ଥରୁଛି ରାଜଧାନୀ
ଭୁବନେଶ୍ବର ସମେତ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି। ମିଳିଥିବା ତଥ୍ୟ ଅନୁସାରେ, ଶନିବାର ରାତିରେ ଏଠାରେ ତାପମାତ୍ରା ୧୧.୧ ଡିଗ୍ରି ଥିବାବେଳେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରିରେ ପହଞ୍ଚିଥିଲା। ଜାଡ଼ରେ ଥରିଥିଲେ ଲୋକେ। ସନ୍ଧ୍ୟା ହେବା…
