Odia News Portal

କେନ୍ଦ୍ରାପଡ଼ା ବିଜେପି ସଭାପତି ଅଟକ

କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ବିଜେପି ସଭାପତି ହେଉଛନ୍ତି ଦୁର୍ଯ୍ୟୋଧନ ସାହୁ। ଶନିବାର ଦିନ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ସରୁମୁହିଁ ପେଟଛଲା ଠାରେ ବସୁଧା ପାନୀୟଜଳ…

ଦାମୋଦର ରାଉତଙ୍କ ନାଁରେ ଏତଲା

କଟକ: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ନାଁରେ ଏତଲା । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ପାଇଁ ଏତଲା, ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ।

ଚଣ୍ଡିଖୋଲରେ ପେଟ୍ରୋଲିୟମ ରିଜର୍ଭ ନିର୍ମାଣ ପ୍ରସଙ୍ଗ: ୬୫୦୦ କୋଟିର ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବାକୁ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ (ଏସ୍ପିଆର୍) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୁକ୍ରବାର ଦିନ…

ରାସ୍ତା ପ୍ରସସ୍ତି କରଣ ପାଇଁ ଜବର ଦଖଲ ଉଛେଦ

ଖୋର୍ଦ୍ଧା: ରାସ୍ତା ପ୍ରସସ୍ତି କରଣ ପାଇଁ ପଲ୍ଲାହାଟ ଠାରୁ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ଜବର ଦଖଲ ଉଛେଦ କରାଯାଇଛି ।ଏହି ଜବରଦଖଲ ଉଛେଦ ସମୟରେ ନିଜେ ତହସିଲଦାର ଉପସ୍ଥିତ ଥିଲେ । କୌଣସି ପ୍ରକାର ଗଣ୍ଡଗୋଳ ତଥା ବିଶୃଖଂଳା ଉପୁଜିବା ଆଶାଙ୍କାରେ ପୋଲିସ ପ୍ରସାସନ ମଧ୍ୟ ଉପସ୍ଥିତ ଥିଲେ । ଫଳରେ…

କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଓ ସଚେତନତା

ପାରାଦ୍ୱୀପ: ଭାରତ ସରକାରଙ୍କ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସ୍ଥାନୀୟ ଏମ୍ପାୟାର୍ସ ହୋଟେଲ ସମ୍ମିଳନୀ କକ୍ଷରେ ମଧ୍ୟମ , କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ଏକ ତାଲିମ ଓ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ

ଭୁବନେଶ୍ବର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ ୧୩ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ। ୧୫ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପୂର୍ବ ଓ ଦକ୍ଷିଣ ଭାରତ…

ଭୁବନେଶ୍ୱର ଫେଷ୍ଟରେ ହାସ୍ୟରସର ଫୁଆରା

ଭୁବନେଶ୍ୱର, ୭ ଡିସେମ୍ବର, ୨୦୧୮:  ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟ ସୃଷ୍ଟି କରିଛି ସଫଳତାର ୭ମ  ସନ୍ଧ୍ୟା । ଅସଂଖ୍ୟ ଦର୍ଶକ ୭ମ ଦିନର କାର୍ଯ୍ୟକ୍ରମରେ ହୋଇଛନ୍ତି ଚକିତ । ଭୁଫେଷ୍ଟୋ- ଅନ୍ତର୍ଜାତୀରୟ ଷ୍ଟୋରୀ ଟେଲିଂ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ଦର୍ଶକ ବିପୁଳ ଉତ୍ସାହ ମଧ୍ୟରେ ୩…

ରାଜଧାନୀର ଆପାର୍ଟମେଣ୍ଟରେ ସେକ୍ସ କାରବାର : ୩ ଯୁବତୀ ଉଦ୍ଧାର, ୩ ଯୁବକ ଗିରଫ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ବାରମ୍ବାର ଚଢ଼ଉ ପରେ ଗତ କିଛିଦିନ ହେବ ରାଜଧାନୀରେ ସେକ୍ସ ର‍୍ୟାକେଟ୍‌ କାରବାର ଧିମା ହୋଇଥିବା ବେଳେ ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛି। ଆଜି ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ସହଯୋଗରେ ସମ୍‌ ହସ୍ପିଟାଲ ପାଖରେ ଥିବା ଏକ ଆପାର୍ଟମେଣ୍ଟରେ ସେକ୍ସ…

କାମ ଦେଲା ନବୀନ କରିସ୍ମା, ବିରୋଧୀଙ୍କ ବଲ ଷ୍ଟାଡିୟମ ବାହାରେ

ଭୁବନେଶ୍ବର () ବିଜାତଳାରେ ବାଜି ମାରିଲା ବିଜେଡି । ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ପ୍ରାୟ ସାଢେ ତିନି ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ । ସେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କୁ 4212 ଖଣ୍ଡ ଭୋଟରେ ହରାଇଛନ୍ତି । ଆଜି ଏହି…

ମଡେଲଙ୍କୁ ଅଶ୍ଳୀଳ ଫଟୋ ଫଠାଇ ଜେଲ ଗଲେ ମିକା

ପ୍ରସିଦ୍ଧ ବଲିଉଡ୍ ଗାୟକ ମିକା ସିଂହ ଦୁବାଇରେ ଗିରଫ । ବ୍ରାଜିଲ୍ର ଜଣେ ମଡେଲଙ୍କର ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ମିକା ସିଂହ । ମଡେଲ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମିକାଙ୍କୁ ଗିରଫ କରିଛି । ମିକା ସିଂହ ଗିରଫ ହେବା ପରେ ଦୁଃଖୀ ହୋଇଛନ୍ତି ରାକ୍ଷୀ ସାଓ୍ଵନ୍ତ…