Odia News Portal

ସୁନା ଝିଅ: ସନ୍ଧ୍ୟା ସମରଥ

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ ବର୍ଷ ପାଇଁ ଓଏଏସ ପରୀକ୍ଷାରେ ତିନିଜଣ କୃତକାର୍ଯ୍ୟ ହୋଇ ଜିଲ୍ଲାର ଗୌରବ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ମାଓଗଡ ଭାବେ ଚିର ପରିଚିତ ସାଲିମ ଗ୍ରାମର ଆଦିବାସୀ ଝିଅ ସନ୍ଧ୍ୟା ସମରଥ ଅନ୍ୟତମ ,ସେ ମାଥିଲି ଥାନାସ୍ଥ ସାଲିମ ଗ୍ରାମର…

ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ପ୍ରଦାନ

କଟକ: ପୋଲିସ କାର୍ଯ୍ୟାଳୟର ପାଢ଼ୀ ମେମୋରିଆଲ ହଲରେ ରାଜ୍ୟ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ୨୦୧୮ ରେ ପୋଲିସର ଭୂମିକା ଓ ସଫଳତା ଉପରେ ତଥ୍ୟ ରଖିଥିଲେ । ୨୦୧୮ ବର୍ଷ ଆରମ୍ଭରେ ବିଜେପୁର ଉପ ନିର୍ବାଚନରେ ପୋଲିସ ଓ ପୋଲିସର ଗୁଇନ୍ଦା ସଠିକ ଭାବେ ନିଜର…

ମହିଳା ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଯୋଗ ଦେଇ ଆଗାମୀ ଦିନରେ…

ସଡକ ଦୁର୍ଘଟଣା ରୋକିବାକୁ ସଚେତନତା ରାଲି

କଳାହାଣ୍ଡି:  ଦିନକୁ ଦିନ ସଡକ ଦୁର୍ଘଟଣା ବଢିଚାଲିଛି । ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ଜିଳ୍ଲାର ସ୍ୱେଚ୍ଛାସେବୀ ସଂଗଠନ SOCIAL ACTIVIST OF KALAHANDI ଦ୍ୱାରା ସଡକ ଦୁର୍ଘଟଣା ସଚେତନତା ବାଇକ୍ ରାଲି କରାଯାଇଥିଲା । ଏହା ଜୁନାଗଡରୁ ବାହାରି ମୋଟେର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲି…

୬୧ ନଂ ଜୋନରେ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ

ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମ ପଞ୍ଚାୟତ ରେ ୬୧ ନଂ ଜୋନ ଜିଲ୍ଲା ପରିଷଦ ର ଜୋନ ସ୍ତରୀୟ କର୍ମୀସମ୍ମିଳନୀ ଓ ୱାଡ଼ କମିଟି ବୈଠକ ରେ ମାନ୍ୟବର ସାନଖେମୁଣ୍ଡି୬୧ ନଂ ଜୋନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ୍…

ଗୋଳିଆ ଗ୍ରାମରେ ହତ୍ୟାକାଣ୍ଡ

ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଳିଆ ଗ୍ରାମର ନୂଆ ସାହିରେ ହୋଇଛି ଏକ ହତ୍ୟାକାଣ୍ଡ। ସେହି ଗ୍ରାମର ମୀନକେତନ ସାସମଲ ଯିଏକି ମହାରାଷ୍ଟ୍ରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ତାଙ୍କୁ ସର୍ବସମ୍ମୁଖରେ ଗାଁ ଦାଣ୍ଡରେ କରାଯାଇଛି ନିର୍ମମ ହତ୍ୟା। ସେହି ଗ୍ରାମର ରାମ ଦଳେଇ ନାମକ…

ଚାକିରି ପାଇଁ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦସ୍ତଖତ ଜାଲିଆତି

କର୍ଣ୍ଣାଟକର ବେଲଗବିରେ ଜଣେ ଯୁବକ ସରକାରୀ ଚାକିରି ପାଇଁ କରିଥିବା କାମ ପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିଛି । ଦେଶରେ ନିଯୁକ୍ତିର ଅଭାବ ଦେଖା ଯାଉଥିବା ବେଳେ ଜାଲିଆତି କରି ଚାକିରି ପାଇବା ପାଇଁ କିଛି ପୂର୍ବରୁ ଅନେକ ଯୁବକ ଚେଷ୍ଟା କରିଥିବାର ଖବର ଆପଣ ପାଇଥିବେ । କିନ୍ତୁ ଚାକିରି ପାଇଁ ଦେଶର…

କାଳିଆ ପାଇଁ ବୃଦ୍ଧ ହେଲା ଆକସ୍ମିକ ପାଣ୍ଠିର କର୍ପସ

ଭୁବନେଶ୍ୱର- ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଆବଶ୍ୟକ ପଡ଼ୁଥିବାରୁ ଓଡ଼ିଶା ଆକସ୍ମିକ ପାଣ୍ଠିର କର୍ପସକୁ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାଙ୍କୁ ବୃଦ୍ଧି କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ…

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା: କନେଷ୍ଟବଳ ନିଲମ୍ବିତ

ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଓଜଈ କନେଷ୍ଟବଳ ଛୁକେଶ ମେହେର ନିଲମ୍ବିତ । ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁରରୁ ନାବାଳିକା ଜଣଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଜୟବିଜୟ ଦ୍ୱାର ବାହାର କାଠ…

ବୈବାହିକ ଜୀବନରେ ହେଉଛି କି ସମସ୍ୟା? ସମାଧାନ୍

ଶିବଶଙ୍କରଙ୍କ ପୂଜା କରିବା ଦ୍ବାରା ସମସ୍ତ କଷ୍ଟର ନିବାରଣ ଜଲଦି ହୋଇଥାଏ ଏବଂ ଏମିତି ମଧ୍ୟ କୁହାଯାଏ ଯେ ଭଗବାନ ଶିବଙ୍କୁ ମନଧ୍ୟାନ ଦେଇ ପୂଜା କରିବା ଦ୍ବାରା ସେ ଜଲଦି ପ୍ରସନ୍ନ ହୋଇଯାନ୍ତି ଏବଂ ବରଦାନ ମଧ୍ୟ ଦିଅନ୍ତି। ଭଗବାନ ଶିବଙ୍କ ସାମ୍ନାରେ କରାଯାଇଥିବା ଏକ ଉପାୟ ବହୁତ ଭଲ ପ୍ରମାଣିତ…