ଭାରତୀୟ ଡାକ ଟିକେଟରେ ସ୍ଥାନ ପାଇଲେ ଓଡ଼ିଶାର ସହିଦ ଯବାନ ପ୍ରମୋଦ ଶତପଥୀ
ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । ଡାକ ବିଭାଗ ସହିତ ମିଳିତ ସହଯୋଗରେ ଏହି ଅଶୋକ ଚକ୍ର ଉପାଧିଧାରୀଙ୍କ ପାଇଁ ପ୍ରକାଶ କରିଛି ସ୍ବତନ୍ତ୍ର ଡାକ ଟିକଟ…
