ଭୁବନେଶ୍ୱରରେ ବିଭତ୍ସ ହତ୍ୟା, ରକ୍ତ ସମ୍ପର୍କରେ ରକ୍ତର ଛିଟା
ରକ୍ତ ସମ୍ପର୍କରେ ରକ୍ତର ଛିଟା । ବାପାକୁ ହତ୍ୟା କଲା ପ୍ରଫେସର ପୁଅ । ଛୁରୀ ଭୁସି ଅତି ନିର୍ମମ ଭାବରେ ହତ୍ୟା କରିଛି । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା!-->…
