Odia News Portal

ଭେଣ୍ଟିଲେଣ୍ଟରରେ ଅଭିନେତା କାଦର ଖାନ

ବଲିଉଡରେ ହସେଇ ହସେଇ ବେଦମ କରୁଥିବା ଏହି କମେଡିଆନ ଏବଂ ଅଭିନେତା କାଦର ଖାନ ଆଜି ଚୁପ୍ ଅଛନ୍ତି। ୮୧ ବର୍ଷର କାଦର ଖାନ ବର୍ତ୍ତମାନ ପ୍ରୋଗ୍ରେସିବ ସୁପ୍ରାନ୍ୟୂକ୍ଲିୟର ପାଲ୍ସୀ ଡିସଅର୍ଡର ନାମକ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି। ଏହାପରେ…

ରୌପ୍ୟ ବିଜୟୀ ସ୍କୁଲ ଗେମ ଟେନିସ ବଲ କ୍ରିକେଟ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନିକଟରେ ମଧ୍ୟପ୍ରଦେଶର ନିମଛ ଠାରେ ଅନୁଷ୍ଠିତ ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ ଚମ୍ପିୟାନସିପରେ ରନର୍ସଅଫ୍ ଓଡ଼ିଶା ଦଳକୁ ଆଜି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଦଳ ହରିଆନା ଠାରୁ ଫାଇନାଲରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ରନର୍ସଅଫ୍ ହୋଇଛି। ଏହି ସଫଳତା ସହ ଦଳ…

ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ରସୁଣ

ଖାଲି ପେଟରେ ଏକ କୋଲା ଖାଇଲେ ବହୁ ରୋଗ ବେମାରୀରୁ ସହଜରରେ ମୁକ୍ତି ମିଳିଥାଏ । ନିୟମିତ ଖାଦ୍ୟରେ ରସୁଣ ସାମିଲ କରିବା ଦ୍ୱାରା କେବଳ ଥଣ୍ଡା ରୋଗରୁ ମୁକ୍ତି ମିଳିନଥାଏ ଅଧିକାଂଶ ରୋଗରୁ ମଧ୍ୟ ଆରାମ ମିଳିଥାଏ । ରସୁଣର ଫାଇଦା ବିଷୟରେ ଆୟୁର୍ବେଦ ସହିତ ଏଲୋପାଥିକ ଚିକିତ୍ସାରେ ମଧ୍ୟ ବର୍ଣ୍ଣନା…

ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀ ଉଦ୍ଧାର

କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।  ଲକ୍ଷ୍ମୀପୁର ପୁଲିସ୍‌ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର। ତିନି ମାସ…

ଆଉ ନାହାନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧର ଭେଟରାନ୍‌ ତଥା ଆମେରିକାର ବୟୋଜ୍ୟେଷ୍ଠ ବ୍ୟକ୍ତି

ୱାଶିଂଟନ୍‌: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକ୍ଷରୁ ଲଢ଼େଇ କରୁଥିବା ରିଚାର୍ଡ ଓଭରଟନ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୧୨ ବର୍ଷ ହୋଇଥିଲା। ସେ ଆମେରିକାର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଥିଲେ।

ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇପରିଚୟପତ୍ର ବଣ୍ଟନ

କୋରାପୁଟ: ଜୟପୁର ପୋଲିସ ତରଫୋରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନେଇ ୮୫ ଜଣ ବରିଷ୍ଟ ନାଗରିକଙ୍କୁ ଜିଲ୍ଲା ପୋଲିସ ତରଫୋରୁ ଜୟପୁର ଠାରେ ଆୟୋଜିତ ପ୍ରକୋଷ୍ଟରେ ପରିଚୟପତ୍ର ବଣ୍ଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, SP କୋରାପୁଟ ଯୋଗ…

ଗ୍ରାହକଙ୍କୁ ମିଳୁନାହିଁ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା

ଅନୁଗୋଳ: ଅନୁଗୋଳର ହରିମହୁରୀ ଛକ ଠାରେ ଥିବା ଇଣ୍ତିଆନ୍ ବ୍ୟାଙ୍କ ଡକାୟତି ଘଟଣା ୫ ମାସ ବିତି ଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତଙ୍କ ନିକଟରେ ପୋଲିସ ପହଞ୍ଚି ବାରେ ସଫଳ ମଧ୍ୟ ହୋଇଛି । ହେଲେ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା ଗ୍ରାହକଙ୍କୁ ଏଯାଏ ମିଳିନାହିଁ ତାଙ୍କର ସୁନା ।…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କର ଦାଦାଗିରି !

କଟକ: ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କର ଦାଦାଗିରି । କଟକ ୪୨ ମୌଜା ଦେଉଳି ଅଞ୍ଚଳର ଅଲେଖ ପ୍ରଧାନ ନାମକ ଜଣେ ବ୍ୟକ୍ତି କ୍ୟାପିଟାଲ ଫାଷ୍ଟ ନାମକ ଘରୋଇ ଫାଇନାନ୍ସ କମ୍ପାନୀରୁ ଏକ ଫ୍ରିଜ ଓ ୱାସିଙ୍ଗ ମେସିନ ଆଣିଥିଲେ ହେଲେ ତାଙ୍କର ଦୁଇଟି କିସ୍ତି ଖିଲାପ ହୋଇଥିଲା । ଯାହା ଫଳରେ…

ଧାନ କଟା ମେସିନ ତଳେ ଚାପି ହୋଇ ଚାଷୀଙ୍କର ମୃତ୍ୟୁ

ଜଗତସିଂହପୁର: ତିର୍ତ୍ତୋଲ ଥାନା ସଁଅରା ଧୂଆଁ ପାରି ଗାଁରେ ଅଘଟଣ । ବିଲରେ ଧାନ କାଟୁଥିବା ବେଳେ ଧାନ କଟା ମେସିନ ତଳେ ଚାପି ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ନରସିଂହପୁର ଗାଁର ବିଜୟ କାଣ୍ଡି । ଧାନ କଟା ସମୟରେ ସେ ଅସାବଧାନତା ବସତ ମେସିନ ଆଗକୁ ଚାଲିଯିବାରୁ ମେସିନ ତଳେ…

ଅନୁସୁଚିତ ଜାତି ସେଲ୍ ର ଦିତୀୟ କାର୍ଯ୍ୟ କାରିଣୀ ବୈଠକ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ଅନୁସୁଚିତ ଜାତି ସେଲ୍ ର ଦିତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁସୁଚିତ ଜାତି ସେଲ୍ ଆବାହକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ, ରାଜ୍ୟ ବିଜେଡି କାର୍ଯ୍ଯାଳୟ ଆୟୋଜିତ ଏହି ବୈଠକରେ ସବୁ ଜିଲ୍ଲାର…