Odia News Portal

୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି

 ଆଜି ଦ୍ୱିତୀୟ ଦିନରେ ଗୃହରେ ଦେଖିବାକୁ ମିଳିଛି ସରଗରମ। ଗୃହ କାର୍ଯ୍ୟ ଠାରୁ ଆରମ୍ଭ କରି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ପ୍ରଥମେ ଦିନ ୧୧ଟା ୩୦ ଏବଂ ପରେ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ସୋମବାର ଠାରୁ ଆରମ୍ଭ ହୋଇଛି

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍: ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ଉପରେ ଫୋକସ୍‌

ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି। ଖୋଲିଛି ନିର୍ମଳାଙ୍କ ବଜେଟ୍‌ ପେଢ଼ି। ସଂସଦରେ ପେପର୍‌ ଲେସ୍‌ ବଜେଟ୍‌ ଉପସ୍ଥାପନ ହୋଇଛି। ସମସ୍ତ ଔପଚାରିକତା ଶେଷ ପରେ ଅର୍ଥମନ୍ତ୍ରୀ ଓ

ଓଡ଼ିଶା ପାଇଁ ‘ପୂର୍ବୋଦୟ’ ସ୍କିମ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ।  ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ ।  ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି

ସାଇକେଲରେ ବିଧାନସଭା ଆସିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ନିଜର ଅଭିଭାଷଣ ରଖିଛନ୍ତି। ନୂଆ ସରକାରର ନୂଆ ଅଧିବେସନ ହୋଇଥିବାରୁ ବିଧାୟକଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି। କେତେକ ବିଧାୟକ ବିଧାନସଭା ଭିତରକୁ ପ୍ରବେଶ ପୂର୍ବରୁ ମୁଣ୍ଡିଆ ମାରୁଥିବାର ମଧ୍ୟ

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନିର୍ବାଚନ ପରେ ପୁଣିଥରେ ଭି.କେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଉପରେ ପ୍ରତିକ୍ରିୟା ଦେଇ ନବୀନ ବଡ ମନ୍ତବ୍ୟ ଦେଇଛନ୍ତି। ନବୀନ ନିଜ 'ଏକ୍ସ' ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷରେ ପୋଷ୍ଟ କରି ଲେଖିଛନ୍ତି,

ବିଜେଡି ନୂଆ ମିଡିଆ ଟିମ୍ ଘୋଷଣା କରିଛି

ବିଜେଡି ନୂଆ ମିଡିଆ ଟିମ୍ ଘୋଷଣା କରିଛି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି। ଏଥିସହ ରମେଶ ବେହେରା, ମନ୍ମଥ

ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ, ଆମେ ଏକାକୀ ନିର୍ବାଚନ ଲଢ଼ି ଜିତିଛୁ: ଜୟନାରାୟଣ

ବିଜେପିକୁ ବିଜେଡିର ସହାୟତା ଖବର ଚର୍ଚ୍ଚାକୁ ଖଣ୍ଡନ କରିଛି ବିଜେପି। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେପିକୁ କାହାର ସହାୟତା ଆବଶ୍ୟକ ନାହିଁ। ପୂର୍ବରୁ ବି ଏମିତି ଚର୍ଚ୍ଚା ହେଉଥିଲା କିନ୍ତୁ ବିଜେପି ଏକାକୀ ନିର୍ବାଚନ ଜିତିଛି। ତେବେ ବିଜେଡିର ଆୟୁଷ ବହୁତ କମ୍ ବୋଲି

ଶାଶୁ ଓ ସ୍ତ୍ରୀକୁ ବୀଭତ୍ସ ହତ୍ୟା

ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଡବଲ ମର୍ଡର । ଶାଶୁ ଓ ସ୍ତ୍ରୀକୁ ଅତି ନିର୍ମମ ଭାବେ ଶାବଳରେ ଭୁସି ହତ୍ୟା କରିଛି ନୃଶଂଶ ଜ୍ୱାଇଁ । ପାରିବାରିକ କଳହରୁ ଜ୍ୱାଇଁ ହତ୍ୟା କରିଥିବା ସୂଚନା । ହତ୍ୟା ପରେ ନିଜର ଅଢେଇ ବର୍ଷର ଛୁଆକୁ ଧରି ରେଢାଖୋଲ ଥାନାରେ ଆତ୍ମସମର୍ପଣ

ନର୍ସିଂହୋମରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ରୋଗୀ

ଗଞ୍ଜାମ ଜିଲ୍ଲା ଆସିକା ସହରରେ ଥିବା ଦୁର୍ଗାମାଧବ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀମାନେ। ନିଆଁରେ ଡାକ୍ତରଖାନାର ଯନ୍ତ୍ରାଂଶ ଓ ବେଡ୍‌ ପୋଡ଼ି ଯାଇଛି। ହେଲେ କାହାର କିଛି କ୍ଷତି

ଅବହେଳିତ ଅବସ୍ଥାରେ ପଠାଣି ସାମନ୍ତ ସଂଗ୍ରହାଳୟ, ଛାତରୁ ଗଳୁଛି ପାଣି

ଜନ୍ମମାଟିରେ ପଠାଣି ସାମନ୍ତଙ୍କୁ ଅବହେଳା । ଅବହେଳିତ ଅବସ୍ଥାରେ ପଡ଼ିରହିଛି ପଠାଣି ସାମନ୍ତ ସଂଗ୍ରହାଳୟ । ଛାତରୁ ଗଳୁଛି ପାଣି, ନଷ୍ଟ ହେଲାଣି ଅନେକ ଯନ୍ତ୍ରପାତି । ବିଶ୍ଵ ବିଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପଠାଣି ସାମନ୍ତ ସଂଗ୍ରହାଳୟ ଅବହେଳିତ