ଝିଅ ପାଇଁ ବାପା ମା’ଙ୍କ ଆତ୍ମହତ୍ୟା
ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି।
ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ…