Odia News Portal

ଘରେ ପିମ୍ପୁଡି ନହେବାର ଉପାୟ

ପିମ୍ପୁଡ଼ି ଏକ ଛୋଟ ପୋକ ହୋଇଥିଲେ ମଧ୍ୟ ଘରକୁ ଅନେକ ପ୍ରକାରର ବ୍ୟାକ୍ଟେରିଆ ଏବଂ ରୋଗ ନେଇ ପ୍ରବେଶ କରିଥାଏ । ଏହା ଛଡ଼ା ପିମ୍ପୁଡ଼ି କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ଅନୁଭୂତ ହେବା ସହ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଶିଶୁଥିବା ଘରେ ଏହା ପିମ୍ପୁଡ଼ି ଅଧିକ ମାତ୍ରାରେ କ୍ଷତିକାରକ…

ପ୍ରିୟଙ୍କାଙ୍କ ବାହାଘରରେ ମୋବାଇଲ ଭୟ

ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଇଛି। ଚଳିତ ସପ୍ତାହରେ ରାଜସ୍ତାନ୍ର ଜୋଧପୁରର ଉମୈଦ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ମଧ୍ୟରେ ବିବାହ ଉତ୍ସବ ହେବାକୁ ଥିବା ବେଳେ ତା’ପୂର୍ବରୁ ଉକ୍ତ ପ୍ୟାଲେସ୍ରେ…

ଆଇପିଏସ ଅଫିସରଙ୍କ ଆତ୍ମହତ୍ୟା

ଦିଲ୍ଲୀ ପୋଲିସ ମୁଖ୍ୟାଳୟର ୧୦ମହଲା ଛାତ ଉପରୁ ଡେଇଁ ଜଣେ ଆଇପିଏସ ଅଫିସର ଆତ୍ମହତ୍ୟା କରିବା ଘଟଣା ପୋଲିସ ବାହିନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଆତ୍ମହତ୍ୟା କରିଥିବା ଅଫିସର ଜଣକ ଜଣେ ପୋଲିସ ଏସିପି ଏବଂ ତାଙ୍କର ବୟସ ୫୫ ବର୍ଷ ହେବ । ତାଙ୍କ ନାମ ପ୍ରେମ ବଲ୍ଲଭ ଓ ସେ ଦିଲ୍ଲୀରେ କାର୍ଯ୍ୟରତ…

ଟଳିଲା ଆଉଜଣେ ମାଓବାଦୀ

ଛତିଶଗଡର ମୁଲେର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ତା ଠାରୁ ବନ୍ଧୁକ, ଗୁଳିଗୋଳା ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି । ଏବେବି ସେଠାରେ ପୋଲିସ ସର୍ଚ ଅପରେସନ ଚାଲୁ ରଖିଛି । ଏବଂ ଅନ୍ୟ ମାଓବାଦୀ ମାନେ ନିକଟସ୍ଥ ଜଙ୍ଗଲରେ…

ମାଓବାଦୀଙ୍କ ମେଳି

ଡିସେମ୍ବର ମାସ ୨ ତାରିଖରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀ ଆହ୍ବାନ ଦେଇଛନ୍ତି। ସପ୍ତାହେ ବ୍ୟାପୀ ଚାଲିବାକୁଥିବା ଏହି କାର‌୍ୟ୍ୟକ୍ରମରେ ପ୍ରତ୍ୟେକ ଗ୍ରାମରେ ଲୋକେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ରାଲି ଏବଂ ସଭାର ଆୟୋଜନ କରିବେ।…

ଓଡିଶା ଫେରିଲେ ଅପରାଜିତା

ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ସ୍ୱେଚ୍ଛାକୃତ ଅବସର ନେବା ପରେ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଜାତୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ…

୭ ତାରିଖରେ ମନ୍ତ୍ରୀ ସ୍ତରୀୟ କମିଟିସହ କୃଷକଙ୍କ ଆଲୋଚନା

ରାମଲୀଲା ମୈଦାନରେ ଚାଷୀଙ୍କ ମେଳି । ଋଣଛାଡ ଓ ଧାନର ସହାୟକ ମୁଲ୍ୟ ଦାବି ନେଇ ଦେଶର ବିଭିନ୍ନ ଅଂଚଳର ଚାଷୀ ଏକତ୍ରିତ ହୋଇଛନ୍ତି । ଏହି ଦୁଇ ଦିନିଆ ସମାବେଶରେ ଏକ ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀମାନେ ୨୬ କିଲୋମିଟର ପଦଯାତ୍ରାରେ ଏକ ବିଶାଳ ରାଲି କରି ସଂଧ୍ୟା ସୁଦ୍ଧା…

ବଲିଉଡ ସୁଲତାନ ସହ ଯାଜପୁର ଭାଇଯାନ

ଭୁବନେଶ୍ୱର () ବଲିଉଡର ମୋଷ୍ଟ ଏଲିଯିବୁଲ ବ୍ୟାଚେଲର ସଲମାନ ଖାନ । ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜି କଟକରେ ପହଞ୍ଚିଥିଲେ ବଲିଉଡ ସୁପରଷ୍ଟାର ସଲମାନ । ଉଦଘାଟନୀ ଉତ୍ସବ ପରେ ସଲମାନ କିଛି ସମୟ ପାଇଁ ଏହି କାର୍ଯ୍ୟକ୍ରମ ଏବଂ ହକି ବିଶ୍ୱକପ ମ୍ୟାଚ ସମ୍ପର୍କରେ ସେଠାରେ…

ଯୁବ ଶକ୍ତିର ନୂଆ ମନ୍ତ୍ର ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଗୋଷ୍ଠିର ନୂଆ ୟୁଥ ଆଇକନ । ମେକ ଇନ ଓଡିଶାରୁ ହକି ବିଶ୍ବକପ, ସବୁଠି ନବୀନଙ୍କ ଫୋକସରେ ୟୁଥ ବା ଯୁବ ଗୋଷ୍ଠି । ସବୁ କ୍ଷେତ୍ରରେ ଯୁବ ଗୋଷ୍ଠିକୁ ପ୍ରାଧାନ୍ୟ । ନିଜ ଟିମରେ ଯୁବ ପ୍ରଶାସକଙ୍କ ସହ ବିଜେଡିରେ ଯୁବ ନେତା ଏବଂ ରାଜ୍ୟର ବିକାଶରେ…

ଆଣ୍ଟିବାଓଟିକ୍ସର ରୋଗକୁ ଆହୁରି ଅଧିକ ବଢାଇ ଥାଏ, ଅଧିକ ଜାଣନ୍ତୁ

ସାମାନ୍ୟ ଥଣ୍ଡା କିମ୍ବା ଜ୍ବର ଯାହା ଦୁଇ ତିନି ଦିନ ଭିତରେ ପ୍ରାୟେ ଭଲ ହୋଇଯାଇଥାଏ, ବାସ୍ତବରେ ଏହାର ଚିକିତ୍ସା ପର୍ୟ୍ୟବେକ୍ଷଣର ଆବଶ୍ୟକତା ନଥାଏ । କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଚିନ୍ତା କରୁଛେ କିଭଳି ଜଲଦି ଭଲ ହେବା । ସେଥିପାଇଁ ନିଜେ ନିଜେ ଗୋଟେ ଡକ୍ଟର ହୋଇ ବିଭିନ୍ନ ଔଷଧ ଗ୍ରହଣ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.