Odia News Portal

ବସ୍ ଓଲଟି ୧୦ ଗୁରୁତର

ମାଲକାନଗିର ଜିଲ୍ଲାରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ବ୍ରିଜ ତଳକୁ ବସ ଓଲଟି ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତି କରାଯାଇଛି । ସୂଚନାନୁସାରେ, ମହାବାହୁ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କ ଧରି କୋରପୁଟ ଜୟପୁରରୁ ମାଲକାନଗିରି ବାଲିମେଳା…

# MeToo:କ୍ଷମା ସହ ୧ ଟଙ୍କା ଦାବି କଲେ ଆଲୋକ ନାଥ

ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଫିଲ୍ମ ଓ ଟେଲି ଦୁନିଆର ‘ସଂସ୍କାରୀ ବାବୁଜୀ’ ଭାବେ ଜଣାଶୁଣା ବରିଷ୍ଠ ଅଭିନେତା ଆଲୋକ ନାଥ ଆଜି ଅଭିଯୋଗକାରୀ ତଥା ଲେଖକ ଓ ପ୍ରଯୋଜକ ବିନୀତା ନନ୍ଦାଙ୍କ ବିରୋଧରେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କୋର୍ଟରେ ସିଭିଲ୍ ମାନହାନି କେସ୍ କରିବା ସହ…

ପୃଥ୍ୱୀଙ୍କ ଖେଳରେ ବିରାଟ୍ ଫିଦା

ନିଜ ଟେଷ୍ଟ କ୍ୟାରିୟରର୍ ପ୍ରଥମ ସିରିଜ୍ରେ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ ଚକିତ କରିଥିବା ଟିମ୍ ଇଣ୍ଡିଆର ୧୮ ବର୍ଷୀୟ ବିସ୍ମୟ ବ୍ୟାଟସ୍ମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଦମଦାର ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ…

ନିଦରେ ମନୁଷ୍ୟ ସହିତ ହୋଇଥାଏ ଅଦ୍ଭୁତ ଘଟଣା

ଏକ ସ୍ୱାସ୍ଥ୍ୟବାନ ବ୍ୟକ୍ତି ପାଇଁ ୭ରୁ ୮ଘଣ୍ଟା ନିଦ ବହୁତ ଆବଶ୍ୟକ ହୋଇଥାଏ। ଯେଉଁ ଲୋକମାନେ ଗଭୀର ନିଦରେ ଶୋଇ ଥାଆନ୍ତି, ସେହି ସମୟରେ ସେମାନଙ୍କ ଶରୀର କୋମା ଅବସ୍ଥା ଭଳି ହୋଇ ଯାଇଥାଏ। କିଛି ଅଙ୍ଗ କାମ କରିବା ବନ୍ଦ କରି ଦେଇଥାଏ। ଶରୀରରେ ଏମିତି ବି କିଛି କ୍ରିୟା ହୋଇଥାଏ ଯାହା ଜଣା ପଡ଼ି…

#me too କୁ ନେଇ ୧୧ ମହିଳା ନିର୍ଦ୍ଦେଶକଙ୍କ ସ୍ୱର ଉତ୍ତୋଳନ

ମି ଠୁ କ୍ୟାମ୍ପେନ ପ୍ରକ୍ରିୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ମିଳିତ ସ୍ୱରରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଲଉଡର ବଡ ବଡ ହସ୍ତୀଙ୍କ ନାଁରେ ଯୌନ ନିର‌୍ୟାତନା ଅଭିଯୋଗ ଆସିଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ଏଭଳି ଅଭିଯୋଗ ଆସିଥିବା କଳାକାରଙ୍କ ସହ କାମ…

ଏମ ଜେ ଆକବର କଲେ ମାନହାନୀ ମକଦମା

ନୂଆଦିଲ୍ଲୀ – କେନ୍ଦ୍ରମନ୍ତ୍ରୀ ଶ୍ରୀ ଏମ ଜେ ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ନାମରେ ମାନହାନୀ ମକଦମା କରିଛନ୍ତି । ପ୍ରିୟା ରମାନୀ ମି ଠୁ କ୍ୟାମ୍ପେନରେ ଆକବରଙ୍କ ନାରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ପୁର୍ବରୁ ଶ୍ରୀ ଆକବର ଏହି ଅଭିଯୋଗକୁ ଭିତି ହୀନ ବୋଲି କହିଥିଲେ । ସେ ଆହୁରି ମଧ୍ୟ…

ପୁଣି ସୁନ୍ଦରୀ ଆତଙ୍କ

ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଥିବା ଅଭିଯୋଗ ହୋଇଛି। ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଛି। କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ…

ଝିଅ ପାଇଁ ବାପା ମା’ଙ୍କ ଆତ୍ମହତ୍ୟା

ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି। ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ…

ମହାନଦୀ ପାରି ହେବାବେଳେ ଫଶିଗଲେ ହାତୀପଲ

ମହାନଦୀ ପାର ହେଉଥିବାବେଳେ ବନ୍ୟା ଜଳର ପ୍ରଖର ସ୍ରୋତ ଭିତରେ ଫଶିଯାଇଥିଲେ ହାତୀପଲ । ହେଲେ ହାତୀଗୁଡିକ ମହାନଦୀର ଅକାତ କାତ ପାଣି ଭିତରେ ପହଁରି ପାର ହୋଇପାରିନଥିଲେ । କୁହାଯାଉଛି ଆଠଗଡ ପଟୁ ମହାନଦୀପାର ହୋଇ ଚନ୍ଦକା ଆସୁଥିବାବେଳେ ପ୍ରଖର ସ୍ରୋତରେ ହାତୀପଲ ଭିତରୁ ୫ଟିି ହାତୀ କିଛି ବାଟ…

ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଖୁସି ଖବର

ଓଡିଶାରେ ତିତଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଥିବାରୁ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ତେବେ ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ତିନୋଟି ତୈଳ ବିତରଣ କମ୍ପାନି ।…