Odia News Portal

ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ

ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଜାତୀୟ ସଙ୍ଗୀନ ଗାନ ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡ଼ିଲେ । ମହାରାଷ୍ଟ୍ରର ଅହମ୍ମଦନଗର ମହାତ୍ମାଫୁଲେ କୃଷି ବିଦ୍ୟାପୀଠର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତରେ ଶର୍କରା…

ଦୁର୍ଘଟଣାରେ ବାଇକି ଚାଳକର ମୃତ୍ୟୁ

ପିପିଲି:  ପୁରୀ ଭୂବନେଶ୍ବର ଜାତୀୟ ରାଜପଥର ଗୁଡିଆ ପୋଖରୀ ଛକ ନିକଟରେ ଏକ ବାଇକି ଚଳାଇ ଆସୁଥିବା ଯୁବକଟି ଡିଭାଇଡରରେ ପିଟି ହୋଇ ଗୁରୁତର ଅବସ୍ଥା ତଳେ ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଉତ୍ତରା ଫାଣ୍ଡି ଅଧିକାରି ପହଂଚି ଗୁରୁତର ଯୁବକଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ…

ଜଗନ୍ନାଥଙ୍କୁ ଦର୍ଶନ କଲେ ଅନିଲ

ଭୁବନେଶ୍ବର: ହକି ପାଇଁ ସାରା ବିଶ୍ୱ ର ନଜର ଏବେ ଓଡିଶା ଉପରେ ରହିଛି Iଶାହରୁଖ ,ସଲମାନ ,ମାଧୁରୀ .ଏ ଆର ରହମାନ ଙ୍କ ଭଳି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଓଡିଶା ଆସି ହକି ପାଇଁ ପ୍ରଚାର କରିବା ପରେ ଗତକାଲି ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଅନିଲ…

ଜାତୀୟ ସ୍ତରରେ ବି ‘ନବୀନ ଫ୍ୟାକ୍ଟର’

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣକୁ ସମର୍ଥନ ଦେଲା ଜେଡିୟୁ । ନବୀନ ଏହି ସଂରକ୍ଷଣ ପ୍ରସ୍ତାବ ଉପରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡିଥିଲେ । ଏଥିସହ ସବୁ ରାଜନୈତିକ ଦଳର ମଧ୍ୟ ସମର୍ଥନ ପାଇଁ ଉଦ୍ୟମ…

ବାବା ସାହେବଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

ଢେଙ୍କାନାଳ: ମା' ଲଙ୍ଗବାଉତୀ ଟ୍ରକ ଓ ଟ୍ରଲର ମାଲିକ ଉନ୍ନୟନ ସଂଘ, ନରେନ୍ଦ୍ରପୁର, କଣ୍ଟାବଣିଆ, ଢେଙ୍କାନାଳ, ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ସାହେବଙ୍କ ୬୩ ତିରୋଧାନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ରାଜ୍ୟ…

ଦୁଇ ପକ୍ଷୀ ଶିକାରୀ ଗିରଫ

ଖୋର୍ଦ୍ଧା: ଟାଗିଂ ବନ୍ୟପ୍ରାଣୀ ବିଭାଗର ଭୂଷଣ୍ଡପୁର ଘେରି ବନ୍ଧ ଅଂଚଳରେ ବାରମ୍ବାର ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟବିଭାଗ କର୍ମଚାରୀ ମାନେ ଦୁଇଜଣ ପକ୍ଷୀ ଶିକାରୀଙ୍କୁ ଗିରଫକରି ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ତିନୋଟି ମୃତ ବିଦେଶାଗତ ପକ୍ଷୀ ଜବତକରି କୋର୍ଟ ଚାଲାଣ…

ଶବ ରଖି ଟାୟାର ଜାଳି ରାସ୍ତାରୋକ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ କାମକରୁଥିଵା ଚେନ୍ନାଇ ରାଧା କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ଵାଵୁଲି ପଲେଇଙ୍କ ମୄତ୍ୟୁ ଘଟିଛି । ଵାଵୁଲିଙ୍କ ଘର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ବୋଲି ଜଣାପଡିଛି। ତେବେ ଦିର୍ଘଦିନ ହେବ ଏହି କମ୍ପାନୀରେ କାମକରି ଆସୁଥିଲେ, ସେ…

ଜେଲରୁ ମୁକୁଳିଲେ ଅଭିଜିତ ଆୟର

ଭୁବନେଶ୍ବର: ହାଇକୋର୍ଟଙ୍କ ପରେ  ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଏହା ପରେ ଜେଲ୍‌ରୁ…

ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ ସିଂହ ନୂଆ ସୂଚନା ଲୋକ ସମ୍ପର୍କ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର୍ ସଞ୍ଜୟ କୁମାର ସିଂହଙ୍କୁ ସୂଚନା ଓ ‌ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏ ସଂକ୍ରାନ୍ତୀୟ ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ସିଂହ…

ସାଇକେଲ ଟ୍ରେଲରେ ନନ୍ଦନକାନନ

ଭୁବନେଶ୍ୱର () ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ସାଇକେଲ ଟ୍ରେଲ ପ୍ରତି ଧୀରେ ଧୀରେ ଭଢୁଛି ଆଗ୍ରହ । ଏହି ଟ୍ରେଲରେ ଆଜି ସେଣ୍ଟ ଜୋସେଫ ସ୍କୁଲର 10 ଜଣ ଛାତ୍ର ନନ୍ଦନକାନାନ ପ୍ରାଣୀ ଉଦ୍ୟାନକୁ ବୁଲିଯାଇଥିଲେ । opସ୍ମାର୍ଟ ସିଟିରେ…