Odia News Portal

ଦୁଇଦିନିଆ ଗସ୍ତରେ ଆସିବେ କଂଗ୍ରେସ ସଭାପତି

ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଦୁଇଦିନିଆ ଗସ୍ତରେ ଆସିବେ କଂଗ୍ରେସ ସଭାପତି ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲ ବିଭିନ୍ନ ସଭାରେ ଯୋଗ ଦେବେ । ସେଠାରେ କର୍ମୀଙ୍କ ଯୋଶ ବଢ଼ାଇବା ପାଇଁ ଉଦବୋଧନ ଦେବେ ରାହୁଲ । ତେବେ କେତେ ତାରିଖରେ ସେ ଓଡିଶା ଆସିବେ ତାହା…

ଓଡ଼ିଆ ପୁଅ ଶିବ ସୁନ୍ଦର ସ୍ବାଇଁଙ୍କୁ ସମାଜ ସେବା କ୍ଷେତ୍ରରେ ଡକ୍ଟରେଟ ଉପାଧି

ଭୁବନେଶ୍ବର : ଓଡିଶା ମାଟିର ଓଡ଼ିଆ ପୁଅ ଶ୍ରୀଯୁକ୍ତ ଶିବ ସୁନ୍ଦର ସ୍ୱାଇଁଙ୍କୁ ସମାଜ ସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ କାର୍ଯ୍ୟକ୍ରମ ସମୟରେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଭୁବନେଶ୍ୱର ଶିଶୁପାଳଗଡ଼ର ଡ଼.ଶିବ ସୁନ୍ଦର ସ୍ୱାଇଁ ନିଜର ଜୀବନକୁ ସମାଜ ସେବା କ୍ଷେତ୍ରରେ ସମର୍ପଣ…

ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି l ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି l ଶ୍ରୀ…

ଶ୍ରୀକାନ୍ତ ଜେନାଙ୍କୁ ଭାରି ପଡିଲା ଚକ୍ରାନ୍ତ

ଭୁବନେଶ୍ବର () ପ୍ରଦେଶ କଂଗ୍ରେସ ବିରୋଧରେ ଚକ୍ରାନ୍ତ ଭାରି ପଡିଲା ଶ୍ରୀକାନ୍ତ ଜେନାଙ୍କୁ । ଦଳର ଇସ୍ତାହାର କମିଟିରୁ ତାଙ୍କୁ ହଟେଇ ଦେଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଅନୁମୋଦନ ପରେ ନୂଆ ଇସ୍ତାହାର କମିଟିର ତାଲିକା ପ୍ରକାଶ ପାଇଛି । ଶ୍ରୀକାନ୍ତଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ…

ମହିଳା ସଶକ୍ତିକରଣରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡିଲେ

ଭୁବନେଶ୍ବର () ମହିଳା ସଂରକ୍ଷଣ ବିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗି ଦେଇଛନ୍ତି । ଏଥିସହିତ ମହିଳା ସଶକ୍ତିକରଣରେ ସର୍ବଭାରତୀୟ ସ୍ତରରେ ନବୀନ ସାଜିଛନ୍ତି ଆଇକନ । କାରଣ ଗତକାଲି ଦେଶର 22ଟି ରାଜନୈତିକ ଦଳର ମୁଖ୍ୟମାନଙ୍କ ସହମତି…

ନାବାଳିକାକୁ ବଳାତ୍କାର ଉଦ୍ୟମ, ଥାନାରେ ଏତଲା ପରେ ଯୁବକ ଗିରଫ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଏକ ବସ୍ତିରେ ଜଣେ ଯୁବକ ଗତକାଲି ଦିବା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବାଳିକା କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ । ସାହି ଲୋକ ଜାଣି ପାରି ଏହାର ବିରୋଧ କରିଥିଲେ । ଆଜି ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ତଥା ଓଡିଶା…

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣା, ଅଭିଯୁକ୍ତ ଦୁଇ ଯୁବତୀ ଗିରଫ

କଣ୍ଟାପଡା: ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବର ବରମୁଣ୍ତାର ଜଣେ ୨୧ ବର୍ଷୀୟା ଯୁବତୀ ଏବଂ ଅନ୍ୟ ଜଣେ ୨୦ ବର୍ଷର…

 ଆକାଶରେ ଡ୍ରୋନ୍‌ ଉଡ଼ାଣକୁ ନେଇ ନୂଆ ନିୟମ

ଭୁବନେଶ୍ବର: ୨୫୦ ଗ୍ରାମ୍‌ରୁ କମ୍‌ ଓଜନର ନାନୋ ଡ୍ରୋନ୍‌ ମାଲିକ ଥାନାରୁ ଏଥିପାଇଁ ଅନୁମତି ଆଣିବେ। କିନ୍ତୁ ୨୫୦ ଗ୍ରାମ୍‌ରୁ ଅଧିକ ଓଜନର ଡ୍ରୋନ୍‌ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିବ। ଗତ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଜାରି ପରେ ଏବେ ଓଡ଼ିଶା…

ସରିଲା କୋଣାର୍କ ମହୋତ୍ସବ : କଥକ ଓ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

କୋଣାର୍କ : ୨୮ତମ କୋଣାର୍କ ନୃତ୍ୟୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ପାଞ୍ଚ ଦିନ ବ୍ୟାପୀ ଚାଲିଥିବା କୋଣାର୍କ ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ନୃତ୍ୟାଙ୍ଗନାମାନେ ପୌରାଣିକ କଥାବସ୍ତୁ ଆଧାରରେ ପରିବେଷଣ କରିଥିବା ନୃତ୍ୟାଭିନୟ ବେଶ ସ୍ମରଣୀୟ ହୋଇଥିଲା। କଥକ ନୃତ୍ୟରେ…

ଭିଜିଲାନ୍‌ସ ପଞ୍ଝାରେ ପ୍ରୋଗ୍ରାମ୍‌ ଅଫିସର

ଭଦ୍ରକ: ଭଦ୍ରକ ଜିଲ୍ଲା ଡିଆର୍‌ଡିଏ କାର୍ଯ୍ୟାଳୟର ପ୍ରୋଗ୍ରାମ୍‌ ଅଫିସର ସଂଦୀପ ମହାନ୍ତିଙ୍କ ନାମରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଚଢ଼ଉ ଜାରିରହିଛି। ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପି ସୁନୀଲ ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ସଙ୍ଗରେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ…