Odia News Portal

ହଟିଲା କୁଟ୍ଟେଙ୍କ ନିଲମ୍ବନ

ଇସିଆଇ ଆଜି ଆଇପିଏସ ଡି.ଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇଦେଇଛନ୍ତି । ଏନେଇ ଇସିଆଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ତେବେ ନିଲମ୍ବନ ଆଦେଶ ହଟିବା ପରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ମାତ୍ର କୁଟ୍ଟେଙ୍କ

ଖୁବଶୀଘ୍ର ବିଜେପିରେ ମିଶିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ପଦ୍ମ ଧରିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଖୁବଶୀଘ୍ର ବିଧିବଦ୍ଧ ଭାବରେ ସେ ପଦ୍ମ ଦଳରେ ଯୋଗ ଦେବେ। ଏବେ ସେ ଦିଲ୍ଲୀରେ ଅଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀଙ୍କ ଆଲୋଚନା କରିଥିବା ସୂଚନା ମିଳିଛି । ଖୁବଶୀଘ୍ର ଆନୁଷ୍ଠାନିକ

ମୁଖ୍ୟମନ୍ତ୍ରୀ : ଆଗଧାଡ଼ିରେ ଧର୍ମେନ୍ଦ୍ର ଓ ମନମୋହନ

ନିର୍ବାଚନରେ ବିଜେପିକୁ ଓଡ଼ିଶାବାସୀ କ୍ଷମତାର ଡ଼ୋର ଧରାଇଛନ୍ତି । ବିଜେପି ପ୍ରଚାର ସମୟରେ ଯେତେ ଦାବି ଉଠିଥିଲେ ବି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନଥିଲା । ଏବେ ଜିତିଲା ପରେ କିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା । ବାସ୍ତବ କ୍ଷେତ୍ରରେ

ଓଡିଶା ଛୁଇଁଲା ମୌସୁମୀ

 ଓଡିଶା ଛୁଇଁଲା ମୌସୁମୀ । ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି ।

ପାଣ୍ଡିଆନଙ୍କ ନେଇ ବଡ଼ କଥା କହିଲେ ନବୀନ

ବିଜେଡିର ପରାଜୟ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କରେ ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି ।ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜିତିବା ଓ ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ୱୀକାର କରୁଛି । ପରାଜୟ

ଶଂଖ ଭବନରେ ବିକ୍ଷୋଭର ସ୍ୱର , ଭିକେ ପାଣ୍ଡିଆନଙ୍କ ବିରୋଧୀ ନାରା ଦେଲେ ଯୁବ, ଛାତ୍ର ନେତା

ପରାଜୟ ପରେ ବିଜେଡିରେ ତେଜୁଛି ଅସନ୍ତୋଷ । ବରିଷ୍ଠ ନେତା ମାନେ ଏନେଇ ପାଟି ଫିଟାଉ ନଥିବା ବେଳେ ଯୁବ, ଛାତ୍ର ନେତା ମାନେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ଗତରାତିରେ ଶଙ୍ଖ ଭବନରେ ଅସନ୍ତୋଷର ଚିତ୍ର ଦେଖିବାକୁ ମିଳିଛି । କୌଣସି ପରିସ୍ଥିତିରେ ପାଣ୍ଡିଆନ କିମ୍ବା ତାଙ୍କ ସମର୍ଥକଙ୍କୁ ଶଙ୍ଖ ଭବନରେ

ବଢିଲା IPS ଆଶିଷ ସିଂଙ୍କ ପାଇଁ ଅଡୁଆ; ଫିଟ୍‌ ବୋଲି ସ୍ପଷ୍ଟ କଲେ ECI

ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ। ସେ ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ। ଅର୍ଥାତ ତାଙ୍କର କୌଣସି ସ୍ବାସ୍ଥଗତ ସମସ୍ୟା ନାହିଁ। ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏହି ରିପୋର୍ଟ ଦେଇଛନ୍ତି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ। ରିପୋର୍ଟ

ଶ୍ରୀମନ୍ଦିର ବାହାରୁ ହଠାତ୍ ଲାଇଟ ଖୋଲିନେଲା କମ୍ପାନୀ; ତଦନ୍ତ ନିର୍ଦ୍ଦେଶ

୩ ଦିନ ତଳେ ହଠାତ୍ ପୁରୀ ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲି ନେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ

ଓଡ଼ିଶାରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ପ୍ରତ୍ୟାହାର ହୋଇଛି । ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ

ରାତିରେ ଦିଲ୍ଲୀ ପଳାଇଛନ୍ତି ଭି.କେ ପାଣ୍ଡିଆନ୍‌

ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭି.କେ ପାଣ୍ଡିଆନ୍‌ ଏବେ କେଉଁଠି? କିଏ କହୁଛନ୍ତି ସିଏ ଭୁବନେଶ୍ୱରରେ ଅଛନ୍ତି ତ ଆଉ କିଏ କହୁଛନ୍ତି ସେ ତାମିଲନାଡୁ ପଳାଇ ଯାଇଛନ୍ତି। ଏହି ଚର୍ଚ୍ଚା ଭିତରେ ମିଳିଛି ବିଜେଡି ନେତା ପାଣିଆନ୍‌ଙ୍କ ନୂଆ ଠିକଣା। ମିଳିଥିବା ସୂଚନା ଅନୁସାରେ