ବଲିଉଡ ଲୋକପ୍ରିୟ ଅଭିନେତା କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍ ଖାନ୍। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଛି। ତାଙ୍କ କଥା ଡାକ୍ତରମାନେ…
