Odia News Portal

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ । ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି । ପୀତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ହାଇକୋର୍ଟର

୧୨ ଘଣ୍ଟାରେ ଅବପାତ; ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ୱେଲ୍ ମାର୍କଡ ଲୋ- ପ୍ରେସର ବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ ଦଳୀୟ ନେତା, ମନ୍ତ୍ରୀ । ଆଜିଠାରୁ ଦୁଇ ଦିନ ଧରି ପୁରୀରେ ଅନୁଷ୍ଠିତ ବିଜେପିର ଦଳୀୟ

‘ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ଲେଜର ସ୍କାନିଂ ପରେ ଜଣାପଡ଼ିବ’

ପୂର୍ବ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଆଜି ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜ ମଧ୍ୟ ଭିତର

ବଦଳି ପାରେ ଆହାର କେନ୍ଦ୍ରର ନାଁ

ବନ୍ଦ ହେବନି ଆହାର ଯୋଜନା। ତେବେ ବଦଳି ପାରେ ଆହାର କେନ୍ଦ୍ରର ନାଁ । ଆହାର ଯୋଜନା ବନ୍ଦ କରାଯିବନି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ସୂଚନା ଅନୁସାରେ, ଆଜି ସକାଳୁ

ଆସିପାରେ ୩ ଲକ୍ଷ କୋଟିର ରାଜ୍ୟ ବଜେଟ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଶେଷ । ବଜେଟ୍ ଆକାର ଛୁଇଁପାରେ ପ୍ରାୟ ୩ ଲକ୍ଷ କୋଟି । ପୂର୍ଣ୍ଣାଙ୍ଗ ଚିଠା ପ୍ରସ୍ତାବ ଉପରେ ମୋହର ସୂଚନା । ଏଥରର ଓଡିଶା ବଜେଟର ଆକାର ତିନି ଲକ୍ଷ କୋଟି ଛୁଇଁପାରେ । ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ

କଟକଣାକୁ ଫୁ କରି, ରଥଉପରେ ମନ ପସନ୍ଦର ଫଟୋ ଉଠାଇଲେ ସେବାୟତ

ରଥ ଉପରକୁ ମୋବାଇଲ ନେଲେ ହେବ କାର୍ୟ୍ୟାନୁଷ୍ଠାନ । ନୂତନ ଭାବେ ଦାୟିତ୍ବ ନେବା ପରେ ଏଭଳି ପ୍ରତିକ୍ରିୟା ରଖିଥିଲେ ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମାତ୍ର ସୁନାବେଶରେ ରଥ ଉପରେ ସବୁ କଟକଣାକୁ ଫୁ କରି ଦେଇ ଉଡ଼ାଇ ଦେଇଛନ୍ତି ଦଇତାପତି ସେବାୟତମାନେ । ଅବସର ଥିଲା

ବଡବଡିଆଙ୍କ ଘରେ ବୁଲଡୋଜର ଚାଲିବ : ମନ୍ତ୍ରୀ ସୁରେଶ ପୂଜାରୀ

ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ । ପ୍ରଭାବଶାଳୀଙ୍କ କବଜାରେ ଥିବା ଜମି ଇଚ୍ଛେଦ ହେବ । ଜଙ୍ଗଲ ଜମି ମାଡି ବସିଥିଲେ ଉଚ୍ଛେଦ କରାଯିବ । ବଡବଡିଆ ଓ ପ୍ରଭାବଶାଳୀଙ୍କଠୁ ଜବରଦଖଲ ମୁକ୍ତ ହେବ । ଆସ୍ ଡମ୍ପିଂ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶିଳ୍ପାନୁଷ୍ଠାନର

ବିଜେପି ସରକାରକୁ ଜଗିବେ ନବୀନଙ୍କ ୫୦ ବିଧାୟକ

ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ନବୀନ। ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ

ମହଣ ମହଣ ସୁନାରେ ସଜେଇ ହେବେ କାଳିଆ ସାଆନ୍ତ

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୂଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ,