Odia News Portal

ଦିଲ୍ଲୀକୁ ୨୫କୋଟି ଜରିମାନା

ପ୍ରଦୂଷଣ ରୋକିବା ଦିଗରେ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଏନଜିଟି ଦିଲ୍ଲୀ ସରକାରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉପରେ ରୋକ ଲଗାଇବାରେ ଅସଫଳ ହେବା ପରେ ଜାତୀୟ ହରିତ୍ ନ୍ୟାୟାଧିକରଣ ଦିଲ୍ଲୀ ସରକାର ଉପରେ ୨୫…

୧ କେଜି ୧ ଟଙ୍କା

୪ମାସ ଝାଳ ବୁହାଇ ଅମଳ ଫସଲକୁ ବିକ୍ରି କରି ଭଲ ଦିପଇସା କମାଇବା ଲକ୍ଷ୍ୟରେ ଥିଲେ ଚାଷୀ । ହେଲେ ଅଭାବୀ ବିକ୍ରି ଏବେ ଚାଷୀଙ୍କ ଅଂଟାକୁ ଭାଙ୍ଗିଦେଇଛି । ହୋଲସେଲ ବଜାରରେ କିଲୋ ପିଛା ମାତ୍ର ୧ଟଙ୍କାରୁ ଦେଢ଼ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏହାକୁ ନେଇ ଚିନ୍ତାରେ ପଡିଛି ଧାର ଉଦ୍ଧାର…

କ୍ୟାପିଟାଲ୍ ହସ୍ପିଟାଲରେ ନବୀନ କଲେ ନିଜର ଚିକିତ୍ସା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦାନ୍ତ ପରୀକ୍ଷା କରିଛନ୍ତି। ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଦାନ୍ତ ପରୀକ୍ଷା କରାଇଥିଲେ ବୋଲି ସୂଚନା ମିଳିଛି । ପ୍ରାୟ ଅଧଘଣ୍ଟା ରହିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରୁ ଚାଲି ଯାଇଥିଲେ…

40 ବର୍ଷ ତଳୁ ଶ୍ରୀମନ୍ଦିରରେ ତୁରୁପତି ପ୍ରଥା ପ୍ରଚଳନର ଉଦ୍ୟମ … କେମିତି ପଢନ୍ତୁ

ଗଜପତି ମହାରାଜଙ୍କ ଛେରା ପହଁରା ନୀତିର ଉଚ୍ଛେଦ ପାଇଁ ହୋଇଥିଲା ସୁପାରିଶ ଭୁବନେଶ୍ବର () ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ଏବେ ରାଜ୍ୟ ସରକାରଙ୍କ ଠାରୁ ସୁପ୍ରିମ କୋର୍ଟଙ୍କ ଯାଏଁ କେତେ କଣ ତର୍ଜମା ହେଉଛି, ରିପୋର୍ଟ ଆସୁଛି, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ହେଉଛି  । ହେଲେ ୪୦ବର୍ଷ ତଳେ…

‘ଡାର୍କ ୱେବ’ରେ ବୁଲୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ … କେମିିତି ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟର ପ୍ରାୟ ସାଢେ ଚାରି କୋଟି ଲୋକଙ୍କର ଆଧାର ତଥ୍ୟ ଚୋରି ହୋଇଯାଇଛି । ବାୟୋମେଟ୍ରିକ ଆଧାର ତଥ୍ୟ ୟୁନିକ୍‍ ଆଇଡେଣ୍ଟିଫିକେସନ ଅଥରିଟୀ ଅଫ୍‍ ଇଣ୍ଡିଆ (ୟୁଆଇଏଆଇ) ନିକଟରେ ସୁରକ୍ଷିତ ଭାବେ ରହିଥିବାବେଳେ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକରମାନେ ରାଜ୍ୟ ସରକାରଙ୍କ ସର୍ଭରରୁ…

