ଶିଳ୍ପପତିଙ୍କ ନୂଆ ଆକର୍ଷଣ ‘ନବୀନ ଓଡିଶା’
ଭୁବନେଶ୍ୱର () : ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଶିଳ୍ପ ମହାକୁମ୍ଭ । ଦେଶ ବିଦେଶର ନାମୀଦାମୀ ଶିଳ୍ପପତି ଓ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗଦେବେ । ଓଡ଼ିଶାରେ ଶିଳ୍ପର ବିକାଶ ସାଙ୍ଗକୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି…