ଉତ୍ତର ପ୍ରଦେଶରେ ସମସ୍ତ ୮୦ ଆସନରେ ଏକା ଲଢ଼ିବ କଂଗ୍ରେସ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏସ୍ପି-ବିଏସ୍ପି ମେଣ୍ଟ ପରେ ଜାତୀୟ ରାଜନୀତି ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ । ହାତୀ-ସାଇକେଲ ଏକ ହେବା ପରେ ହାତ ନିଷ୍ପତ୍ତି ନେଇଛି, ୨୦୧୯ରେ ଏକାକୀ ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବ। ୟୁପି ପ୍ଲାନରେ ସହଯୋଗୀଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ ରଖିଛି କଂଗ୍ରେସ।…