ସିଙ୍ଗିଙ୍ଗ ସେନସେସନ ସୋନାଙ୍କ ଯାଦୁରେ ଝୁମିଲେ ଦର୍ଶକ

ଭୁବନେଶ୍ୱର () ଭୁବନେଶ୍ୱର ସିଟି ଫେଷ୍ଟିଭାଲର ତୃତୀୟ ସଂଧ୍ୟା, ନାଚିଲେ, ଗାଇଲେ, ଓ ନଚେଇଲେ ବଲିଉଡ଼ କଣ୍ଠଶିଳ୍ପୀ ସୋନା ମହାପାତ୍ର। ପିଲାଦିନେ ନିଜର ଅନୁଭୂତି ଓ ମାକୁ ବୋଉ ବୋଲି ଡାକିବାର ପୁରୁଣା ସ୍ମୃତି ଦୋହରାଇଥିଲେ ସୋନା। 10 ରୁ 15 ହଜାର ଦର୍ଶକଙ୍କ ଉପସ୍ଥିତି ଓ ସୋନାଙ୍କ ସଙ୍ଗୀତରେ…

ରାଜଧାନୀରେ ‘ଜମ୍ପ ଚ୍ୟାଲେଞ୍ଜ’ ମାନିଆ

ଭୁବନେଶ୍ୱର () ମନ୍ଦିରମାଳିନୀ ଭୁବନେଶ୍ୱର ଏବେ ସ୍ମାର୍ଟ ହେଇଯାଇଛି । ସହରର ବିଭିନ୍ନ ସ୍ଥାନରେ ରଙ୍ଗୀନ ବିଷୟବସ୍ତୁ ଆଧାରିତ ଚିତ୍ର ସହ ସର୍ବସାଧାରଣ ସ୍ଥାନରେ ଲୋଭନୀୟ ଓ ଆକର୍ଷଣୀୟ ନିର୍ମାଣ ଏବଂ ସର୍ବସାଧାରଣ ସ୍ଥାନର ପୁନର୍ବିନ୍ୟାସ ପୁରା ସହରକୁ ନୂଆ ରୂପରେ ସଜେଇଛି । ବିଶ୍ୱକପ ହକିର…

ବାସନ ଚମକାଇବା ଟମାଟୋ ସସ୍, କେମିତି ପଢନ୍ତୁ

ଟମାଟୋ ସସ୍ ବା କେଚଅପ୍ ଖାଲି ଯେ ଖାଇବାର ସ୍ବାଦ ବଢ଼ାଇଥାଏ ତାହା ନୁହଁ ଏହା ଘରକୁ ସୁନ୍ଦର ଏବଂ ଚମକଦାର କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ମିଳିଥିଏ ଅନେକ ଭଲ ଗୁଣ। ଯାହା ବାସନରେ ରହିଥିବା ଦାଗରୁ ଦେଇଥାଏ ମୁକ୍ତି। ଆଜି ଆମେ ଚମାଟୋ ସସ୍ ବା କେଚଅପ ଦ୍ବାରା କିପରି ଘର ଚମକାଇବେ ତାହା…

୬ମାସ ପରେ ସୋନାଲି ଖୁସି

କିଛି ମାସ ପୂର୍ବେ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭାରତ ଫେରିଛନ୍ତି ।ସେ ଆମେରିକାର ନ୍ୟୁୟର୍କ ସହରରେ କରାଉଥିଲେ ନିଜର ଚିକିତ୍ସା । ଏଥିମଧ୍ୟରେ ସୋନିଲାଙ୍କ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ତାହା ବହୁ ସଂଖ୍ୟାକ ଭାଇରାଲ ମଧ୍ୟ ହୋଇଥିଲା।…

ସ୍ପେନ-ଫ୍ରାନ୍ସ ମ୍ୟାଚ ଡ୍ର

କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ୱ କପ ହକି ଆଜି ଫ୍ରାନ୍ସ –ସ୍ପେନ ତୀବ୍ର ପ୍ରତିଦ୍ୱ ହୋଇଥିଲା । ଏହି ମ୍ୟାଚ ୧-୧ ସହିତ ସମାପ୍ତ ହୋଇଥିଲା । ଫ୍ରାନ୍ସକୁ ଦମଦାର ଜବାବ ଦେଇଥିଲା ସ୍ପେନ । ଫ୍ରାନ୍ସ ପକ୍ଷରୁ ପ୍ରଥମେ ଗୋଲ ଦିଆଯାଇଥିଲା, ତେବେ ସ୍ପେନ ପକ୍ଷରୁ ଏକ ଗୋଲ ଦିଆଯାଇ ସ୍କୋରକୁ…