Odia News Portal

ଓଡ଼ିଶା ପୁଲିସର ସଫଳତା ୫ ମାଓବାଦୀଙ୍କର ମୃତ୍ୟୁ

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପପୁଲୁରୁ ଅଞ୍ଚଳରେ ପୁଲିସ୍ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି। ଏମାନଙ୍କ ପରିଚୟ ମିଳିନି, କିନ୍ତୁ ଏମାନେ ବଡ଼ ବଡ଼ ରାଙ୍କର ବୋଲି ସୂଚନା ମିଳିଛି। ଏମାନେ…

ସବୁ ବ୍ଲକରେ ହେବ ଆଷ୍ଟ୍ରୋଟର୍ଫ

ଭୁବନେଶ୍ୱର-- ରାଜ୍ୟର ସବୁ ବ୍ଲକ୍ରେ ଆଷ୍ଟ୍ରୋଟର୍ଫ ଗଠନ କରାଯିବ । ଏହାଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ଯାହାକି ରାଜ୍ୟରେ ହକିର ଏନ୍ତୁଳିଶାଳ ବୋଲି ବିବେଚନା କରାଯାଏ ସେଠାରେ ସର୍ବାଧିକ ଆଷ୍ଟ୍ରୋଟର୍ଫ ଗଠନ କରାଯିବ । ଏହାଦ୍ୱାରା ଏଠାରୁ ପୁଣି ଥରେ ବିଶ୍ୱସ୍ତରୀୟ ହକି ଖେଳାଳିମାନେ ରାଜ୍ୟ ଓ…

ସୁନା କିଣିବା ବେଳେ କେମିତି ମାପିବେ ସୁଦ୍ଧତା ?

ଆସନ୍ତାକାଲି ଧନତେରସ । ଏହା ଏକ ପବିତ୍ର ଦିନ ଭାବେ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ ଏହି ଦିନରେ ନୂଆ ଜିନିଷ ପୂଜା କଲେ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଥି ପାଇଁ ସମସ୍ତେ ଏହି ଦିନକୁ ଶୁଭ ବୋଲି ମାନିଥାନ୍ତି । ଏହି ଦିନରେ ଲୋକେ ସୁନା କିଣିବାକୁ ପସନ୍ଦ କରିଥାନ୍ତି । ସୁନାର ମୂଲ୍ୟ…

ପୁଣି ଭାଇରାଲ ହେଲା

ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ବେଙ୍ଗାଲୁରୁର ଜଣେ ମହିଳା ପର‌୍ୟ୍ୟଟକ ଏହି ଫଟୋକୁ ନିଜ ଫେସ୍ବୁକ୍ରେ ଅପ୍ଲୋଡ୍ କରିଛନ୍ତି । ମହିଳା ପର‌୍ୟ୍ୟଟକଙ୍କ ନାଁ ମେଘା ଲୁଥ୍ରା । ସେ ଇଣ୍ଡିଗୋ ଏୟାରଲାଇନ୍ସର କ୍ୟାବିନ୍ କର୍ମଚାରୀ ଭାବେ କାର‌୍ୟ୍ୟ କରୁଛନ୍ତି ଏବଂ ଜଳନ୍ଧରରେ…

ପୁଣି ବାଙ୍କା ବୁଲେଇଦେଲା ସୁନ୍ଦରୀ

ହାତୀ ଯଶୋଦା ପିଠିରେ ବସି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଗୁଳି ମାରିଲା ବିଶେଷଜ୍ଞ ଟିମ୍ । ହେଲେ ଧରାଦେଲାନି ବାଘୁଣୀ । ସାତକୋଶିଆରେ ବାଘୁଣୀକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ସୁନ୍ଦରୀ । ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦାର ସାହାରା ନେଉଛି ମଧ୍ୟପ୍ରଦେଶର ବିଶେଷଜ୍ଞ…

ସୋଶାଲ୍ ମିଡିଆରେ ଜୀବନସାଥୀ ଖୋଜୁଛନ୍ତି କି ?

