Odia News Portal

ରାଜ୍ୟ ସରକାରୀଙ୍କ ଦଶହରା ଉପହାର : ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତା

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର ଦେଲେ ରାଜ୍ୟ ସରକାର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କଲେ ସରକାର । ମୋଟ ୯ ପ୍ରତିଶତରେ ପହଞ୍ଚିଲା ମହଙ୍ଗା ଭତା । ପୁର୍ବରୁ ୭ ପ୍ରତିଶତ ଥିଲା ମହଙ୍ଗା ଭତା । ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ…

ବନ୍ୟାବିତ୍ପତି ବେଳେ କେବିସିରେ ନବୀନଙ୍କ ଯୋଗକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା

କୌନ୍ ବନେଗା କୋରଡପତି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଯେତେବେଳେ ଝଡ ଚାଲିଥାଏ , ସେତେବେଳେ ମୁଖ୍ୟମନ୍ତ୍ରୀ କେବିସି ସେଟରେ ବସି ନିଜର ଆତ୍ମପ୍ରଚାର କରୁଥିଲେ ବୋଲି କହିଛନ୍ତି…