Odia News Portal

ନୂଆ ବର୍ଷରେ ନୂଆ ୨୦ଟଙ୍କିଆ ନୋଟ୍

ନୂଆ ବର୍ଷରେ ଆସିବ ନୂଆ ନୋଟ୍ । ୫୦୦, ୨୦୦,୧୦୦, ୫୦ ଏବଂ ୧୦ ଟଙ୍କିଆ ନୋଟ୍ ପରେ ଖୁବ୍ ଶୀଘ୍ର ମାର୍କେଟକୁ ଆସିବ ନୁଆ ୨୦ ଟଙ୍କିଆ ନୋଟ୍ । ବିମୁଦ୍ରାକରଣ ପରେ ଏହା ୭ମ କରେନ୍ସି ଯାହାକୁ ଆରବିଆଇ ନେଇ ଆସୁଛି । ଏହି ନୂଆ ୨୦ ଟଙ୍କିଆ ନୋଟରେ ବହୁ ଅତିରିକ୍ତ ସୁରକ୍ଷା ଫିଚର ରହିଛି । ଏଥିରେ…

କ୍ୟାଟ୍ରିନାଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ପ୍ରଭାସ ପଢନ୍ତୁ…

ବାହୁବଲୀ ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ସେ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ଫିଲ୍ମ ‘ବାହୁବଲୀ’ ରିଲିଜ୍ ହେବା ପରେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ସହ ଦୁହେଁ ବିବାହ କରନ୍ତୁ ବୋଲି ଇଚ୍ଛା ଜାହିର କରିଥିଲେ । ଏହା ସହ ଅନେକ…

ବିବାହ ପରେବି ଓଠରେ ଓଠ ଥାପି ସିନ୍ ସୁଟ୍ କରିବେ ରଣବୀର୍

ବଲିଉଡ୍ ନାୟକ ରଣବୀର ସିଂହ ବିବାହ ପରେ ବି ଅନ୍ୟ ନାୟିକାଙ୍କ ସହ ଲିପ୍ଲକ୍ କରିବେ ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ରଣବୀର ସିଂହ ବଲିଉଡର ଜଣେ ଆଗଧାଡ଼ିର ନାୟିକାଙ୍କ ଓଠରେ ଓଠ ଥାପି ଚୁମ୍ବନ ଦୃଶ୍ୟରେ ନଜର ଆସିବେ। ଏଥିପାଇଁ ରଣବୀର ସିଂହ ନିଜର ସଦ୍ୟ ବିବାହିତା ପତ୍ନୀ ଦୀପିକା…

ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧି ମୃତ

ବ୍ରହ୍ମପୁର ପୁଲିସ ଏନ୍କାଉଣ୍ଟରରେ ବାବୁ ନାଇକ ନାମକ ଜଣେ ଜଣେ ଦୁର୍ଦ୍ଧାନ୍ତ ଅପରାଧିର ମୃତ୍ୟୁ ଘଟିଛି । ନିକଟରେ ବାବୁ ହସପିଟାଲରେ ଥିବା ବେଳେ ପୋଲିସ ଆଖିରେ ଧୁଳି ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ୫ଜଣ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଥିଲେ । ଆଜି ବାବୁକୁ ଧରିବା ପାଇଁ…

ଆଗରେ ନବୀନ ପଛରେ ନିରଂଜନ

ନବୀନଙ୍କ ରାସ୍ତାରେ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଚାଲିବା ଆରମ୍ଭ କରିଛନ୍ତି । ଉପରକୁ ନବୀନଙ୍କୁ ସେ ବିରୋଧ କରୁଥିଲେ ମଧ୍ୟ ନବୀନଙ୍କ ପ୍ରତ୍ୟକ କାର୍ଯ୍ୟର ସେ ଜଣେ ଦୃଢ ସମର୍ଥକ ତାହା ଆଜି ସେ ପ୍ରମାଣିତ କରିଦେଇଛନ୍ତି । ଦଳୀୟ ବିଧାୟକ, ସାଂସଦ, କର୍ମୀ ଓ ଶୁଭେସ୍ôୁ ମାନଙ୍କ ଠାରୁ…

ସତ୍ୟର ଜୟ ହୋଇଛି :ମହାରଥୀ

ପିପିଲି ଗଣ ବଳାକ୍ôାର ଓ ହତ୍ୟା ମାମଲାରେ ମନ୍ତ୍ରୀ କୋର୍ଟଙ୍କ ରାୟରୁ ସତ୍ୟର ବିଜୟ ଘଟିଛି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି । ତେବେ ଅଭିଯୁକ୍ତ ମାନେ ତଳ କୋଟର୍ରେ ନିଦେ୍ର୍ଧାଷରେ ଖଲାସ ହେବା ବିରୁଦ୍ଧରେ କ୍ରାଇମବ୍ରାଂଚ ହାଇକୋର୍ଟକୁ ଯିବ ବୋଲି ସୂଚନା…

ବିଜେପି ନେତାଙ୍କ ବର୍ବରତା

ଉତ୍ତର ପ୍ରଦେଶ ର ସମ୍ଭଳରେ ବିଜେପି ନେତାଙ୍କ ଏକ ଆଶ୍ଚର୍ୟ୍ୟକର ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଅମରାହୋର ବିଜେପି ନେତା ଜଣେ ଦିବ୍ୟାଙ୍ଗଙ୍କ ମୁହଁରେ ବାଡି ପୁରାଉଥିବା ନଜର ଆସୁଛନ୍ତି । ଅଭିଯୋଗ ଅନୁସାରେ, ଦିବ୍ୟାଙ୍ଗ ବ୍ୟକ୍ତି ମଦ ନିଶାରେ ଅଖିଳେଶ ଯାଦବଙ୍କୁ ଭୋଟ ଦେବାର ନାରା…

ବଡଦିନରେ ଉସ୍ôବମୁଖର ରାଜଧାନୀ

ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି। ସୁନ୍ଦର ଆଲୋକମାଳାରେ…

ଜାତୀୟ ସିନିୟର ଟେନିସ ବଲ କ୍ରିକେଟ : ରୈାପ୍ୟ ପଦକ ସହ ଓଡ଼ିଶା ରନର୍ସଅଫ୍

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ୨୯ ତମ ସିନିୟର୍ ଚମ୍ପିୟାନସିପରେ ପରାଜୟ ସହ ୫ ଥର ପାଇଁ ରନର୍ସଅଫ୍ ହୋଇଛି ଓଡିଶା । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚର ଶକ୍ତିଶାଳୀ ଉତ୍ତରପ୍ରଦେଶ ଠାରୁ ୭ ଓ୍ବିକେଟ୍ ରେ ପରାସ୍ତ ହୋଇ ଓଡ଼ିଶା ରନର୍ସଅଫ୍ ହେବା ସହ ରୈାପ୍ୟ ପଦକ ହାସଲ କରିଛି ।…

ସ୍ତ୍ରୀକୁ ସନ୍ଦେହ କରି ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ବାପା

ନିଜ ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ଜଣେ ୪୨ ବର୍ଷୀୟ ବ୍ୟକ୍ତି ନିଜର ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଏହି ମାମଲାରେ ନ୍ୟାୟାଳୟ ଉକ୍ତ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଛଅ ବର୍ଷର ନାବାଳିକା ଅଭିଯୁକ୍ତର ଜନ୍ମିତ ଝିଅ ନୁହେଁ ବୋଲି…