଲଢିବା ପାଇଁ ବିଜେପିରୁ ଟିକେଟ୍ ପାଇଥିଲେ । ତେବେ ସେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ସୂଚାଯୋଗ୍ୟ ଯେ,…