Odia News Portal

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ , ଗଲାଣି ୮ ଜଣଙ୍କ ଜୀବନ

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ । ରାସ୍ତାଘାଟରେ ଲହଡି ମାରୁଛି ବନ୍ୟାପାଣି । ଗତକାଲି ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଇଛି ନଦୀର ଜଳସ୍ତର । ଏଥିପାଇଁ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ ବର୍ଷା ଓ ବନ୍ୟା ଯୋଗୁଁ ଅତି କମରେ ୮ ଜଣଙ୍କର

ବିମାନରେ ଲାଗିଲା ନିଆଁ, ୧୮ ମୃତ

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ନେପାଳରେ ଏହି ଦୁର୍ଘଟଣା ଘଟିଛି। ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା

ନକଲି ସସ୍ କାରଖାନା ଠାବ

ଭୀମଟାଙ୍ଗିରେ ଏକ ନକଲି ସସ୍ କାରଖାନା ଠାବ ହୋଇଛି । କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ବାଡର ଚଢାଉରେ ଏଠାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ ହୋଇଛି । କାରଖାନାରୁ ସସ୍ ତିଆରିରେ ବ୍ୟବହୃତ କଞ୍ଚାମାଲ ସହ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସସ୍ ଉପରେ ଅମ୍ରିତା

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ୍

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଅପରାହ୍ନରେ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ବିଜେଡି, କଂଗ୍ରେସ ସଦସ୍ୟ ଗୃହରେ ହୋହଲ୍ଲା କରିଥିଲେ। ବିଜେଡ଼ି ଓ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି ଦେଇଥିଲେ। ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ

ପୁନଃର୍ବାର ପରୀକ୍ଷା ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନିଟ୍ ପେପର ଲିକ୍ ମାମଲାରେ ମଙ୍ଗବାର ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ପୁନଃର୍ବାର ପରୀକ୍ଷା ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ । ନିଷ୍ପତ୍ତି ଶୁଣାଇବା ସମୟରେ ସିଜେଆଇ ଚନ୍ଦ୍ରଚୁଡ଼ କହିଛନ୍ତି କି କେନ୍ଦ୍ର ସରକାର, ଏନଟିଏ ନିଜର କଥା ରଖିଛି । ସିବିଆଇର ଅତିରିକ୍ତ

ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ

ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁ ଜିଲ୍ଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବିଧାନସଭାରେ ବିବୃତ୍ତି ରଖିବା ବେଳେ ୨୪ ବର୍ଷରେ ପେସା ଆଇନ ଲାଗୁ

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମରେ ସ୍ତ୍ରୀକୁ ତାର ସ୍ୱାମୀ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କୁନିମଣି ସିଂହ। ପୁଲିସ ଅଭିଯୁକ୍ତ ସ୍ୱମୀ ଶୁକଦେବ ସିଂହକୁ ଅଟକ ରଖିଛି। ଗତକାଲି ରାତିରେ ଶୁକଦେବ ଓ ତାଙ୍କ ସ୍ତ୍ରୀଙ୍କ

ମହଙ୍ଗା ହେବ ପ୍ଲାଷ୍ଟିକ

ତେବେ ସୁନା, ରୁପା, ମୋବାଇଲ, ଚାର୍ଜର, ବ୍ୟାଟେରୀ ଓ କ୍ୟାନସର ଔଷଔ ଶସ୍ତା ହେବାକୁ ଥିବାବେଳେ ପ୍ଲାଷ୍ଟିକ ମହଙ୍ଗା ହେବ । କାରଣ ପେଟ୍ରୋକେମିକାଲ ଉପôାଦ ଶୁଳ୍ପ ବଢ଼ିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସମ୍ପର୍କିତ ଉପôାଦ ଉପରେ ଶୁଳ୍କ ବଢ଼ିବ

କମିଛି ସୁନା ଦର

ଅନେକ ଦିନରେ ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ ହୋଇଛି । ସୁନା କିଣିବାର ଆଜି ଅଛି ସୁବର୍ଣ୍ଣ ସୁଯୋଗ । କିଣିବା ପୂର୍ବରୁ ନଜର ପକାନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୮୫୦ ଟଙ୍କା

ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ଆଜି ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଛି। ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