Odia News Portal

ପ୍ରକାଶ ପାଇଲା ପିପିଲି ଗଣଦୁର୍ଷ୍କମ ରାୟ

ପିପିଲିର ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ନିଦେ୍ର୍ଧାଶରେ ଖଲାସ ହୋଇଛନ୍ତି । ୨୦୧୧ ମସିହାରେ ସଂଗଠିତ ଏହି ମାମଲା ରାଜ୍ୟ ତଥା ରାଜ୍ୟ ବାହାରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନ ପକ୍ଷରୁ ଏହାକୁ ନେଇ ସାରା ରାଜ୍ୟରେ ବ୍ୟବକ…

କଟକ ସିଡିଏରେ ହାତୀ ଆତଙ୍କ

ପୁଣି ସହର ଭିତରେ ହାତୀ। କଟକ ସିଡିଏ ସେକ୍ଟର-୮ରେ ପଶିଛି ଗୋଟିଏ ହାତୀ। ମହାନଦୀ ପାର୍ ହୋଇ ହାତୀଟି ଆସିଥିବା ଆଶଙ୍କା କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। ଗତକାଲି ରାତିରେ ହାତୀଟି ସେକ୍ଟର ୮ ଓ ୯ରେ ବୁଲୁଥିବା ଲୋକେ…

ଶୀତ ସହ ଘନ କୁହୁଡି, ଜନଜୀବନ ଅସ୍ତବ୍ୟସ୍ତ

ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ୩୦ ଯାଏଁ ବଲାଙ୍ଗିର ବନ୍ଦ

ବଲାଙ୍ଗିରରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ୩୦ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଏବଂ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ। ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଆନ୍ଦଳନକାରୀ ବିଭିନ୍ନ…

ଜାତୀୟ ରାଜନୀତିରେ ନୂଆ ସମ୍ଭାବନା, ନବୀନ-କେସିଆର ଯୋଡି

ଭୁବନେଶ୍ୱର () ଜାତୀୟ ରାଜନୀତିରେ ନୂଆ ସମିକରଣର ମୂଳଦୁଆ ପଡିଲା । ଓଡିଶା ଓ ତେଲେଙ୍ଗାନା ଦୁଇ ରାଜ୍ୟର ଦୁଇ ସଫଳ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ କେସିଆର ଯୋଡି ଏହି ସମ୍ଭାବନାର ସୃଷ୍ଟି ହୋଇଛି । ଏଥିସହ ନବୀନ ଆଜି ସ୍ପଷ୍ଟ କରିଛନ୍ତି ଯେ, ବିଜେଡି କି ଟିଆରଏସ କାହାର ବି-ଟିମ ନୁହଁନ୍ତି, ଏହା…

ତୈଳବୀଜ ଓ ଡାଲି ଜାତୀୟ ଫସଲ ଉପରେ ଦିଆଯିବ ଏମ୍ଏସପି

ଭୁବନେଶ୍ୱର (): ଚଳିତ ବର୍ଷ ପ୍ରଥମ ଥର ପାଇଁ ଖରିଫ୍ ଋତୁରେ ଚାଷୀ ଉତ୍ପାଦନ କରୁଥିବା ତୈଳବୀଜ ଓ ଡାଲି ଜାତୀୟ ଶସ୍ୟକୁ ସରକାର ସହାୟକ ମୂଲ୍ୟ ଦେଇ କ୍ରୟ କରିବେ  । ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହାୟକ ମୂଲ୍ୟ ଯୋଜନାର ରାଜ୍ୟସ୍ତରୀୟ ମନିଟରିଂ…

ଶୀତଋତୁରେ ଦହି ଖାଇବାର ଉପାୟ, ପଢନ୍ତୁ…

ଦହି ଡାଏରୀ ପ୍ରୋଡକ୍ଟସ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ ପସନ୍ଦ ଯୋଗ୍ୟ ଖାଦ୍ୟ ପଦାର୍ଥ ଅଟେ। ଏଥିରେ ରହିଥିବା ମାଇକ୍ରୋସ୍କୋପିକ ବ୍ୟାକ୍ଟେରିଆ ଏବଂ ପ୍ରୋଟିନ ଶରୀରରେ ପୋଷକ ତତ୍ତ୍ବକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। କିଛି ଲୋକଙ୍କ ଧାରଣା ଥାଏ ଯେ ଶୀତ ଦିନରେ ଦହିକୁ ଖାଇବା ଉଚିତ ନୁହେଁ କାରଣ ଏହା…

ନନ୍ଦନକାନନରେ ନୂଆ ଅତିଥି

ନନ୍ଦନକାନନକୁ ଆସିଛନ୍ତି ୨ ନୂଆ ଅତିଥି । ପୁରୁଣା ବର୍ଷ ସରୁଥିବା ଓ ନୂଆ ବର୍ଷ ଆସୁଥିବା ଅବସରରେ ଏହି ନୂଆ ଅତିଥିଙ୍କୁ ନେଇ ନନ୍ଦନକାନନର ପ୍ରାଣୀ ଉଦ୍ୟାନ ବେଶ କୋଳାହଳମୟ ହୋଇଉଠିଛି । ନନ୍ଦନକାନନର ୩୩ନଂ ଏନକ୍ଲୋଜରରେ ବାଘୁଣୀ ରେଣୁକା ଜନ୍ମଦେଇଛି ୨ଶାବକଙ୍କୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ…

୩୩ ସାମଗ୍ରୀ ଉପରୁ ଜିଏସଟି ହ୍ôାସ

ସିନେମା ପ୍ରେମିଙ୍କ ପାଇଁ ଖୁସି ଖବର । ୧୦୦ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକେଟ ଉପରୁ କେନ୍ଦ୍ର ସରକାର ଜିଏସଟି ୧୦ଭାଗ କମାଇଦେଇଛନ୍ତି । ଏଥି ସହିତ ୩୩ଟି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ମଧ୍ୟ କେନ୍ଦ୍ର ସରକାର ଜିଏସଟି କମାଇଦେଇଛିନ୍ତି । ଏହି ସାମଗ୍ରୀ ମଧ୍ୟରେ ଅଛି ଡିଜିଟାଲ କ୍ୟାମେରା ,ଟିଭି…

ବଣ୍ଡାଘାଟିରେ ବିଦେଶୀ ନାଗରିକ

ବିନା ଅନୁମତିରେ ମାଲକାନଗିରିର ବଣ୍ଡାଘାଟିରେ ବିଦେଶୀ ନାଗରିକ ପଶିବା ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡ ବିଗାଡି ଦେଇଛି । ଆଜି ଇଟାଲିର ଜଣେ ଦମ୍ପତି ବଣ୍ଡାଘାଟିରେ ପଶି ଫଟୋ ଉଠାଉଥିବା ବେଳେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପିଡି ଓ ଅନ୍ୟାନ୍ୟ ବିଭାଜିୟ ଅଫିସର ମାନେ ପହଂଚି…