ଆଜିକାଲି ଦୁନିଆରେ ସୋଶାଲ୍ ମିଡିଆର ଗୁରୁତ୍ୱ ଅଧିକ ରହିଛି । ଲୋକେ ସୋଶାଲ୍ ମିଡିଆରେ ସମୟ କଟାଇବାକୁ ବେଶୀ ପସନ୍ଦ କରିଥାନ୍ତି । ବିଶେଷ କରି, ଏବେ ଯୁବପିଢି ଏବଂ କିଶୋର କିଶୋରୀମାନଙ୍କୁ ସୋଶାଲ୍ ମିଡିଆରେ ସମ୍ପର୍କ ତିଆରି କରିବାର ନିଶା ଘାରିଛି। କେହି କେହି ସୋଶାଲ୍ ମିଡିଆରେ ନିଜ ପାଇଁ…

କଞ୍ଚା ଲଙ୍କା ଖାଇଲେ ଓଜନ କମେ

ଆଜିକାଲି ସମୟରେ ସୁସ୍ଥ ରହିବାକୁ ହେଲେ ଫିଟ ରହିବାକୁ ପଡିଥାଏ । ମଣିଷ ବ୍ୟସ୍ଥ ଜୀବନରେ ଫିଟ ରହିବା ବହୁତ କଷ୍ଟ ହୋଇଥାଏ । ଓଜନ ବଢିଲେ ମଣିଷ ଅସୁସ୍ଥ ହେବା ସହ ଅଳଶୁଆ ମଧ୍ୟ ହୋଇଥାଏ । ଯାହାପାଇଁ ଅନେକ ରୋଗରେ ପୀଡିତ ହୋଇଥାଏ । ଯଦି ଆପଣ ଏହି ସମସ୍ୟା ଅଛି ତେବେ ଚିନ୍ତା କରନ୍ତୁନି । ଆମେ…

ବାଘ ମୃତ୍ୟୁ ମାମଲା ୪ ଜଣଙ୍କୁ ଗିରଫ

ଦେବ୍ରୀଗଡ଼ ଅଭୟାରଣ୍ୟରେ ମୃତ ବାଘ କଲରାପତରିଆ ନୁହେଁ, ମହାବଳ । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର । ଏହି ଘଟଣାରେ ଖଜୁରିଆ ଗାଁର ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ବାଘର ନିଶ ଓ ପଞ୍ଜରା ଜବତ ହୋଇଛି । ଗିରଫ ମାନେ ହେଲେ ଜକିରିଆ ଟିଡୁ, ଗୌରୀ…

ରାତିରେ ଜନ୍ମ ବ୍ୟକ୍ତିଙ୍କ ସ୍ୱଭାବ ଜାଣନ୍ତୁ

କୌଣସି ବ୍ୟକ୍ତିର ସ୍ୱଭାବ କିପରି ଏହା ବ୍ୟକ୍ତିର ଜନ୍ମ ସମୟ ଓ ମାସ ଉପରେ ନିର୍ଭର କରିଥାଏ । ମାସ ଓ ସମୟ ନେଇ ବ୍ୟନ୍ତି ଭିନ୍ନ ଭିନ୍ନ ସ୍ୱଭାବର ହୋଇଥାଏ । ଏହି ସ୍ୱଭାବ ବ୍ୟକ୍ତିର ଜୀବନ ଶୈଳୀ ଉପରେ ପ୍ରଭାବ ମଧ ପକାଇଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ମାସ ଓ ସମୟ ଜାଣିଲେ ବ୍ୟକ୍ତିର…

ଶବଯାତ୍ରା ଦେଖିଲେ କଣ କରିବେ ?

ଆପଣବି ଜାଣିଛନ୍ତି ପୃଥିବୀରେ ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ । ଭଗବାନ ମଧ୍ୟ ମଣିଷ ଜନ୍ମ ନେଇ ମୃତ୍ୟୁ ବରଣ କରିଥିଲେ । ତେବେ ଆପଣ ବି ଅନେକ ସମୟରେ ବାଟରେ ଯାଉଥିବା ଶବଯାତ୍ରା ଦେଖିଥାନ୍ତି । ତେବେ ଅପଣ ବି ଦେଖିଥିବେ କି ଶବଯାତ୍ରା ରେ ରାମନାମ ସତ୍ୟ ହେ ଶଦ୍ଦ ର ପ୍ରୟୋଗ ହୋଇଥାଏ…