Odia News Portal

ଅନାଥଙ୍କୁ ଆପଣାଇଲେ ନବୀନ

ଭୁବନେଶ୍ୱର () ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ ଘୋଷଣା । ବନ୍ୟାରେ ମୃତ୍ୟୁବରଣ କରିଥିବା ସବୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ବାରଘର ଗାଁ ଲୋକଙ୍କ ସହ ସିଧାସଳଖ କଥା…

ଜମୁଛି ଦଶହରା ବଜାର

ଭୁବନେଶ୍ୱର-- ଦଶହରା ଉସô୍ବ ପାଇଁ ସାରା ଓଡିଶା ଏବେ ଉସô୍ବମୁଖର ହୋଇଉଠିଛି । ଦଶହରା ଯେତିକି ପାଖେଇ ଆସୁଛି ସହର ବଜାରରେ ମା’ ଦୁର୍ଗାଙ୍କର ଆରାଧନାରେ ଗଗନ ବପନ ପ୍ରକମ୍ପିତ ହେବାରେ ଲାଗିଛି । କେବଳ ତିତଲି ପ୍ରଭାବିତ ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାକୁ ଛାଡିଦେଲେ ସବୁଠାରେ ଦୁର୍ଗାପୁଜାର…

ଅଳ୍ପକେ ବଞ୍ଚିଗଲା ଜୀବନ

ଭୁବନେଶ୍ବର () ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଠିକଣା ପଦକ୍ଷେପ ଯୋଗୁଁ ୫୦ଟି ମାଛଧରା ଟ୍ରଲର ଓ ଏଥିରେ ଥିବା ମିତ୍ସ୍ୟଜୀବୀମାନଙ୍କ ଜୀବନ ରକ୍ଷା ପାଇଯାଇଛି । ପ୍ରବଳ ପବନ ଓ ବର୍ଷା ମଧ୍ୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଜିଲ୍ଲାପ୍ରଶାସନ, ଓଡ୍ରାଫ ଓ ତଟରକ୍ଷୀବାହିନୀ ସହାୟତାରେ ବନ୍ଦର…

ସ୍ବାସ୍ଥ୍ୟସେବାରେ ଜଗତସିଂହପୁର ଜିଲ୍ଲା ଉକୃô୍ଷ୍ଠ

ଭୁବନେଶ୍ବର () ସ୍ବାସ୍ଥ୍ୟସେବା ପାଇଁ ଓଡିଶାକୁ ମିଳିଛି ସମ୍ମାନଜନକ ଜେ.ଆର.ଡି ଟାଟା ମେମୋରିଆଲ ପୁରସ୍କାର । ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଆୟୋଜିତ ଏକ ଉତ୍ସବରେ…

ତିତଲି ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ଭୁବନେଶ୍ୱର--ତିତଲି ଓ ଏହାର ପରବର୍ତୀ ବନ୍ୟା- ବର୍ଷା ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬ ହେଲାଣି ବୋଲି ସ୍ପେଶାଲ ରିଲିଫ କମିଶନର ବିଷ୍ନୁପଦ ସେଠୀ ଆଜି ଏଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କେବଳ ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ…

ନଦୀ ପଠାରୁ ମୁଣ୍ଡ ବିହୀନ ଶବ ଉଦ୍ଦାର

ବଲାଙ୍ଗିର—ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନେ୍ଧକେଲାର ଏକ ନଦୀ ପଠାରୁ ଗୋଟିଏ ମୁଣ୍ଡବିହୀନ ଶବ ମିଳିଛି । ଏହି ଶବଟି ସିନେ୍ଧକେଲାର ମିଥୁନ ରଣାଙ୍କର ବୋଲି ଜଣାପଡିଛି । ଗତ ୩ ଦିନ ହେଲା ସେ ନିଖୋଜ ଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ…

ବଦଳିଲା ଆହ୍ଲାବାଦ ସହରର ନାଁ

ବଦଳିଲା ଉତ୍ତରପ୍ରଦେଶର ସହରର ଆହ୍ଲାବାଦର ନାମ । ଏହାକୁ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଛି । ଏ ନେଇ ମଙ୍ଗଳବାର ଉତ୍ତରପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି। ସୂଚନା ମୁତାବକ…

୮୧ ଟଙ୍କାରେ ପହଚିଂଲା ତୈଳଦର

ଡିଜେଲ ଦର ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି। ମଙ୍ଗଳବାର ଭୁବନେଶ୍ବରରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୧ ଟଙ୍କା ଟପିବା ସହିତ ୮୧ ଟଙ୍କା ୨୩ ପଇସାରେ ପହଞ୍ଚି ଯାଇଛି। ସୋମବାର ଭୁବନେଶ୍ବରରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୦ ଟଙ୍କା ୯୮ ପଇସାରେ ପହଞ୍ଚି ଥିବାବେଳେ ମଙ୍ଗଳବାର ଏଥିରେ ୨୫ ପଇସା…

ରାଜଧାନୀର କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼

ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଜାଗା ଜାଗାରେ ଚେକିଂ ସହିତ କିଛିଦିନ ହେଲା ପୁରୁଣା ଅପରାଧୀମାନଙ୍କୁ ଖୋଜି ଖୋଜି ବାନ୍ଧୁଛି ପୁଲିସ। ମାତ୍ର ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ପୂଜା ପୂର୍ବ ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼…

ତିତଲି ତାଣ୍ଡବ ଓ ବନ୍ୟା ପାଇଁ ଜନ୍ମଦିନ ପାଳିଲେନି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ହେଲେ ତିତଲି ବାତ୍ୟା ଓ ଏହା ପରେ ହୋଇଥିବା ବନ୍ୟାରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେନାହିଁ ନବୀନ । ପୂର୍ବରୁ ମଧ୍ୟ ଫାଇଲିନ୍ ଓ ହୁଡୁହୁଡୁ ବେଳେ ନବୀନ ପାଳି ନଥିଲେ ତାଙ୍କର ଜନ୍ମଦିନ…