ଉତ୍ତରପ୍ରଦେଶ : ଅଂଶୁଘାତରେ ଗଲାଣି ୫୧ ଜୀବନ
ଉତ୍ତରପ୍ରଦେଶରେ ପ୍ରବଳ ଗରମ, ପ୍ରଚଣ୍ଡ ତାତି । ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅପରାହ୍ଣ ସମୟରେ ଘରୁ ବାହାରିବା ସହଜ ହେଉନାହିଁ। ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ରୋଗର ଶିକାର ହେଉଛନ୍ତି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ଏହାରି ମଧ୍ୟରେ ରାଜ୍ୟ ସରକାର!-->…
